୩ ଦୋକାନ ପୋଡ଼ିଗଲା

ବାରିପଦା ଅଫିସ,୧୨ା୧୧- ବାରିପଦା ସହର ଟ୍ରାଫିକ ଛକ ହୋଟେଲ ଗରମା ଗରମ ସମ୍ମୁଖରେ ଥିବା ୩ଟି ଦୋକାନରେ ନିଆଁ ଲାଗି ଯାଇଛି। ସୋମବାର ରାତି ପ୍ରାୟ ୧୧ଟା ବେଳେ ଏହି ନିଆଁ ଲାଗିଥିବା ଜଣାପଡିଛି। ଖବରପାଇ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ସେଖ ରଫିକ, ତାଜମଲ ଖାନ ଓ ୟାଜିବ ଖାନଙ୍କ ଟେଲର ଦୋକାନ ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ। ପ୍ରଶାସନ ପକ୍ଷରୁ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଦଫା ଦାବିରେ ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ: ଯାନବାହନ ଚଳାଚଳ ଠପ୍‌

କଣ୍ଟାମାଳ,୨୯।୧୧(ଡି.ଏନ୍‌.ଏ.): ୩ ଦଫା ଦାବିରେ ବୌଦ୍ଧ ଜିଲା କଣ୍ଟାମାଳ ୧୨ ଘଣ୍ଟିଆ ବନ୍ଦ ଡାକରା ଶୁକ୍ରବାର ସକାଳୁ ଆରମ୍ଭ ହୋଇଛି। ତେଲନଦୀ ଉପରେ କଣ୍ଟାମାଳ-ତରଭା ସେତୁ...

ବାଲୁବଜାରକୁ ମୂର୍ତ୍ତିପୂଜା ଅନୁମତି

କଟକ ଅଫିସ,୧।୯:  କଟକରେ ଦୁର୍ଗାପୂଜାକୁ ନେଇ ନାନା କଳ୍ପନାଯଳ୍ପନା ଜାରି ରହିଥିବା ବେଳେ ସହରର ସର୍ବପୁରାତନ ବାଲୁ ବଜାର ପୂଜା କମିଟିକୁ ମୂର୍ତ୍ତି ନିର୍ମାଣ ଓ...

ଅଘୋଷିତ ମେଣ୍ଟ ଦାନା ବାନ୍ଧୁଛି

ଯାଜପୁର ଅଫିସ,୧୭ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସୋମବାରଠାରୁ ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଯାଜପୁର ଜିଲାରେ ୩୯ଟି ଜିଲା ପରିଷଦ ଆସନ...

୨ଦିନ ପରେ ଭୋଟ, ଜୋର ଧରିଲା ପ୍ରଚାର: ବାଜିମାରିବା ଲକ୍ଷ୍ୟରେ ସବୁ ଦଳ

ଢେଙ୍କାନାଳ ଅଫିସ, ୨୧।୪- ସାଧାରଣ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ ଆସନ୍ତା ମଙ୍ଗଳବାର ଅନୁଷ୍ଠିତ ହେଉଛି। ମତଦାନକୁ ୨ଦିନ ଥିବାବେଳେ ସବୁ ଦଳ ପକ୍ଷରୁ ପ୍ରଚାର...

ଗୀତ ଗାଇ ସଚେତନ କରାଇଲେ ବିଡିଓ

ଖଇରା, ୧୫।୪(ଡି.ଏନ.ଏ.)-ଲକ୍‌ଡାଉନ ସମୟରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ କାର୍ଯ୍ୟରତ ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ବିଭିନ୍ନ ସଚେତନତାମୂଳକ ପଦକ୍ଷେପ ଗ୍ରହଣ କରି ଚର୍ଚ୍ଚାକୁ ଆସିଛନ୍ତି।...

ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ଖଇରା, ୯ା୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଗଗନଧୂଳି ପଞ୍ଚାୟତ ଅଧୀନ ରଫାୟାତପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀକକ୍ଷ ଅଭାବ ଯୋଗୁ ୨ଟି ଶ୍ରେଣୀର...

ଏପ୍ରିଲ ୫ରୁ ଓଷ୍ଟା ପ୍ରି-ବୋର୍ଡ ପରୀକ୍ଷା: ୨୭ରେ ପ୍ରକାଶ ପାଇବ ଟେଷ୍ଟପେପର

କଟକ ଅଫିସ, ୨୫।୧: ଆସନ୍ତା ମେ’ ୩ରୁ ବୋର୍ଡ ପରୀକ୍ଷା ଆରମ୍ଭ ହେବ। କରୋନା ପାଇଁ ପ୍ରାୟ ୯ ମାସ ଧରି ବିଦ୍ୟାଳୟ ଯାଇ ନ...

ମା’ଙ୍କ ଶବଦାହ ପାଇଁ ମନା କରିଦେଲା ପୁଅ

ବରଗଡ଼ ଅଫିସ୍‌,୧୧।୯: ନୂଆଁଖାଇରେ ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇପଡ଼ି ଥିବାବେଳେ ବରଗଡ଼ ସହର ପୁରୁଣା ବସ୍‌ଷ୍ଟାଣ୍ଡ ପଛପଟେ ଥିବା ଝୁମ୍ପୁଡ଼ିପଡ଼ାରେ ଏକ ଅଭାବନୀୟ ଘଟଣା...

Advertisement
Archives

Model This Week