Posted inଖେଳ

ହାତ ମିଳାଇବାକୁ ମନା କଲେ ସ୍ନୁକର ଷ୍ଟାର ଓସୁଲିଭାନ

ଲଣ୍ଡନ,୧୩।୧୨(ଏଏଫ୍‌ପି)- ସ୍ନୁକର କିମ୍ବଦନ୍ତୀ ରୋନି ଓସୁଲିଭାନ ନିଜ ଜାଜ୍ୱଲ୍ୟମୟ କ୍ୟାରିୟରରେ ଏକ ନୂଆ ଅଧ୍ୟାୟ ଆରମ୍ଭ କରିଛନ୍ତି। ସ୍କଟିଶ ଓପନ ଟୁର୍ନାମେଣ୍ଟରେ ଏକ ମ୍ୟାଚ୍‌ ପୂର୍ବରୁ ସେ ପ୍ରତିଦ୍ୱନ୍ଦ୍ୱୀ ଖେଳାଳି ଓ ରେଫରିଙ୍କ ସହ ହାତ ମିଳାଇବାକୁ ମନା କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ପାରମ୍ପରିକ ଭାବେ ପ୍ରତ୍ୟେକ କ୍ରୀଡ଼ାରେ ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ ଖେଳାଳିମାନେ ପରସ୍ପର ଓ ମ୍ୟାଚ୍‌ ଅଫିସିଆଲଙ୍କ ସହ ହାତ ମିଳାନ୍ତି। କିନ୍ତୁ ୫ ଥର ବିଶ୍ୱ ଚାମ୍ପିୟନ ଅତ୍ୟଧିକ ସ୍ବାସ୍ଥ୍ୟ ସଚେତନତା କାରଣରୁ ଏପରି କରିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ମୁଁ କୀଟାଣୁ ପ୍ରତି ଅଧିକ ସତର୍କ ରୁହେ। ଏପରି କି କଦାପି କବାଟର ହ୍ୟାଣ୍ଡଲ ଧରେ ନାହିଁ। ଡୋର ହ୍ୟାଣ୍ଡେଲରେ ଟିସୁ ପେପର ବ୍ୟବହାର କରେ ବୋଲି ଜେମ୍ସ କାହିଲଙ୍କୁ ୪-୦ରେ ହରାଇବା ପରେ ଓସୁଲିଭାନ କହିଛନ୍ତି। ଗତବର୍ଷ ବିଶ୍ୱ ଚାମ୍ପିୟନଶିପରେ ଓସୁଲିଭାନଙ୍କୁ ପରାସ୍ତ କରି କାହିଲ ସଭିଙ୍କୁ ଚକିତ କରି ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶ କ୍ରିକେଟରମାନଙ୍କ ଟ୍ରେନିଂ ଆରମ୍ଭ

ଢାକା, ୨୦ା୭ (ପି.ଟି.)- ରବିବାର ୯ଜଣ ବାଂଲାଦେଶ କ୍ରିକେଟର ଟ୍ରେନିଂକୁ ଫେରିଛନ୍ତି। କୋଭିଡ୍‌-୧୯ ସୁରକ୍ଷା ପ୍ରୋଟୋକଲ ଅନୁସାରେ କେବଳ ଜଣେ ମାତ୍ର ଖେଳାଳିଙ୍କୁ ଷ୍ଟାଡିୟମ ଭିତରେ...

ଅମିତ୍‌ଙ୍କ ପରେ ଆଇପିଏଲ୍‌ରୁ ବାହାରିଲେ ଆଉ ଜଣେ ଭାରତୀୟ ଷ୍ଟାର୍‌ ଖେଳାଳି

ଦୁବାଇ, ୫।୧୦: ଦିଲ୍ଲୀ କ୍ୟାପିଟାଲ୍ସ ପରେ ଏବେ ଆଇପିଏଲ୍‌ର ଆଉ ଏକ ଦଳ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପାଇଁ ଖରାପ ଖବର। ହାଇଦ୍ରାବାଦ୍‌ ଦଳର ସବୁଠାରୁ ଅଭିଜ୍ଞ...

ଏହି କ୍ରିକେଟର ଝିଅ କୃଷ୍ଣଙ୍କ ଭଜନ ଗାଇ ଚର୍ଚ୍ଚାରେ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଝିଅ ଜିଭାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ମାଲାୟଲମ...

୭ ନଂ ଜର୍ସି ପିନ୍ଧିବାର କାରଣ କହିଲେ ଧୋନୀ

ଚେନ୍ନାଇ,୧୮।୩: ପୂରା କ୍ୟାରିୟର ୭ ନଂ ଜର୍ସି ପିନ୍ଧି ଖେଳିଥିବା ସିଏସ୍‌କେ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଶୁକ୍ରବାର ସ୍ବତନ୍ତ୍ର ନମ୍ବର ପଛର କାରଣ ପ୍ରକାଶ...

ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ: ଟିକେଟ ବିକ୍ରି ଅର୍ଥ ଓଡ଼ିଶା ସରକାରଙ୍କୁ ଦିଆଯିବ

ଭୁବନେଶ୍ୱର,୩୧।୫(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଆୟୋଜନ ହେବାକୁଥିବା ଏଫ୍‌ଆଇଏଚ୍‌ ପୁରୁଷ ସିରିଜ ଫାଇନାଲ୍ସର ଟିକେଟ ବିକ୍ରିରୁ ଉପାର୍ଜିତ ହେବାକୁଥିବା ଅର୍ଥ ଓଡ଼ିଶା ସରକାରଙ୍କୁ ପ୍ରଦାନ କରାଯିବ ବୋଲି...

୯୭ ରନ୍‌ର ପାଳି ଖେଳିବା ପୂର୍ବରୁ ୨ ଇଞ୍ଜେକ୍ସନ ନେଇଥିଲେ ଏହି ଭାରତୀୟ କ୍ରିକେଟର, କହିଲେ ଏଭଳି..

ନୂଆଦିଲ୍ଲୀ,୨୪।୧: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରେ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ ଯୁବ ଉଇକେଟକିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ। ଗାବା ଟେଷ୍ଟରେ ପନ୍ତ ୮୯...

ଆଇସିସି ବୋର୍ଡ ବୈଠକରେ ଯୋଗଦେବେ ଜୟ ଶାହା

ନୂଆଦିଲ୍ଲୀ, ୧୧ା୧ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ମୃଦୁ ହୃଦ୍‌ଘାତ ପରେ ଡାକ୍ତରଖାନାରୁ ସୁସ୍ଥ ହୋଇ ଫେରିଛନ୍ତି। ଫଳରେ...

ପିଭି ସିନ୍ଧୁଙ୍କୁ ବିବାହ କରିବାକୁ ଚାହୁଁଥିଲେ ଏହି ୭୦ ବର୍ଷୀୟ ବୃଦ୍ଧ, ଦେଇଥିଲେ ଏଭଳି ଧମକ

ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ପିଭି ସିନ୍ଧୁଙ୍କ ଜୁଲାଇ ୫ ଅର୍ଥାତ ଆଜି ଜନ୍ମଦିନ। ସେ ବ୍ୟାଡ୍‌ମିଣ୍ଟନରେ ଓ୍ବାଲ୍ଡ ଚାମ୍ପିୟନଶିପ୍‌ ଜିତିଥିବା ଏକମାତ୍ର ଭାରତୀୟ ଖୋଳାଳି। ସାଇନା...

Advertisement
Archives

Model This Week