ହିତାଧିକାରୀଙ୍କୁ ମିଳିଲା ୪ ମାସର ଭତ୍ତା

ଭଞ୍ଜନଗର,୨୭।୩(ଡି.ଏନ.ଏ)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଲୋକେ ଘରୁ ନ ବାହାରିବାକୁ କୁହାଯାଇଛି। ଲୋକଙ୍କ ପାଖରେ ରାଶନ, ପନିପରିବା, ଫଳ, କ୍ଷୀର, ଔଷଧ ଏବଂ ଭତ୍ତା ଯେଭଳି ପହଞ୍ଚିପାରିବ ସେ ନେଇ ଭଞ୍ଜନଗର ଏନଏସି ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଏନଏସି କର୍ମଚାରୀ ଶୁକ୍ରବାର ହିତାଧିକାରୀଙ୍କ ଘରକୁ ଯାଇ ୪ ମାସର ଅଗ୍ରୀମ ଭତ୍ତା ପ୍ରଦାନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏଥିସହ ଆହାର କେନ୍ଦ୍ରରୁ ଖାଦ୍ୟ ନେଇ ବିଭିନ୍ନ ସ୍ଥାନରେ ରହୁଥିବା ଗରିବ, ଭିକାରୀଙ୍କୁ ବଣ୍ଟନ କରୁଛନ୍ତି। ସେହିପରି ଏନଏସି କର୍ମଚାରୀ ବିଭିନ୍ନ ରାଶନ ଦୋକାନରେ ଚଢ଼ାଉ କରି ପଲିଥିନ ଓ ଗୁଟଖା ପ୍ୟାକେଟ ଜବତ କରିଛନ୍ତି । ଏ ବାବଦରେ ୨ ହଜାର ଟଙ୍କା ଜରିମାନା ପକାଯାଇଛି । ଲକ୍‌ଡାଉନ ନିୟମକୁ ଉଲ୍ଲଂଘନ କରିବା ଅଭିଯୋଗରେ ଏକାଧିକ ଲୋକଙ୍କୁ ଗିରଫ କରାଯାଇ ପରେ ବ୍ୟକ୍ତିଗତ ମୁଚାଲିକାରେ ପୋଲିସ ଛାଡ଼ିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଦୁର୍ଗାପୂଜା: ଏଥର ବାଜିବନି ଡିଜେ କି ଫୁଟିବନି ଆତସବାଜି

ଜଗତ୍‌ସିଂହପୁର ଅଫିସ୍‌, ୮ା୯: ଅକ୍ଟୋବର ୨ରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା। ଜଗତ୍‌ସିଂହପୁର ପୌରାଞ୍ଚଳରେ ଏହି ଉତ୍ସବ ଧୁମ୍‌ଧାମ୍‌ରେ ପାଳନ ହେବ। ତେଣୁ ଆଗାମୀ ଦଶହରା...

ଟେଣ୍ଡରରେ ଅନୁକମ୍ପା ନେଇ ପ୍ରତିବାଦ

ନୟାଗଡ଼ ଅଫିସ,୩୧।୧: ପୂର୍ତ୍ତ ବିଭାଗ ପକ୍ଷରୁ କରାଯାଉଥିବା ଟେଣ୍ଡରରେ କିଛି ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଅନୁକମ୍ପା ପ୍ରଦର୍ଶନ କରାଯାଉଥିବା ପ୍ରତିବାଦରେ ଠିକାଦାରମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏପରି...

୨ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା, ଜଗନ୍ନାଥପ୍ରସାଦ ଶଟ୍‌ଡାଉନ୍‌

ଜଗନ୍ନାଥପ୍ରସାଦ,୨୫ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ କାର୍ଯ୍ୟରତ ୨ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଶନିବାର ରାତିରେ ରିପୋର୍ଟ...

ବଜ୍ରପାତରେ ମହିଳା ମୃତ

ଆନନ୍ଦପୁର,୩। ୬(ସ୍ବ.ପ୍ର.)- ଘସିପୁରା ଥାନା ଧକୋଠା ନାହାଗୁଣା ଗ୍ରାମରେ ବଜ୍ରପାତ ଘଟି ସରସ୍ବତୀ ପାତ୍ର ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି। ମହିଳା ଜଣଙ୍କ ନିଜ...

ଆବାସ ଦୁର୍ନୀତିକୁ ଆଖିପାଉନି

ଢେଙ୍କାନାଳ ଅଫିସ, ୧୯।୮: ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, କେହି ବାସହୀନ ହୋଇ ରହିବେ ନାହିଁ। ସବୁ ପରିବାରକୁ ମିଳିବ ମୁଣ୍ଡ ଉପରେ ଛାତ। ବସ୍ତିମୁକ୍ତ ହେବ...

ମହିଳା ଗୋଷ୍ଠୀଙ୍କ ପରିବା ଚାଷ :କ୍ଷେତ ପରିଦର୍ଶନ କଲେ ଜିଲାପାଳ

ଖୁଣ୍ଟା,୨୩ା୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବଡ଼ପଥରା ପଞ୍ଚାୟତ ଚାପଲଡ଼ିହି ଗ୍ରାମରେ ମହିଳା ଗୋଷ୍ଠୀ ଚାଷ କରି ବେଶ ଲାଭବାନ ହୋଇ ପାରିଛନ୍ତି। ଗୁରୁବାର...

ପ୍ରଥମ ଶ୍ରେଣୀରୁ ପାସ୍‌ ଫେଲ ପୁନଃପ୍ରଚଳନ ଦାବି ଡିଇଓ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଯାଜପୁର ଟାଉନ,୨୪ା୬(ଡି.ଏନ.ଏ.)- ଚଳିତ ଶିକ୍ଷାବର୍ଷରେ ପ୍ରଥମ ଶ୍ରେଣୀରୁ ପାସ୍‌ ଫେଲ ବ୍ୟବସ୍ଥା ପୁନଃପ୍ରଚଳନ କରିବା ଓ ଶିକ୍ଷାକ୍ଷେତ୍ରରେ ଥିବା ବହୁବିଧ ସମସ୍ୟା ଦୂର କରିବା ଦାବିରେ...

ନିଖୋଜ ପିଅନଙ୍କ ମୃତଦେହ ମିଳିଲା କୂଅରୁ

  କେନ୍ଦୁଝର,୪ା୧୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ପଣ୍ଡାପଡ଼ା ଥାନା ପୋଲିସ ଶନିବାର ବଡ଼କମଣ୍ଡରା ଗ୍ରାମର ଏକ କୂଅରୁ ନିରଞ୍ଜନ ନାୟକ ବ୍ୟକ୍ତିଙ୍କ ମୃତଦେହ ଜବତ କରିଛି।...

Advertisement
Archives

Model This Week