Posted inଜାତୀୟ

୧୩ରୁ ସାବରିମାଲା ମାମଲାର ଶୁଣାଣି

ନୂଆଦିଲ୍ଲୀ,୭ା୧(ପି.ଟି.): କେରଳର ସାବରିମାଲା ମନ୍ଦିରରେ ସବୁ ବୟସ ବର୍ଗର ମହିଳାଙ୍କୁ ପ୍ରବେଶ ଅନୁମତି ପ୍ରଦାନ ସମ୍ପର୍କିତ ମାମଲାର ଶୁଣାଣି ୧୩ରୁ ଆରମ୍ଭ ହେଉଛି। ସୁପ୍ରିମକୋର୍ଟର ୯ ଜଣିଆ ପୀଠ ଏହି ମାମଲାର ଶୁଣାଣି କରିବେ। ଏନେଇ ସର୍ବୋଚ୍ଚ ଅଦାଲତଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।
ସାବରିମାଲାସ୍ଥିତ ଆୟାପ୍ପା ମନ୍ଦିରରେ ସବୁ ବୟସ ବର୍ଗର ମହିଳାଙ୍କ ପ୍ରବେଶକୁ ଅନୁମତି ଦେବା ଲାଗି ୨୦୧୮ରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ। ତେବେ ଏହାକୁ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ଲୋକେ ବିରୋଧ କରିବାରୁ ୧୦ରୁ ୫୦ ବର୍ଷ ବୟସର ମହିଳାମାନେ ସେଠାରେ ପ୍ରବେଶ କରିପାରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖାଲକୁ ଖସିଲା ସ୍କୁଲ ବସ୍‌ ଡ୍ରାଇଭର ସମେତ ୩ ମୃତ

ଶିମଲା,୧।୭: ଶିମଲାର ଝଞ୍ଜିଡିରେ ସୋମବାର ଏକ ସ୍କୁଲ ବସ ଖାଲକୁ ଖସି ପଡିବା ଫଳରେ ଡ୍ରାଇଭର ଓ ୨ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।...

ଅରୁଣ ଜେଟଲୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ନୀତୀଶ

ପାଟନା,୨୮।୧୨: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କର ଏକ ପ୍ରତିମୂର୍ତ୍ତିକୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଶନିବାର ପାଟନାଠାରେ ଉନ୍ମୋଚନ କରିଛନ୍ତି। ଜେଟଲୀଙ୍କ ଜନ୍ମଦିନ ଅବସରରେ ଏହି...

ପିଏମ୍‌ସି ବ୍ୟାଙ୍କ୍‌ ଠକେଇ ମାମଲା: ମହାରାଷ୍ଟ୍ରର ୬ଟି ସ୍ଥାନରେ ଇଡି ଚଢାଉ

ମୁମ୍ବାଇ,୪।୧୦: ପଞ୍ଜାବ ଏବଂ ମହାରାଷ୍ଟ କୋଅପରେଟିଭ୍‌ ବ୍ୟାଙ୍କ୍‌ ଠକେଇ ମାମଲାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ମୁମ୍ବାଇର ୬ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ମାମଲାରେ...

ଲତାଙ୍କ ଦେହାନ୍ତ ଗୁଜବ

ନୂଆଦିଲ୍ଲୀ,୧୯ା୧୧: ଭାରତରତ୍ନ ଲତା ମଙ୍ଗେସ୍‌କରଙ୍କ ଦେହାନ୍ତ ହୋଇଥିବା ନେଇ ଗୁଜବ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ହେଲେ ଲତା ସମ୍ପୂର୍ଣ୍ଣ ସୁସ୍ଥ ଥିବା ପରିବାର...

୨୦୨୦: ସରିନାହିଁ ଆନ୍ଦୋଳନ, ରାଜନୀତି

ପୁରୁଣା ବର୍ଷ ୨୦୧୯ ଧରାପୃଷ୍ଠରୁ ବିଦାୟ ନେଇସାରିଛି ଆଉ ପୃଥିବୀରେ ପାଦ ଦେଇଛି ନୂଆବର୍ଷ ୨୦୨୦। ନୂତନବର୍ଷ ସାଙ୍ଗରେ ନେଇ ଆସିଛି ୩୬୬ର (ଅଧିବର୍ଷ) ସମ୍ଭାବନାମୟ...

୧୯୮୪ ଶିଖ୍‌ଦଙ୍ଗାକୁ ରୋକାଯାଇ ପାରିଥାନ୍ତା: ମନମୋହନ

ନୂଆଦିଲ୍ଲୀ, ୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ୧୯୮୪ରେ ହୋଇଥିବା ଶିଖ୍‌ ଦଙ୍ଗାକୁ ରୋକାଯାଇ ପାରିଥାନ୍ତା। ଏନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ...

ରୋଡ୍‌ ରୋମିଓଙ୍କୁ ପେଟେଣ୍ଟ ମେଡିସିନ: ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା କନଷ୍ଟେବଳ

କାନପୁର,୧୦।୧୨: ମହଙ୍ଗା ପଡ଼ିଲା ଛାତ୍ରୀଙ୍କୁ ଦୁର୍ବ୍ୟବହାର। ରୋଡ୍‌ ରୋମିଓଙ୍କୁ ଉଚିତ ଶିକ୍ଷା ଦେଲେ ଆଣ୍ଟି ରୋମିଓ ସ୍କ୍ବାଡ୍‌। ୩୩ ସେକେଣ୍ଡରେ ୨୬ଥର ଜୋତାରେ ପିଟିଲେ ମହିଳା...

ଉପବାଚସ୍ପତି ପଦବୀ ଉପରେ ଶିବସେନାର ନଜର

ନୂଆଦିଲ୍ଲୀ,୬।୬: ଲୋକସଭାର ବାଚସ୍ପତି ଏବଂ ଉପବାଚସ୍ପତି ପଦବୀ କାହାକୁ ମିଳିବ ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଶିବସେନା ଉପବାଚସ୍ପତି ପଦବୀ ପାଇଁ ଦାବି...

Coronavirus Update

Archives

Model This Week

Why Dharitri