ଏଇ ଭାରତରେ

ପରିବାର ସଦସ୍ୟଙ୍କ ସହ ଶିକାରକୁ ଯାଉଥିବା ପିଲାଟିର ମନରେ ବିରାଟ ପରିବର୍ତ୍ତନ ଆସିବା ପରେ ସେ ଆଉ ଶିକାର ନ କରି ପ୍ରାଣୀମାନଙ୍କ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଛନ୍ତି। ସେ ହେଉଛନ୍ତି ନାଗାଲାଣ୍ଡର ରୁଭୌତୋ ବେଲ୍‌ହୋ। ୨୦୦୩ରୁ ସେ ଏହି କାର୍ଯ୍ୟରେ ଲାଗିଛନ୍ତି। ଗୋଟିଏ ବିରଳ ପ୍ରଜାତିର ପକ୍ଷୀ ଶିକାର କରିବା ପରେ ସେ ଆଉ ଏହି କାର୍ଯ୍ୟ ନ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲେ। କେବଳ ସେତିକି ନୁହେଁ, ବେଲ୍‌ହୋ ଉଦ୍ଧାର କରୁଥିବା ପଶୁପକ୍ଷୀଙ୍କ ଚିକିତ୍ସା ଖର୍ଚ୍ଚ ନିଜେ ବହନ କରୁଛନ୍ତି। ସେମାନଙ୍କୁ ଚିକିତ୍ସା ପରେ ପୁନର୍ବାର ଜଙ୍ଗଲରେ ଛାଡ଼ିଦେଇଆସୁଛନ୍ତି। ସେ ଘରେ ମଧ୍ୟ ବିଲୁପ୍ତ ହୋଇଯାଉଥିବା ୬୦ଟି ପ୍ରଜାତିର ପଶୁ ଓ ପକ୍ଷୀ ରଖିଛନ୍ତି। ଏଥିପାଇଁ ୧ ଏକର ଜମିରେ ଘର କରି ତାହାକୁ ଏକ ମିନି ଚିଡ଼ିଆଖାନା କରିଛନ୍ତି। ସେଠାରେ ଅଛନ୍ତି ବିଭିନ୍ନ ବିରଳ ପ୍ରଜାତିର ବଗ, ପେଚା, ମାଙ୍କଡ଼, ଶୁଆ, ହରିଣ, ଚିତାବାଘ ଓ ଭାରତର କଳା କଇଁଛ ।
ଲୋକମାନଙ୍କୁ ଦେଖିବା ଲାଗି ସୁଯୋଗ ଦେଉଛନ୍ତି। ସବୁଠୁ ବଡ଼ କଥା ହେଉଛି, ଲୋପ ପାଇଯାଉଥିବା ଏହିସବୁ ପ୍ରଜାତିର ଜୀବଙ୍କ ପାଇଁ ସେ ସ୍ବତନ୍ତ୍ର ଯତ୍ନ ନେଉଛନ୍ତି। ଏବେ ସେ ଆଉ ଏକ ଜମି କିଣି ତାଙ୍କ ମିନି ଚିଡ଼ିଆଖାନାକୁ ବଢ଼ାଇବା ଲାଗି ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପ୍ରାୟ ଏକ ଦଶନ୍ଧି ପୂର୍ୱରୁ ମହାରାଷ୍ଟ୍ର ପଶ୍ଚିମଘାଟ ପର୍ୱତମାଳା ଆଖପାଖ ଗାଁଗୁଡ଼ିକରେ ଜଳସଙ୍କଟ ଯୋଗୁ କୃଷିରେ ବାଧା ଉପୁଜୁଥିଲା। ସେଠାକାର ବୋର୍‌ଓ୍ୱେଲ କାମ କରୁ ନ...

ଖଜୁରି ଗଛର କି ଗୁଣ ଗାଇବି

ଦେଶର ସମ୍ୱିଧାନ କହେ ଆଇନ ଦୃଷ୍ଟିରେ ସମସ୍ତେ ସମାନ। ହେଲେ ବାସ୍ତବ କ୍ଷେତ୍ରରେ ତାହାର କାର୍ଯ୍ୟାନ୍ୱୟନ ବା ଅନୁପାଳନ ବେଳେ ହୁଏ କିନ୍ତୁ ଠିକ୍‌ ତା’ର...

ବିଲୁପ୍ତି ପଥେ ନୀଳରକ୍ତ କଙ୍କଡ଼ା

ମାନବ ଜାତି ପାଇଁ ପରମ ଉପକାରୀ ବନ୍ଧୁ ହେଉଛି ବିରଳ ନୀଳରକ୍ତ କଙ୍କଡ଼ା। ତା’ର ନୀଳରକ୍ତର କଣିକାରେ ଭରି ରହିଛି ଅମୂଲ୍ୟ ଔଷଧୀୟ ଗୁଣ। ବାଲେଶ୍ୱର...

ସମୟ ଧାରାରେ ଚକ୍ରବୃଦ୍ଧି ସୁଧ

ଚକ୍ରବୃଦ୍ଧି ସୁଧ (କମ୍ପାଉଣ୍ଡ ଇଣ୍ଟରେଷ୍ଟ)ର ଧାରଣା ମାନବ ଇତିହାସରେ ସବୁଠୁ ଶକ୍ତିଶାଳୀ ତଥା ବିପଜ୍ଜନକ ଆବିଷ୍କାର। ଏହି ଶବ୍ଦ ସଂସ୍କୃତ ଶବ୍ଦକୋଷ ଓ ବୈଧ-ଅର୍ଥନୈତିକ ସାହିତ୍ୟରେ...

ଦରମା ଦେଇପାରୁନି ଆମେରିକା

ଶ୍ବର ବିକଶିତ ଦେଶ ଆମେରିକାରେ ଅଚଳାବସ୍ଥା। ୧୪ ଲକ୍ଷରୁ ଅଧିକ ଫେଡେରାଲ କର୍ମଚାରୀଙ୍କୁ ବେତନ ନ ମିଳବା , ୪୧ ଲକ୍ଷ ନିମ୍ନ ଆୟକାରୀ ଆମେରିକୀୟଙ୍କ...

ମାନବାଧିକାର, ଆମର ଦୈନନ୍ଦିନ ଆବଶ୍ୟକତା

ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମାନବାଧିକାର ଦିବସ ପାଳନ ହେଉଛି । ଚଳିତ ବର୍ଷ ଜାତିସଂଘ ତରଫରୁ ଏହି ଦିବସ ପାଇଁ ସ୍ଲୋଗାନ ରହିଛି ”ମାନବାଧିକାର,...

ଗାନ୍ଧୀ ବିଭାଜନକାରୀ

ଭାରତ ୨୦୪୭ ସୁଦ୍ଧା ବିକଶିତ ହେବ ବୋଲି କେନ୍ଦ୍ର ସରକାର ବାରମ୍ବାର ଦୋହରାଉଛନ୍ତି। ବିକଶିତ ଦେଶ ଗଢ଼ିବାର ସ୍ବପ୍ନ ଦେଖାଯିବା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ। କିନ୍ତୁ...

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ଟିଭି ଶୋ’ ଦେଖି ଷ୍ଟ୍ରବେରି ଚାଷ ଆରମ୍ଭକରି ଜଣେ ସଫଳ ଚାଷୀ ହୋଇପାରିଛନ୍ତି। ସେ ବିନା ମାଟି ଅର୍ଥାତ୍‌ କେବଳ ପାଣି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri