Posted inଫୁରସତ

୩ଟି କରତକୁ ନେଇ ବିପଜ୍ଜନକ ଜଗଲିଂ: ଜେନ୍‌ ମୁଷ୍ଟୋନେନ୍‌ଙ୍କ ରେକର୍ଡ

ସର୍କସ୍‌ରେ ଜୋକର୍‌ ଏକାଧିକ ବଲ୍‌କୁ ଦୁଇ ହାତରେ ଜଗଲିଂ କରିବା ସମୟରେ ବେଶ୍‌ ମଜା ଲାଗିଥାଏ। ତେବେ ଜଣେ ଏଭଳି ଜିନିଷକୁ ଧରି ଜଗଲିଂ କରିଛନ୍ତି, ଯାହାକୁ ଦେଖିଲେ ଡର ଲାଗେ। ଫିନ୍‌ଲାଣ୍ଡର ଜେନ୍‌ ମୁଷ୍ଟୋନେନ୍‌ ନାମକ ଏହି ବ୍ୟକ୍ତି ଜଣକ ମୋଟର ଚାଳିତ ଚେନ୍‌ସ’ ବା କରତ, ସେ ପୁଣି ଏକାଥରେ ୩ଟି କରତକୁ ନେଇ ଜଗଲିଂ କରିଛନ୍ତି। ତିନୋଟି କରତକୁ ସେ ସର୍ବାଧିକ ୯୮ଥର ଜଗଲିଂ କରି ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡ ମଧ୍ୟ କରିଛନ୍ତି। ୨୦୧୮, ଜୁଲାଇ ୨୮ରେ ସେ ଉକ୍ତ ରେକର୍ଡ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରହସ୍ୟମୟ ମନ୍ଦିର: ଯେଉଁଠାରେ ନିଜ ପିଣ୍ଡଦାନ ନିଜେ କରଥାନ୍ତି ଲୋକ!

ଦେଶରେ ଏପରି ଏକ ମନ୍ଦିର ରହିଛି, ଯେଉଁଠାରେ ଜୀବିତ ଲୋକମାନେ ନିଜର ପିଣ୍ଡଦାନ ନିଜେ କରନ୍ତି। ଏହି ମନ୍ଦିରଟି ସମ୍ପୂର୍ଣ୍ଣ ନିଆରା ଏବଂ ଅନନ୍ୟ। ସାଧାରଣତଃ ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?