
ଲକଡାଉନ ୩.୦ରେ ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ

କରୋନା ସଚେତନତା ପାଇଁ କଟକ ପୁରୀଘାଟ ନିକଟରେ ବୁଲୁଥିବା ଯାନ

ବ୍ୟସ୍ତବହୁଳ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ ଜାମ


ରାଜଧାନୀ ଭୁବନେଶ୍ୱରର ରସୁଲଗଡ଼ଠାରେ କେତେକ ପ୍ରବାସୀଙ୍କୁ ପୋଲିସ ପଞ୍ଜୀକରଣ କରାଉଛନ୍ତି

ଭୁବନେଶ୍ୱରର ରସୁଲଗଡ଼ ଛକରେ ହେଲମେଟ ଓ ମାସ୍କ ପିନ୍ଧି ନଥିବା ଲୋକଙ୍କଠାରୁ ଟ୍ରାଫିକ ପୋଲିସ ଜରିମାନା ଆଦାୟ କରୁଛନ୍ତି

ସାବିତ୍ରୀ ବ୍ରତ ଲାଗି କଟକ ଛତ୍ରବଜାରରେ ଏକ ଟ୍ରକରୁ ସପୁରି ଖଲାସ କରାଯାଉଛି

ରାଜଧାନୀ ଉପକଣ୍ଠ ଧଉଳିଠାରେ କୃଷ୍ଣଚୂଡ଼ା ଫୁଲର ଦୃଶ୍ୟ

