୧୬ ବର୍ଷରେ ପାଦ ଦେଲା ଜି-ମେଲ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୧।୪: ଜି-ମେଲ୍‌କୁ ବୁଧବାର ୧୬ ବର୍ଷରେ ପାଦ ଦେଇଛି। ୨୦୦୪ ଏପ୍ରିଲ୍‌ ୧ରେ ଏହାର ଶୁଭାରମ୍ଭ ହୋଇଥିଲା। ଏହା ଆମେରିକାର କମ୍ପ୍ୟୁଟର ଇଞ୍ଜିନିୟର ପାଉଲ୍‌ ଟି ବୁଚେଟ୍‌ଙ୍କ ଦ୍ୱାରା ତିଆରି ହୋଇଥିଲା। ପ୍ରଥମେ ଜି-ମେଲ୍‌ ପ୍ରତି ବ୍ୟବହାରକାରୀଙ୍କୁ ଏକ ଗିଗାବାଇଟ୍‌ ସ୍ପେସ୍‌ ଉପଲବ୍ଧ କରାଉଥିବାବେଳେ ଏବେ ଏହି ଫ୍ରି ସ୍ପେସ୍‌ ୧୫ ଜିବିକୁ ବୃଦ୍ଧି ପାଇଛି। ପୃଥିବୀରେ ପ୍ରତିମାସରେ ୧୫୦ କୋଟି ଆକ୍ଟିଭ୍‌ ୟୁଜର୍ସ ଜି-ମେଲ୍‌ ବ୍ୟବହାର କରିଥାନ୍ତି। ୟୁଜର୍ସ ୫୦ ଏମ୍‌ବି ପର୍ଯ୍ୟନ୍ତ ଇ-ମେଲ୍‌ ଏହା ଦ୍ୱାରା ଉପଲବ୍ଧ କରିପାରୁଛି । ଏହାଠାରୁ ଅଧିକ ବଡ଼ ଇ-ମେଲ୍‌ ପାଇଁ ଗୁଗଲ୍‌ ଡ୍ରାଇଭ୍‌ର ସହାୟତା ନିଆଯାଇ ପାରୁଛି। ୨୦୧୯ରେ ଜି-ମେଲର ଅପଡେଟ୍‌ ଭର୍ସନ ଉପଲବ୍ଧ ହୋଇଥିଲା। ଏଥିରେ କେତେକ ନୂତନ ଫିଚରକୁ ଅନ୍ତର୍ଭୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜନବସତି ମୁହାଁ ତୁଷାର ଭାଲୁ

ମସ୍କୋ,୭।୧୨: ଜଳବାୟୁ ପରିବର୍ତ୍ତନର ପରିଣାମ ଏବେ ରୁଷରେ ଦେଖିବାକୁ ମିଳିଛି। ଏଠାରେ ଏକ ଗାଁରେ ଏବେ ତୁଷାର ଭାଲୁଙ୍କ ପ୍ରବେଶ ଏହାର ସୂଚନା ଦେଉଛି। କାରଣ...

ବାଗଦାଦ ଆତ୍ମଘାତି ବିସ୍ଫୋରଣ: ୮ ମୃତ ୧୫ ଆହତ

ବାଗଦାଦ,୨୧ ।୧: ଇରାକର ରାଜଧାନୀ ବାଗଦାଦରେ ଗୁରୁବାର ଏକ ଆତ୍ମଘାତି ବିସ୍ଫୋରଣ ହୋଇଛି । ଏଥିରେ ପାଖାପାଖି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫...

ଏଯାଏ ରୁଷିଆର ୧୨ ହଜାର ସୈନ୍ୟ ନିହତ; ୩୧୭ ଟ୍ୟାଙ୍କ-୪୯ ବିମାନ ଧ୍ୱଂସ

କ୍ୱିଭ୍‌,୯।୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣର ଆଜି ହେଉଛି ୧୪ତମ ଦିନ। ଏବେ ଏହି ଯୁଦ୍ଧକୁ ନେଇ ୟୁକ୍ରେନର ପ୍ରତିରକ୍ଷା ମନ୍ତ୍ରୀ ବଡ଼ ବିବୃତ୍ତି ଦେଇଛନ୍ତି।...

ମଣିଷ ଜୀବନ ବଞ୍ଚାଉଛି ମୂଷା

ଘରେ ମୂଷାଟିଏ ପଶିଗଲେ ଆମେ ଚିନ୍ତାରେ ପଡିଯାଉ କାରଣ ଘରର ସବୁ ଜିନିଷକୁ କ୍ଷଣିକରେ ନଷ୍ଟ କରିଦିଏ। କିନ୍ତୁ କାମ୍ବୋଡିଆ ଦେଶରେ ମୂଷା ହିରୋ ଭାବେ...

ଭାକ୍ସିନ ନେଇ ୩୨ ମୃତ

ସିଓଲ୍‌,୨୪ା୧୦:ଦକ୍ଷିଣ କୋରିଆରେ ଫ୍ଲୁ’ଜନିତ ସ୍ବାସ୍ଥ୍ୟ ସଙ୍କଟ ଦୂର କରିବା ପାଇଁ ସରକାର ଟିକାକରଣ କାର୍ଯ୍ୟକ୍ରମ ଚଳାଇଥିବାବେଳେ ଆଉ ଏକ ବିପଦ ମାଡ଼ିଆସିଛି। ‘କୋଭିଡ୍‌-୧୯’ ଏବଂ ‘ଇନ୍‌ଫ୍ଳୁଏଞ୍ଜା’କୁ...

ଶିଶୁକନ୍ୟା କାହାର, ଥାନାରେ ପହଞ୍ଚିଲେ ଦୁଇ ମା’…

ଅମୃତସର,୮।୮: ଜନ୍ମ ଦେଇଥିବା ମା’ ବଡ଼ ନା ପାଳନ କରିଥିବା ମା’ ବଡ଼। ଏହାର ସମାଧାନ ପାଇଁ ଏବଂ ଶିଶୁକନ୍ୟାଙ୍କୁ ନିଜର କରିବା ଲାଗି ଦୁଇ...

ଲାଇଭ୍‌ ଟିଭିରେ ଭାଷଣ ଭୁଲିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ଲୋକେ କହିଲେ…

ଇସଲାମାବାଦ,୫।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ଲାଇଭ୍‌ ଟିଭିରେ କହୁ କହୁ ନିଜର ଲାଇନ୍‌ ଭୁଲିଗଲେ। କହିବା ଶେଷ ହେବା ପରେ ଲୋକେ ଏହି ଭିଡିଓକୁ...

ହେଡ୍‌ଷ୍ଟାଣ୍ଡ କରି ବାଇକ ଚାଳନା; ଘଣ୍ଟା ପ୍ରତି ୧୨୨.୫୯ କି.ମି. ବେଗରେ…

ବାଇକ୍‌ ଚଳାଇଲାବେଳେ ମୁଣ୍ଡରେ ହେଲ୍‌ମେଟ୍‌ ଲଗାଇବା ସହ ସତର୍କତା ଅବଲମ୍ବନ କରି ଚଳାଇବାକୁ ହୁଏ। କାରଣ ଟିକେ ଏପଟ ସେପଟ ହେଲେ ଦୁର୍ଘଟଣା ହେବାର ଆଶଙ୍କା...

Advertisement
Archives

Model This Week