୪ବର୍ଷର ଶିଶୁ କନ୍ୟାକୁ ବଳାତ୍କାର

ରିଆମାଳ, ୨୫ା୧୨ (ଡି.ଏନ.ଏ.):ଦେବଗଡ଼ ଜିଲା ରିଆମାଳ ଥାନା ଅଞ୍ଚଳରେ ମଙ୍ଗଳବାର ଜଣେ ୪ବର୍ଷର ଶିଶୁକନ୍ୟାକୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ୨ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଚରା କରୁଛି। ସୂଚନା ଅନୁସାରେ, ମଙ୍ଗଳବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ଗଁା ଦାଣ୍ଡରେ ଉକ୍ତ ଶିଶୁ କନ୍ୟା ଜଣକ ଖେଳୁଥିଲେ। ଏହି ସମୟରେ ଦୁଇଜଣ ଯୁବକ ତାଙ୍କୁ ଟେକି ନେଇ ବଳାତ୍କାର କରି ଛାଡି ଦେଇଥିଲେ। ଶିଶୁକନ୍ୟା ଜଣକ ଘରକୁ ଫେରି ଘଟଣା ସଂକ୍ରାନ୍ତରେ ତାଙ୍କ ମା’ଙ୍କୁ ଜଣାଇଥିଲେ। ତାଙ୍କ ମା’ ରିଆମାଳ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକାପ୍ତା ବିକ୍ରି ପାଇଁ ଚାଲିଥିଲା ଡିଲ୍‌, ମାଡ଼ିବସିଲା ଏସ୍‌ଟିଏଫ୍‌

ବୌଦ୍ଧ,୨୩ା୩(ସ୍ବ.ପ୍ର.): ବଜ୍ରକାପ୍ତା ବିକ୍ରି ଉଦ୍ୟମ ବେଳେ ବୌଦ୍ଧ ଜିଲା ଜାମୁଖୋଲ ଗ୍ରାମର ଦୁଇ ଶିକାରୀଙ୍କୁ ଗିରଫ କରିଛି ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ l ବଜ୍ରକାପ୍ତା...

ପରୀକୁ ନ୍ୟାୟ ଦେବାରେ ବିଫଳତାର ପ୍ରତିବାଦ: ଭାଜପାର ପଦଯାତ୍ରାକୁ କଂଗ୍ରେସର ଗଡ଼ିବ ପରୀ ନ୍ୟାୟ ରଥ

ନୟାଗଡ ଅଫିସ,୯ ।୧୨: ପରୀକୁ ନ୍ୟାୟ ଦେବାରେ ରାଜ୍ୟ ସରକାରଙ୍କର ବିଫଳତାର ପ୍ରତିବାଦରେ ଭାଜପା ଓ କଂଗ୍ରେସ ଆନ୍ଦୋଳନକୁ ତ୍ୱରାନ୍ବିତ କରିଛନ୍ତି। ଭାଜପା ପଦଯାତ୍ରା କରିବାକୁ...

ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ୧୪ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନ୍‌

କେନ୍ଦୁଝର,୨୬।୪(ସ୍ବ.ପ୍ର.): ପଶ୍ଚିମବଙ୍ଗରୁ ଆସୁଥିବା ଲୋକଙ୍କ ପାଇଁ ଜିଲା ପ୍ରଶାସନ କଟକଣା ଜାରି କରିଛି। ଏଠାରୁ ଆସୁଥିବା ଲୋକ ୧୪ ଦିନ ଅନୁଷ୍ଠାନ କ୍ୱାରାଣ୍ଟାଇନ୍‌ ବାଧ୍ୟତାମୂଳକ। ସରପଞ୍ଚ...

ଡେଲି ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ୩୦ରୁ ଊର୍ଦ୍ଧ୍ୱ ଦୋକାନ

କେନ୍ଦୁଝର,୩ା୪(ସ୍ବ.ପ୍ର.): କେନ୍ଦୁଝର ସହର ଡେଲି ମାର୍କେଟରେ ସୋମବାର ସକାଳୁ ଅଗ୍ନିକାଣ୍ଡ ଘଟି ୩୦ରୁ ଊର୍ଦ୍ଧ୍ୱ ଦୋକାନ ଜଳିଯାଇଛି। ଶଟ୍‌ସର୍କିଟ୍‌ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ନିଆଁର...

ଭିଜିଲାନ୍ସ ଜାଲରେ ଏନ୍‌ଏସି ଜମାଦାର

ବରଗଡ଼ ଅଫିସ,୧୭ା୨: ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସି ଜମାଦାର ଦୀନବନ୍ଧୁ ପଣ୍ଡା ଗୁରୁବାର ମଧ୍ୟାହ୍ନରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ଜଣଙ୍କଠାରୁ ୨୫ ହଜାର ଲାଞ୍ଚ...

ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ-ଢେଙ୍କାନାଳ ଗସ୍ତ ଆଜି: ୫ ନିର୍ବାଚନୀ ସଭାରେ ଯୋଗଦେବେ

ଅନୁଗୋଳ ଅଫିସ/ବନ୍ତଳା/ଢେଙ୍କାନାଳ ଅଫିସ, ୧୮।୪- ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଓ ଢେଙ୍କାନାଳ ଜିଲାରେ ନିର୍ବାଚନ ପ୍ରଚାର କରିବେ। ଦୁଇ...

ପୋଲିସଙ୍କୁ ଛତା ପ୍ରଦାନ

ଛେଣ୍ଡିପଦା, ୬।୪(ସ୍ବ.ପ୍ର.)-କରୋନା ମୁକାବିଲା ଲାଗି ପରିବାରକୁ ଭୁଲି ଦିନରାତି ଖଟୁଛନ୍ତି ପୋଲିସ କର୍ମଚାରୀ। କେତେକ ସ୍ଥାନରେ ଅମାନିକ ଯୁବକମାନେ ପୋଲିସ ଉପରକୁ ଆକ୍ରମଣ କରିବା ଭଳି...

ଶ୍ରମିକଙ୍କ କାମ କରୁଛି ମେଶିନ, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଯୋଜନା ବାଟବଣା

ବରୀ,୨୮ା୪(ଡି.ଏନ.ଏ.): ସରକାର ଶ୍ରମିକଙ୍କୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାମ ଯୋଗାଇ ଦେବାର ନିୟମ ରହିଛି। ଏଥିସହିତ ଶ୍ରମିକମାନେ...

Advertisement
Archives

Model This Week