ହାଇକୋର୍ଟର ଦ୍ୱାରସ୍ଥ ହେଲେ ମୁଶରଫ

ଇସ୍‌ଲାମାବାଦ,୨୭।୧୨: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ତଥା ସେନା ଶାସକ ପରଭେଜ ମୁଶରଫ ଏବେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଦେଶଦ୍ରୋହ ମାମଲାରେ ତାଙ୍କୁ ଏକ ସ୍ପେଶାଲ କୋର୍ଟ ଡିସେମ୍ବର ୧୭ରେ ଦୋଷୀ କହିବା ସହ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ।  ଏହାକୁ ଚ୍ୟାଲେଞ୍ଚ କରି ମୁଶରଫ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟ ଏହି ମାମଲାର ଶୁଣାଣି ଆସନ୍ତା ବର୍ଷ ଜାନୁୟାରୀ ୯ରେ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ମୁଶରଫ ୨୦୧୬ରୁ ଦୁବାଇରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ବିମାନ ଦୁର୍ଘଟଣା: ୭ ଯବାନ ମୃତ

ଆବୁଜା,୨୧।୨: ନାଇଜେରିଆର ରାଜଧାନୀ ଆବୁଜା ନିକଟରେ ରବିବାର ଏକ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୭ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବାୟୁସେନା ମୁଖପାତ୍ର...

ବିଶ୍ୱର ସବୁଠୁ ମହଙ୍ଗା କାଠ: ଏହାର ୧ କିଲୋ ମୂଲ୍ୟରେ କିଣି ହେବ ଦାମୀ କାର

ବିଶ୍ୱରେ ଏପରି କିଛି କାଠ ଅଛି ଯାହାର ମୂଲ୍ୟ ଶୁଣିଲେ ବିଶ୍ୱାସ ହେବ ନାହିଁ। ସାଧାରଣତଃ ଚନ୍ଦନ କାଠକୁ ଅଧିକ ମହଙ୍ଗା ବୋଲି ବିବେଚନା କରାଯାଏ।...

ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବା ସମ୍ଭାବନା !

ଲଣ୍ଡନ,୮।୬: ସୌରମଣ୍ଡଳ ବାହାରେ ଥିବା ଚନ୍ଦ୍ରମାରେ ଏଲିଏନ୍‌ ରହିଥିବାର ସମ୍ଭାବନା ରହିଛି। ଏନେଇ ମହାକାଶ ବିଜ୍ଞାନୀ ଯୁକ୍ତି ବାଢ଼ିଛନ୍ତି। ଏସବୁ ଚନ୍ଦ୍ରମାରେ ଥିବା ତରଳ ଜଳ...

କରୋନା ମହାମାରୀ ନେଇ ବିଲ୍‌ ଗେଟସ୍‌ଙ୍କ ଚେତାବନୀ: ଆସନ୍ତା ୬ ମାସରେ ସ୍ଥିତି ହୋଇପାରେ ଅଧିକ ସଙ୍କଟ ଜନକ

ଓ୍ବାଶିଂଟନ,୧୪।୧୨: କରୋନା ମହାମାରୀ ନେଇ ମାଇକ୍ରୋସଫ୍ଟ ସହ ସଂସ୍ଥାପକ ବିଲ୍‌ ଗେଟସ୍‌ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ, ଆସନ୍ତା ୪ରୁ ୬ ମାସ ସମୟ...

ଇମ୍ରାନଙ୍କ ନୂଆ ପାକିସ୍ତାନ: ଅଣ୍ଡା ୩୦, ଚିନି ୧୦୪, ଅଦା କିଲୋ ୧୦୦୦ ଟଙ୍କା

ଇସଲମାବାଦ,୨୩।୧୨: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଶାସନରେ ପଡୋଶୀ ପାକିସ୍ତାନ ଦେବାଳିଆ ହୋଇପଡିଛି। ‘ନୂଆ ପାକିସ୍ତାନ’ ନିର୍ମାଣ କରିବାର ସ୍ବପ୍ନ ଦେଖିବା ଇମ୍ରାନଙ୍କ ଶାସନରେ ମହଙ୍ଗା ମାଡ...

ଏଲୋନ୍‌ ମୁସ୍କ୍‌ଙ୍କ ବିବାଦୀୟ ଟୁଇଟ୍‌: ଟେସଲାର ୧୫ ଶହ କୋଟି ଡଲାର କ୍ଷତି

ନ୍ୟୁୟର୍କ,୨।୫: ଟେସଲା ଇଲେକ୍ଟ୍ରିକ୍‌ କାର୍‌ କମ୍ପାନୀ ପ୍ରାୟ ୧୫ ଶହ କୋଟି ଡଲାରର କ୍ଷତି ସହିଛି। ଏହାର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିବାହୀ ଏଲୋନ୍‌ ମୁସ୍କ୍‌ଙ୍କର...

ତବଲିଗ୍‌ ଜମାତ୍‌ ଯୋଗୁ ଏସିଆରେ ବ୍ୟାପିଲା କରୋନା: ପାକିସ୍ତାନ-ମାଲେସିଆ ପରେ ଏବେ ଭାରତରେ ସୃଷ୍ଟି କଲା ସଙ୍କଟ

ନୂଆଦିଲ୍ଲୀ/ଇସଲାମାବାଦ୍‌,୩୧।୩: ସାରା ପୃଥିବୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ ଯୋଗୁ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି।...

ବିବାହ ବିଚ୍ଛେଦ ପାଇଁ ସରଳ କରାଯାଉ ଆଇନ

ଡବଲିନ,୨୭।୫: ଆୟରଲାଣ୍ଡରେ ବିବାହ ବିଚ୍ଛେଦ ଆଇନକୁ ସରଳୀକରଣ କରିବା ପାଇଁ ୮୨ ପ୍ରତିଶତ ଲୋକ ଦାବି କରିଛନ୍ତି। ଏଥିପାଇଁ ସ୍ଥାନୀୟ ଲୋକେ ରାସ୍ତାକୁ ଓହ୍ଲାଇଥିବା ଜଣାପଡ଼ିଛି।...

Advertisement


Archives

Model This Week