୨୪ ଘଣ୍ଟା ପର୍ଯ୍ୟନ୍ତ ଶରୀର ବାହାରେ ସୁରକ୍ଷିତ ରହିପାରିବ ମାନବ ହୃଦୟ

ଲଣ୍ଡନ,୧୫।୨: ଏବେ ହାର୍ଟ ଟ୍ରାନ୍ସପ୍ଲାଣ୍ଟ୍‌ କରିବା ସହଜ ହୋଇପାରିବ। ଶରୀର ବାହାରେ ନୂତନ ଜ୍ଞାନକୌଶଳ ଦ୍ୱାର ୨୪ ଘଣ୍ଟା ସୁରକ୍ଷିତ ରଖାଯାଇପାରିବ। କେତେକ କୃତ୍ରିମ ଉପକରଣ ସହାୟତାରେ ଏଭଳି କରାଯାଇପାରିବ। ପରୀକ୍ଷାମୂଳକ ଭାବେ ଘୁଷୁରିର ହୃଦୟକୁ ୨୪ ଘଣ୍ଟା ପର୍ଯ୍ୟନ୍ତ ସୁରକ୍ଷିତ ରଖାଯାଇପାରିଛି। ଉତ୍ତର କୋରୋଲିନାର ଡୁରହାମ୍‌ଠାରେ ଥିବା ଡ୍ୟୁକ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏଭଳି ଗବେଷଣା କରି ବେଶ୍‌ ସଫଳ ରହିଛନ୍ତି। ଏସମ୍ପର୍କିତ ୧୮ ସେକେଣ୍ଡର ଏକ ଭିଡ଼ିଓ ମଧ୍ୟ ସୋସିଆଲ୍‌ ମିଡ଼ିଆରେ ଶେୟାର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପାକିସ୍ତାନକୁ ଜବାବ ଦେଲା ଭାରତ, କଶ୍ମୀର ଆମର ଥିଲା, ରହିବ

ଜେନେଭା,୪ ।୩: ସଂଯୁକ୍ତ ରାଷ୍ଟ୍ର ମାନବାଧିକାର ପରିଷଦ(ୟୁଏନଏଚଆରସି)ରେ ପାକିସ୍ତାନର ବିଦେଶ ରାଜ୍ୟ ମନ୍ତ୍ରୀ ହିନା ରବ୍ୱାନି ଖର ପୁଣିଥରେ ଭାରତ ଉପରେ ମିଥ୍ୟା ଅଭିଯୋଗ ଲଗାଇବାକୁ...

ଚାରିଜଣ ଯୁବକଙ୍କୁ ପ୍ରେମଜାଲରେ ଫସାଇଥିଲେ ଯୁବତୀ, ଘରୁ ଫେରାର ହେବା ପରେ କାହାକୁ ବିବାହ କରିବେ ନେଇ ପଡ଼ିଲେ ଚିନ୍ତାରେ; ତା’ ପରେ…

ଆମ୍ବେଦକରନଗର: ଜଣେ କି ଦୁଇଜଣ ଯୁବକ ନୁହେଁ, ଚାରିଜଣ ଯୁବକଙ୍କ ସହ ଘରଛାଡ଼ି ଫେରାର ହୋଇଥିଲେ ଯୁବତୀ। ବିବାହ କରିବାକୁ ଇଚ୍ଛା ଥିଲେ ହେଁ ସେମାନଙ୍କ...

କରୋନା ଟିକା ନେଇ ଯୁବତୀ ହେଲେ କୋଟିପତି

ସିଡନୀ,୮।୧୧:କରୋନା ମହାମାରୀକୁ ଏଡାଇବା ପାଇଁ ଟିକା ନେବା ଜରୁରୀ। ପ୍ରାୟ ପ୍ରତ୍ୟେକ ଦେଶର ସରକାର ଏହାର ନାଗରିକମାନଙ୍କୁ ଏହି ପ୍ରକାରର ବାର୍ତ୍ତା ଦେଉଛନ୍ତି। ଟିକା ନେବା...

କରୁଣାତିଲକଙ୍କୁ ବୁକର

କଲମ୍ବୋ, ୧୯ା୧୦: ଆର୍ଥିକ ଦୁରବସ୍ଥା ଦେଇ ଗତି କରୁଥିବା ଶ୍ରୀଲଙ୍କାର ଲେଖକ ଶେହାନ୍‌ କରୁଣାତିଲକ(୪୭)ଙ୍କୁ ୨୦୨୨ ବର୍ଷ ପାଇଁ ବ୍ରିଟେନର ବୁକର ସମ୍ମାନ ପ୍ରଦାନ କରାଯାଇଛି।...

ଧନୀ ହେବା ଲାଗି ପାକିସ୍ତାନକୁ ଏମିତି ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ, ଭିଡିଓ ଦେଖିଲେ ହସି ହସି ଗଡ଼ିବେ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ହସିହସି ଗଡ଼ିବେ। ଅତୀତରେ ଏହିପରି ଅନେକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି...

ଏତେ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ପାଲଟିଲେ, ମାତ୍ର କୁକୁର ପରି ଜୀବନ ଜିଇଁବାକୁ ଚାହାନ୍ତି ନାହିଁ ଏହି ବ୍ୟକ୍ତି

ଟୋକିଓ,୧୩ା୮: ଜାପାନର ଜଣେ ବ୍ୟକ୍ତି ଯିଏ କି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଣିଷରୁ କୁକୁର ରୂପ ନେଇଥିଲେ। ଏହା ପରେ ଲୋକମାନେ ଭାବୁଥିବେ ସେ...

ମସ୍କୋ ନିକଟରେ ଡ୍ରୋନ ଆକ୍ରମଣ, ୩ ପ୍ରମୁଖ ବିମାନବନ୍ଦରର ଉଡାଣ ବାତିଲ

ମସ୍କୋ,୨୬।୮: ମସ୍କୋ ଉପରେ ଏକ ନୂତନ ଡ୍ରୋନ ଆକ୍ରମଣ ହୋଇଥିବା ରୁଷିଆ ଶନିବାର ସକାଳେ ସୂଚନା ଦେଇଛି। ମସ୍କୋ ମେୟର ସର୍ଗଇ ସୋବୟାନିନ କହିଛନ୍ତି ଯେ,...

ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ବିବେକ ଓବରୋଏ

ନୂଆଦିଲ୍ଲୀ/ଲଣ୍ଡନ,୧।୭:ବିବେକ ଓବରୋଏ ଦର୍ଶକଙ୍କୁ ବହୁତଗୁଡିଏ ହିଟ୍‌ ଫିଲ୍ମ ଭେଟି ଦେଇଛନ୍ତି। କିନ୍ତୁ ସେ ଦୀର୍ଘ ଦିନ ଧରି ଫିଲ୍ମ ଜଗତରୁ ଦରରେ ଅଛନ୍ତି। ନିକଟରେ ବିବେକ...

Advertisement
Archives

Model This Week