ହରିୟାଣାରେ ସରକାର ଗଠନ ଲାଗି ଶନିବାର ରାଜ୍ୟପାଳଙ୍କୁ ଭେଟିବ ଭାଜପା

ଚଣ୍ଡିଗଡ଼,୨୫।୧୦: ହରିୟାଣାରେ ଭାଜପା ସରକାର ଗଠନ କରିବା ଲାଗି ଶନିବାର ରାଜ୍ୟପାଳଙ୍କୁ ଭେଟିବ ବୋଲି ସୂଚନା ମିଳିଛି। ହରିୟାଣାରେ ଥିବା ଭାଜପା ପ୍ରଭାରୀ ଅନିଲ ଜୈନ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଶନିବାର ସକାଳ ୧୧ଟାରେ ଚଣ୍ଡିଗଡରେ ବିଧାୟକ ଦଳର ବୈଠକ ବସିବ। ଏଥିରେ ସମିକ୍ଷକ ଭାବେ ଯୋଗଦେବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ମହାସଚିବ ଅରୁଣ ସିଂ। ଶନିବାର ପ୍ରଥମେ ବିଧାୟକ ଦଳତ ନେତା ନିର୍ବାଚନ କରାଯିବ। ଏହାପରେ ଭାଜପା ହରିୟାଣାରେ ସରକାର ଗଠନ କରିବା ଲାଗି ରାଜ୍ୟପାଳଙ୍କୁ ଭେଟିବ ବୋଲି ଅନିଲ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ହରିୟାଣା ବିଧାନସଭା ନିର୍ବାଚନରେ ଭାଜପାକୁ ସଂଖ୍ୟା ଗରିଷ୍ଠତା ମିଳି ନ ଥିବା ବେଳେ ସେ ଏବେ ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ସରକାର ଗଠନ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ

ଚେନ୍ନାଇ,୧୧ା୧୦: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ୪୫ ବର୍ଷୀୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବିମାନଟି ଜୟପୁରରୁ ଚେନ୍ନାଇ...

ଗର୍ଲଫ୍ରେଣ୍ଡକୁ ବୁଲାଇ ନେବ ସାଙ୍ଗ: କାର୍ ଚୋରି କରି ବନ୍ଧା ହେଲେ ତିନି କଲେଜ ଛାତ୍ର

ନୂଆଦିଲ୍ଲୀ,୧୧ା୧୦: ସାଙ୍ଗକୁ ସାହାଯ୍ୟ କରିବାକୁ ଯାଇ ବନ୍ଧା ହେଲେ ସାଙ୍ଗ। ପ୍ରେମିକାକୁ ନୂଆ ଗାଡ଼ିରେ ସାଙ୍ଗ ବୁଳାଇ ନେବ ବୋଲି କାର୍ ଚୋରି କରିବାରେ ସାହାଯ୍ୟ...

ନୋଏଲ ଦାୟିତ୍ୱ ଗ୍ରହଣ କରୁ କରୁ ଉଡିଲା ଟାଟାର ଶେୟାର, ସବୁହେଲା ଗ୍ରୀନ୍‌ ଗ୍ରୀନ୍‌

ମୁମ୍ବାଇ,୧୧।୧୦: ରତନ ଟାଟାଙ୍କ ଦେହାନ୍ତ ପରେ ନୋଏଲ ଟାଟା ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ ହୋଇଛନ୍ତି। ଏହି ଖବର ପରେ ଟାଟା ଗ୍ରୁପର...

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ପିତାଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେ ନାହିଁ ଝିଅ! ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା

ନୂଆଦିଲ୍ଲୀ,୧୧।୧୦: ସାଧାରଣତଃ କୁହାଯାଏ ଯେ ସେ ପୁଅ କିମ୍ବା ଝିଅ, ଉଭୟ ମାତାପିତାଙ୍କ ପାଇଁ ସମାନ । କିନ୍ତୁ ଅନେକ ଥର ଯେତେବେଳେ ସମ୍ପତ୍ତି ବିଷୟରେ...

ମିଲିଟ୍ରି କ୍ୟାମ୍ପରେ ବିସ୍ଫୋରଣ, ୨ ଅଗ୍ନିବୀରଙ୍କ ମୃତ୍ୟୁ

ନାସିକ,୧୧।୧୦: ନାଶିକ ମିଲିଟାରୀ ସେଣ୍ଟରରେ ନିୟମିତ ତାଲିମ ସମୟରେ ବିସ୍ଫୋରଣ ଯୋଗୁ ଦୁଇଜଣ ଅଗ୍ନିବୀରଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡିଛି। ଲାଇଭ ଫାୟାର ଆର୍ଟିଲରିଅଭ୍ୟାସ ସମୟରେଏହି...

ପାର୍ସି ଧର୍ମର ଥିଲେ, ହେଲେ ସବୁ ଧର୍ମର ପୂଜକଙ୍କ ଉପସ୍ଥିତିରେ କରାହେଲା ରତନ ଟାଟାଙ୍କ ଶେଷକୃତ୍ୟ; Video

ମୁମ୍ବାଇ,୧୧।୧୦: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ପରଲୋକ ଘଟିଛି। ଏହାକୁ ନେଇ ସାରା ଭାରତରେ ଶୋକର ଛାୟା ଖେଳିଯାଇଛି। ଦେଶବାସୀ...

ହେଲିକପ୍ଟର ଦୁର୍ଘଟଣାର ମାସକ ପରେ ମିଳିଲା ପାଇଲଟଙ୍କ ମୃତଦେହ

ଅହମଦାବାଦ,୧୧।୧୦: ଗତ ସେପ୍ଟେମ୍ବର ମାସରେ ଭାରତୀୟ ତଟରକ୍ଷୀ ବାହିନୀର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁଜୁରାଟ ଉପକୂଳରୁ ଆରବ ସାଗରରେ ଖସିପଡିବାର ଏକ ମାସ ପରେ...

ବ୍ୟାରିକେଟ୍‌ ଉପରେ ଚଢିଲେ ଅଖିଳେଶ: ଯୋଗୀ ସରକାରଙ୍କୁ ଭର୍ତ୍ସନା

ଲକ୍ଷ୍ନୌ,୧୧।୧୦: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଆଜି ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀ ପାଳିତ ହେଉଛି। ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି। ଜୟପ୍ରକାଶ ନାରାୟଣ ଇଣ୍ଟରନ୍ୟାସନାଲ ସେଣ୍ଟର(JPNIC) ଚାରିପଟେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri