Categories: ଖେଳ

ଓଡ଼ିଶା ମହିଳା ଥ୍ରୋ ବଲ୍‌ ଦଳକୁ ରୌପ୍ୟ ପଦକ

ଭୁବନେଶ୍ୱର, ୧ା୧(କ୍ରୀଡ଼ା ପ୍ରତିନିଧି)-ବର୍ଦ୍ଧମାନଠାରେ ମଙ୍ଗଳବାର ଶେଷ ହୋଇଥିବା ଜାତୀୟ ସିନିୟର ଥ୍ରୋ ବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ମହିଳା ଦଳ ରନର୍ସଅପ୍‌ ହୋଇ ଐତିହାସିକ ସଫଳତା ଲାଭ କରିଛି। ସେମିଫାଇନାଲରେ ୪ ଥର ଚାମ୍ପିୟନ ତାମିଲନାଡ଼ୁକୁ ୧୫-୧୨ ଓ ୧୫-୯ ପଏଣ୍ଟରେ ହରାଇ ଫାଇନାଲରେ ପ୍ରବେଶ କରିଥିବା ଓଡ଼ିଶା ଦଳ ଦିଲ୍ଲୀଠାରୁ ୧୦-୧୫, ୧୨-୧୫ ପଏଣ୍ଟରେ ହାରି ଯାଇଥିଲା। ତେଣୁ ଦୀର୍ଘ ୧୮ବର୍ଷ ପରେ ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଓଡ଼ିଶା ରୌପ୍ୟ ପଦକ ହାସଲ କରିଥିଲା। ସବିତା ସାହୁ ଚମତ୍କାର ପ୍ରଦର୍ଶନ କରି ଓଡ଼ିଶା ପାଇଁ ଅଧିକ ପଏଣ୍ଟ

Share