
ବର୍ଷାର ପ୍ରଭାବରେ ଗତକାଲି ରାତିରେ ରାଉରକେଲା ସେକ୍ଟର – ୨୦ ବୈକୁଣ୍ଠ ଘାଟରୁ କୋଏଲ ନଦୀର ବାଉଁଶ ପୋଲ ଭାସିଯାଇଛି। ଏହା ପରେ ଗାଁ ବାସି ଡଙ୍ଗା ରେ ଯିବା ଆସିବା କରୁଛନ୍ତି।

ରାଜମହଲ ଛକରେ ଟ୍ରାଫିକ ପୋଲିସ ବିନା ମାସ୍କ ଓ ହେଲମେଟ ପିନ୍ଧି ନ ଥିବା ବ୍ୟକ୍ତିଙ୍କଠାରୁ ଫାଇନ ଆଦାୟ କରୁଛନ୍ତି।


ଭୁବନେଶ୍ୱରସ୍ଥିତ ୟୁନିଟ୍ ୧ ନଂ. ହାଟରେ ଜଣେ ଛତା କାରିଗର ଛତା ତିଆରି କରୁଛନ୍ତି।


