Posted inଜାତୀୟ

ହୋଶଙ୍ଗାବାଦ୍‌ରେ ରହିଛି ଗୁରୁ ନାନକଙ୍କ ହାତଲେଖା ଗୁରୁ ଗ୍ରନ୍ଥ ସାହିବ

ହୋଶଙ୍ଗାବାଦ୍‌,୧୨।୧୧: ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ମଧ୍ୟପ୍ରଦେଶର ହୋଶଙ୍ଗାବାଦ୍‌ଠାରେ ଥିବା ଗୁରୁ ସିଂ ସଭା ଗୁରୁଦ୍ୱାରାରେ ମହା ସମାରୋହରେ ପାଳିତ ହେଉଛି। ନର୍ମଦା ନଦୀ କୂଳରେ ଥିବା ଏହି ଗୁରୁଦ୍ୱାରାରେ ଗୁରୁ ନାନକଙ୍କ ହାତଲେଖା ଗୁରୁ ଗ୍ରନ୍ଥ ସାହିବ ରହିଛି। ଏଥିରେ ମୋଟ ୧୪୩୦ ପୃଷ୍ଠା ରହିଛି। ୩୫୦ ବର୍ଷ ତଳେ ଗୁରୁ ନାନକ ଏଠାରେ ଥିବା ମଙ୍ଗଳବାରା ଘାଟ ନିକଟସ୍ଥ ରାଜା ହୁଶଙ୍ଗଶାହ ଉଦ୍ୟାନରେ ବହୁ ଦିନ ବିତାଇଥିଲେ। ୧୭୧୮ରେ ଏହି ଗୁରୁ ଗ୍ରନ୍ଥ ସାହିବ ଲେଖିଥିଲେ। ଏହାର ଶେଷ ପୃଷ୍ଠାକୁ ସୁନାରୁ ପ୍ରସ୍ତୁତ କାଳିରେ ଲେଖା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସଂସଦୀୟ ଦଳ ବୈଠକ: ସଦସ୍ୟଙ୍କ ଉପସ୍ଥାନ ଏବଂ ଭାଷା ସଞ୍ଜମତା ଉପରେ ଗୁରୁତ୍ୱ

ନୂଆଦିଲ୍ଲୀ,୩।୧୨: ଭାଜପା ସଂସଦୀୟ ଦଳ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଭାଜପା ସଦସ୍ୟଙ୍କ ଉପସ୍ଥାପନ ନେଇ...

ମତଦାନ ପରେ ସ୍କୁଟିରେ ବୁହା ହେଲା ଇଭିଏମ୍‌: ନିର୍ବାଚନ ଆୟୋଗଙ୍କୁ ସ୍ପଷ୍ଟିକରଣ ମାଗିଲେ ରାଜନୈତିକ ଦଳ

ଚେନ୍ନାଇ,୭।୪: ତାମିଲନାଡୁରେ ୨୩୪ଟି ବିଧାନସଭା ଆସନ ପାଇଁ ମଙ୍ଗଳବାର ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ମତଦାନ ପରେ ସ୍କୁଟିରେ ଇଭିଏମ୍‌ ବୁହା ହେବା ଘଟଣା ସାମ୍ନାକୁ ଆସିଛି।...

୧୦୫ ବର୍ଷରେ କରୋନାକୁ ଜିତିଲେ

କୋଲ୍ଲାମ୍‌: ସମଗ୍ର ଦେଶରେ କରୋନା ସଂକ୍ରମିତ ଏବଂ ଏହା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ଏଭଳି ସମୟରେ କେରଳର ଜଣେ ୧୦୫ ବର୍ଷୀୟା ମହିଳା କରୋନାକୁ...

ଜମି ବିବାଦକୁ ନେଇ ରକ୍ତ ସଂଘର୍ଷ: ୯ ମୃତ, ୨୫ ଆହତ

ଲକ୍ଷ୍ନୌ, ୧୭।୭: ଉତ୍ତର ପ୍ରଦେଶର ସୋନଭଦ୍ରରେ ବୁଧବାର ଏକ ଜମି ବିବାଦକୁ ଏକ ବିରାଟ ସଂଘର୍ଷ ଉପୁଜିଛି। ଉଭୟ ପକ୍ଷରୁ ହୋଇଥିବା ଗୁଳିବର୍ଷଣରେ ୯ ଜଣଙ୍କ...

ସ୍ବାମୀକୁ ଛାଡପତ୍ର ଦେବେ ଆଇଏଏସ୍‌ ଟିନା ଡାବି

ଜୟପୁର,୨୦।୧୧-୨୦୧୫ କେନ୍ଦ୍ରୀୟ ଲୋକ ସେବା ଆୟୋଗ(ୟୁପିଏସସି)ରେ ଟପ୍ପର ହୋଇଥିବା ଟିନା ଡାବି ତାଙ୍କ ସ୍ବାମୀ ଅଥର ଅମିର ଖାନଙ୍କଠୁ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଜୟପୁରର...

୬ ଘଣ୍ଟା ମଧ୍ୟରେ ବାଂଲାଦେଶ ମୁହାଁ ହେବ ‘ବୁଲ୍‌ବୁଲ୍‌’: ସାଗର ଦ୍ୱୀପ ଏବଂ ଖେପୁପାରା ମଧ୍ୟରେ ଲ୍ୟାଣ୍ଡ୍‌ଫଲ୍‌ କରିବା ସମ୍ଭାବନା

ନୂଆଦିଲ୍ଲୀ,୯।୧୧: ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଆସନ୍ତା ୬ ଘଣ୍ଟା ପରେ ପଶ୍ଚିମବଙ୍ଗ ପାର ହୋଇ ବାଂଲାଦେଶ ମୁହାଁ ହେବ। ଏହା...

ରାତ୍ରୀକାଳୀନ କର୍ଫ୍ୟୁ ସମୟରେ କାହାକୁ ମିଳିବ ଇ-ପାସ୍‌

ନୂଆଦିଲ୍ଲୀ,୬।୪: ରାଜଧାନୀ ଦିଲ୍ଲୀରେ ବର୍ଦ୍ଧିତ କରୋନା ମାମଲାକୁ ଦେଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ମଙ୍ଗଳବାରଠୁଁ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ...

୫୨ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୭ା୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୨, ୩୪୦ରେ ପହଞ୍ଚିଛି। ପ୍ରାଣ ହରାଇଲେଣି ୧,୭୬୮ ଲୋକ। ବିଭିନ୍ନ ରାଜ୍ୟରେ ସଂକ୍ରମଣ ସ୍ଥିତି କ୍ରମଶଃ ଜଟିଳ...

Advertisement

BGU

Archives

Model This Week

Why Dharitri