ସ୍ବାସ୍ଥ୍ୟ ପାଇଁ ଭଲ ଉପବାସ

ଉପବାସ ରହିଲେ ଏହାର କେତେକ ସୁପ୍ରଭାବ ଶରୀର ଉପରେ ପଡ଼ିଥାଏ। ଏହାଦ୍ୱାରା ଟକ୍ସିନ୍‌ ନାମକ ବିଷାକ୍ତ ତତ୍ତ୍ୱ ଶରୀରରୁ ନିର୍ଗତ ହୋଇଥାଏ ବୋଲି ୟୁନିଭର୍ସିଟି ଅଫ୍‌ ମେଲବୋର୍ଣ୍ଣର ଖାଦ୍ୟବିଜ୍ଞାନୀମାନେ ଏକ ଗବେଷଣାରୁ ଜାଣିପାରିଛନ୍ତି। ସେମାନଙ୍କ ମତରେ, ଯଦି ଜଣେ ବ୍ୟକ୍ତି ମାସକୁ ଅନ୍ତତଃ ଥରେ ଉପବାସ ରହେ, ତେବେ ତା’ର ପାଚନ କ୍ରିୟା ପୂର୍ବାପେକ୍ଷା ସକ୍ରିୟ ରହିଥାଏ। ଫଳରେ ଶରୀରରୁ ଟକ୍ସିନ୍‌ ସହଜରେ ବାହାରିଯାଇଥାଏ। ପରୀକ୍ଷାସ୍ବରୂପ ନିୟମିତ ସମୟ ଅନ୍ତରାଳରେ ଉପବାସ ରହୁଥିବା କିଛି ବ୍ୟକ୍ତିଙ୍କ ପାଚନକ୍ରିୟା କିପରି କାର୍ଯ୍ୟ କରୁଛି ତାହାକୁ ନିରୀକ୍ଷଣ କରାଯାଇଥିଲା। କେବଳ ସେତିକି ନୁହେଁ, ସେମାନଙ୍କ ଶରୀରରେ ଟକ୍ସିନ୍‌ ପରିମାଣ ପୂର୍ବାପେକ୍ଷା ବେଶ୍‌ ସନ୍ତୁଳିତ ଥିଲା ବୋଲି ମଧ୍ୟ ଖାଦ୍ୟବିଜ୍ଞାନୀମାନେ ଜାଣିବାକୁ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ପିଆଜପାଣି

ବର୍ଷାଦିନେ ଭୂତାଣୁ ଓ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ବୃଦ୍ଧି ପାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିଯାଏ। ଥଣ୍ଡା, କାଶ ଓ ଜ୍ୱର ଯୋଗୁ...

ଅର୍ଶ ଭଲ କରେ ପିଜୁଳି

ପିଜୁଳିକୁ ହିନ୍ଦୀରେ ଅମୃଦ୍‌ ବୋଲି କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଦରଜ, ଗ୍ୟାସ, ଏସିଡିଟି...

ରୁହନ୍ତୁ ଟ୍ୟାନ୍‌ ଫ୍ରି

ଏଦିନେ ଅଧିକ ସମୟ ସୂର୍ଯ୍ୟକିରଣରେ ରହିବାକୁ ଅନେକଙ୍କୁ ଭଲ ଲାଗୁଥିବାରୁ ତ୍ୱଚାରେ ସନ୍‌ବର୍ନ ବା ଟ୍ୟାନିଂ ସମସ୍ୟା ଦେଖାଦିଏ। ଏହାକୁ ଦୂର କରିବା ଲାଗି ଅନେକେ...

ପ୍ରଥମ ଦେଖାରେ ପୁଅଙ୍କ ଏସବୁ ଗୁଣ ପ୍ରଭାବିତ କରେ ଝିଅଙ୍କୁ

ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ...

ମା’ ସରସ୍ବତୀଙ୍କ ପୂଜା ଦିନ କରନ୍ତୁ ନାହିଁ ଏଭଳି ଭୁଲ୍‌

ଆଜି ବସନ୍ତ ପଞ୍ଚମୀ, ଏହି ଦିନ ମା’ ସରସ୍ବତୀଙ୍କୁ ପୂଜା କରାଯାଏ। ତେବେ ସିଦ୍ଧିଧାତ୍ରୀ ମା’ ବୀଣାପାଣିଙ୍କୁ ପୂଜା ସମୟରେ କୌଣସି ଭୁଲ୍‌ କରିବା ଉଚିତ...

କିଡ୍‌ନୀ ସମସ୍ୟା ଦୂରକରେ ତେଜପତ୍ର

ରୋଷେଇରେ ବ୍ୟବହୃତ କିଛି ମସଲାରେ ରହିଥିବା ଔଷଧୀୟ ଗୁଣ ଶରୀରକୁ ସୁସ୍ଥ ରଖିବାରେ ବେଶ୍‌ ସହାୟକ ହୋଇଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ତେଜପତ୍ର। ଏଥିରେ ଆଣ୍ଟିଅକ୍ସିଡାଣ୍ଟ,...

ବର୍ଷାରେ ଗାଡ଼ି ଚଲାଉଥିଲେ …

ବର୍ଷାଦିନେ ଯେକୌଣସି ସମୟରେ, କେବେକେବେ ଦିନ ରାତି ଲଗାଣ ବର୍ଷା ହୋଇଥାଏ। ଏମିତିରେ ପାଠପଢ଼ା ଅବା ଚାକିରି ପାଇଁ ପ୍ରତିଦିନ ବାହାରକୁ ଯାଉଥିବା ଯୁବପିଢ଼ିଙ୍କୁ ବର୍ଷାରେ...

କାର୍ଯ୍ୟଦକ୍ଷତା ବଢ଼ାଇବାର ନୂଆ ଉପାୟ

କୌଣସି କାର୍ଯ୍ୟ ସୁଚାରୁ ରୂପେ ସମ୍ପାଦନ କରିବାକୁ ହେଲେ ସେହି ଅନୁସାରେ ନିଜକୁ ମାନସିକ ସ୍ତରରେ ପ୍ରସ୍ତୁତ କରିବା ସହ ଯୋଜନାବଦ୍ଧ ଭାବରେ ଆଗେଇବାକୁ ପଡ଼ିଥାଏ।...

Advertisement
Archives

Model This Week