Categories: ଖେଳ

ଇଣ୍ଡିଆ ‘ସି’ରେ ଓଡ଼ିଶାର କାଜଲ

କଟକ ଅଫିସ, ୭ା୧୨- ପଣ୍ଡିଚେରୀଠାରେ ହେବାକୁ ଥିବା ୨୩ବର୍ଷରୁ କମ୍‌ ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ଓଡ଼ିଶାର ପ୍ରତିଭାବାନ ଖେଳାଳି କାଜଲ ଜେନା ଭାଗ ନେବେ। ପ୍ରତିଯୋଗିତାରେ କାଜଲ ଇଣ୍ଡିଆ-ସି ପକ୍ଷରୁ ପ୍ରତିନିଧିତ୍ୱ କରିବେ। କାଜଲଙ୍କ ଏହି ସଫଳତା ନେଇ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ପାଦକ ସଞ୍ଜୟ ବେହେରା ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share