Posted inଖେଳ

୯୯ବର୍ଷୀୟ ପୂର୍ବତନ ରଣ୍‌ଜୀ ଖେଳାଳିଙ୍କୁ ଭେଟିଲେ ତେନ୍ଦୁଲକର, ଓ୍ବ

ମୁମ୍ବାଇ, ୧୪ା୧(ପି.ଟି.)- କ୍ରିକେଟ ଆଇକନ୍‌ ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ଓ୍ବ ସୋମବାର ବସନ୍ତ ରାଇଜୀଙ୍କୁ ଭେଟିଛନ୍ତି। ବର୍ତ୍ତମାନ ଜୀବିତ ଥିବା ପୂର୍ବତନ ରଣ୍‌ଜୀ ଖେଳାଳିଙ୍କ ମଧ୍ୟରେ ରାଇଜୀ ହେଉଛନ୍ତି ସବୁଠାରୁ ବୟସ୍କ। ତାଙ୍କୁ ବର୍ତ୍ତମାନ ୯୯ ବର୍ଷ। ସେ ଜଣେ ଡାହାଣହାତୀ ବ୍ୟାଟ୍ସମ୍ୟାନ ଥିଲେ। ୧୯୪୦ ଦଶକରେ ସେ ୯ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ମୋଟ୍‌ ୨୭୭ ରନ୍‌ ସଂଗ୍ରହ କରିଥିଲେ। ତାଙ୍କର ସର୍ବୋଚ୍ଚ ସ୍କୋର ରହିଛି ୬୮ ରନ୍‌। ଚଳିତ ମାସରେ ସେ ୧୦୦ ବର୍ଷରେ ପଦାର୍ପଣ କରିବେ। ତେନ୍ଦୁଲକର ଏବଂ ଓ୍ବ ସାଉଥ୍‌ ମୁମ୍ବାଇ ଅନ୍ତର୍ଗତ ଓ୍ବାକେଶ୍ୱର ଏରିଆରେ ରାଇଜୀଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ। ରାଇଜୀ ଆହୁରି ମଧ୍ୟ ଜଣେ କ୍ରିକେଟ ହିଷ୍ଟୋରିଆନ୍‌। ତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ବୟସ ହୋଇଥିଲା ଭାରତ ବମ୍ବେ ଜିମ୍‌ଖାନ୍ନାଠାରେ ଏହାର ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପାଖରେ ରିକ୍ସା ଭଡ଼ା ଦେବାକୁ ନ ଥିଲା ଟଙ୍କା, ପୁଅର ଭାରି ବ୍ୟାଗ୍‌ ଧରି ୮ କି.ମି. ଚାଲି ଚାଲି ଯାଉଥିଲେ ମା’

ଅଷ୍ଟ୍ରେଲିଆରେ ଚାଲିଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ହାରିଯିବା ପରେ ଭାରତୀୟ କ୍ରିକେଟ ଦଳ ଟାର୍ଗେଟରେ ଆସିଯାଇଥିଲା। ମାତ୍ର ଦ୍ୱିତୀୟ ମ୍ୟାଚ୍‌ ଜିତିବା ପରେ ସବୁଆଡ଼େ...

ଓସାକା, ଥିମ୍‌, ସେରେନା, ଜୋକୋଭିଚ୍‌ଙ୍କ ବିଜୟ

ପ୍ୟାରିସ, ୩୧ା୫ (ଏଏଫ୍‌ପି)-ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ମହିଳା ସିଙ୍ଗଲ୍ସରେ ଗୁରୁବାର ଟପ୍‌ ସିଡ୍‌ ନାଓମି ଓସାକା ଓ ୨୪ତମ ଗ୍ରାଣ୍ଡସ୍ଲାମ ରେକର୍ଡ ଟାଇଟଲ...

କେନର୍‌ସ କପ୍‌ ଚେସ୍‌: ହମ୍ପି ଚାମ୍ପିୟନ: ୨ ନମ୍ବର ସ୍ଥାନକୁ ଉଠିଲେ

ସେଣ୍ଟ ଲୁଇସ୍‌, ୧୭।୨(ପି.ଟି.): ଓ୍ବାଲର୍‌ଡ ରାପିଡ୍‌ ଚେସ୍‌ ଚାମ୍ପିୟନ କୋନେରୁ ହମ୍ପି ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ଆମେରିକାର ସେଣ୍ଟ ଲୁଇସ୍‌ରେ ଅନୁଷ୍ଠିତ...

କେଉଁ ଦଳରେ କିଏ…

ବେଙ୍ଗାଲୁରୁ,୧୩।୨: ଆଇପିଏଲ୍‌ ୧୫ତମ ସଂସ୍କରଣ ପାଇଁ ଖେଳାଳି ନିଲାମ ଉପରେ ସମସ୍ତଙ୍କ ନଜର। ଚଳିତ ଥର ନୂଆ ଟିମ୍‌ ସାମିଲ ହୋଇଥିବା ଯୋଗୁ କେଉଁ ଟିମ୍‌କୁ...

ଝିଅ ହେବା ପରେ ଏମିତି ବଦଳିଯାଇଛନ୍ତି ବିରୁଷ୍କା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମା ନିକଟରେ କନ୍ୟା ସନ୍ତାନର ମାତାପିତା ହୋଇଛନ୍ତି। କୋହଲି ଏବେ ଆଇପିଏଲ୍‌ ଖେଳୁଥିବାବେଳେ...

ଥୁରମ ୫ ମ୍ୟାଚରୁ ବାସନ୍ଦ

ବର୍ଲିନ, ୨୩ା୧୨ (ଏପି)-ବୋରୁସିଆ ମଞ୍ଚେନଗ୍ଲାଡବ୍ୟାକ୍‌ ଷ୍ଟ୍ରାଇକର ମାର୍କସ ଥୁରମଙ୍କୁ ୫ଟି ମ୍ୟାଚରୁ ବାସନ୍ଦ କରାଯାଇଛି। ବୁନ୍ଦେସ୍‌ଲିଗାରେ ବିପକ୍ଷ ହଫେନ୍‌ହିମ୍‌ ଦଳର ଜଣେ ଖେଳାଳିଙ୍କ ମୁହଁକୁ ଛେପ...

ସିଏସ୍‌କେ ଭାଗ୍ୟରେ ପଡ଼ିଲା ଟସ୍‌

ମୁମ୍ବାଇ,୩।୪: କ୍ରମାଗତ ଦୁଇଟି ପରାଜୟ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଭାଗରେ ପଡ଼ିଛି ଟସ୍‌। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଟସ୍‌ ଜିତି ବୋଲିଂ...

ଦୁଃସାହସର ଅନ୍ୟନାମ କଳ୍ପନା

ଭୁବନେଶ୍ୱର,୨୪।୫(ସ୍ପୋଟର୍‌ସ ବ୍ୟୁରୋ)- (୧୯୬୬ ଜୁଲାଇ ୭ରୁ ୨୦୧୯ ମେ ୨୩) ଓଡ଼ିଶା କ୍ରୀଡ଼ା ପାଇଁ ଗୁରୁବାର ଆସିଛି ଏକ ଖରାପ ଖବର। ଦୁଃସାହସିକ କ୍ରୀଡ଼ାରେ ଓଡ଼ିଶା...

Advertisement
Archives

Model This Week