ସ୍ବାସ୍ଥ୍ୟ ପାଇଁ ବରଦାନ ସେଓ: ନିୟମିତ କରନ୍ତୁ ସେବନ, ଏସବୁ ରୋଗରୁ ପାଇବେ ମୁକ୍ତି

ସୁସ୍ଥ ରହିବାକୁ ସମସ୍ତେ ଚାହାନ୍ତି। ମାତ୍ର ବର୍ତ୍ତମାନର ଜୀବନଶୈଳୀରେ ସେସବୁ ସମ୍ଭବ ହୋଇପାରୁନାହିଁ। କେଉଁଠି ନା କେଉଁଠି ଅବହେଳା କାରଣରୁ ଅଧିକାଂଶ ଲୋକ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାରେ ଆକ୍ରାନ୍ତ ହେଉଛନ୍ତି। ତେବେ ନିଜକୁ ସୁସ୍ଥ ରଖିବା ପାଇଁ ଚାହୁଁଥିଲେ ପ୍ରତିଦିନ ସକାଳେ ଏକ ସେଓ ନିଶ୍ଚିତ ଖାଆନ୍ତୁ। ଏଥିରେ ଫାଇବର ମାତ୍ରା ଅଧିକ ଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଏହାଛଡ଼ା ସେଓ ଅନେକ ରୋଗରୁ ରକ୍ଷା ମଧ୍ୟ କରିଥାଏ। ଜାଣନ୍ତୁ ସେ ସବୁ ସମ୍ପର୍କରେ…

ସେଓ ଖାଇବା ଫଳରେ କ୍ୟାନ୍‌ସର ଆଶଙ୍କା କମ୍‌ ହୋଇଥାଏ। ବିଶେଷକରି ଅଗ୍ନାଶୟ କ୍ୟାନ୍‌ସର ଆଶଙ୍କା ୨୩ ପ୍ରତିଶତ କମ୍‌ ହୋଇଥାଏ।

ଏହାକୁ ଖାଇବା ଫଳରେ ମାଂସପେଶୀଜନିତ ସମସ୍ୟା ହୋଇ ନ ଥାଏ। ଏଥିରେ ଥିବା ଫାଇବର ଆଣ୍ଠୁ ଗଣ୍ଠି ସମସ୍ୟାରୁ ମୁକ୍ତି ଦେଇଥାଏ।

ଏଥିରେ ଫେନୋଲିକ୍‌ ରହିଥାଏ। ଏହା ହୃଦ୍‌ଘାତ ଆଶଙ୍କାରୁ ମଧ୍ୟ ଦୂରେଇ ରଖିଥାଏ।

ଏହାକୁ ଖାଇବା ଫଳରେ ପାଚନତନ୍ତ୍ର ମଧ୍ୟ ଶକ୍ତ ହୋଇଥାଏ। ଫଳରେ ପେଟଜନିତ କୌଣସି ସମସ୍ୟା ଉପୁଜି ନ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦୁଇଟି କାମ କଲେ ରାଗିଯାଆନ୍ତି ଲକ୍ଷ୍ମୀ; ମାଡିଆସେ ଦାରିଦ୍ରତା…

ଆଜିକାଲି ସମୟରେ ପଇସା ବିନା କିଛି ବି କରିବା ସମ୍ଭବ ନୁହେଁ। କାହିଁକିନା ପ୍ରତ୍ୟେକ ଛୋଟ ବଡ଼ ଆବଶ୍ୟକତା ପୂରଣ ଲାଗି ଧନ ଲୋଡା। ହିନ୍ଦୁ...

କାଶ, କଫ ଭଲ କରେ ଗୋଲମରିଚ

ଭୋଜନରେ ଗୋଲମରିଚର ବ୍ୟବହାର ଯେ କେବଳ ସ୍ବାଦ ବଢ଼ାଇବା ପାଇଁ ହୁଏ ଭାବିବା ସମ୍ପୂର୍ଣ୍ଣ ଭୁଲ୍‌। ଅନେକ କ୍ଷେତ୍ରରେ ଏହାର ବ୍ୟବହାର ସ୍ବାସ୍ଥ୍ୟ ପାଇଁ ଲାଭଦାୟକ...

ମାନସିକତାକୁ ସକାରାତ୍ମକ କରେ ଭିଡିଓଗେମ୍‌

ଆଜିକାଲି ପିଲାମାନେ ଇଲେକ୍‌ଟ୍ରୋନିକ୍‌ ଗ୍ୟାଜେଟ୍‌ ପ୍ରତି କେତେ ଆକର୍ଷିତ ହେଉଛନ୍ତି ତାହା କହିବା ବାହୁଲ୍ୟ। କେତେଜଣ ପିଲା ଅଧିକାଂଶ ସମୟ ଭିଡିଓଗେମ୍‌ ଖେଳିବାରେ ବ୍ୟସ୍ତ ରହୁଛନ୍ତି।...

ଓଃ କି ଶାନ୍ତି…

ପଖାଳ। ଓଡ଼ିଶାର ଗାଥା ଗାଏ। ଘର ଘରର କଥା କୁହେ। ଓଡ଼ିଆଙ୍କ ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରିୟ ବ୍ୟଞ୍ଜନ ପଖାଳ କେବଳ ଏକ ଖାଦ୍ୟ ନୁହେଁ,...

ଏସବୁ ରୋଗ ଦୂର କରେ କିସ୍‌ମିସ୍‌

କିସ୍‌ମିସ୍‌ ଖାଇବାକୁ ଯେତିକି ସ୍ବାଦିଷ୍ଟ ସେତିକି ଉପକାରୀ ମଧ୍ୟ। ଏହାର ଖଟାମିଟା ସ୍ବାଦ ଖାଦ୍ୟକୁ ସ୍ବତନ୍ତ୍ର କରିଦିଏ। ବିଶେଷକରି ଏହାକୁ ଖିରିରେ ପକାଇଲେ ସ୍ବାଦ ବହୁଗୁଣ...

ରକ୍ତଚାପ ନିୟନ୍ତ୍ରଣରେ ରଖେ ଗ୍ରୀନ୍‌ କଫି

ଗ୍ରୀନ୍‌ କଫିରେ ମିନେରାଲ୍ସ ଏବଂ ଭିଟାମିନ୍‌ରେ ଭରପୂର୍‌ ମାତ୍ରାରେ ଥାଏ। ଏହା ଶରୀରରେ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ। ଏହାସହ ଓଜନ ନିୟନ୍ତ୍ରଣ କରିଥାଏ।...

ବ୍ରେଡ ରୋଲ୍‌

ଆବଶ୍ୟକ ସାମଗ୍ରୀ ଆଳୁ- ୫ଟି, ବ୍ରେଡ- ୧୨ଟି, କଞ୍ଚାଲଙ୍କା-୨ଟି, ଧନିଆପତ୍ର- ଅଳ୍ପ, ଧନିଆ ଗୁଣ୍ଡ- ୧ ଚାମଚ, ଆମଚୁର ପାଉଡର- ଅଧା ଛୋଟ ଚାମଚ, ଲଙ୍କାଗୁଣ୍ଡ-...

ଏସିଡିଟି ଦୂର କରେ ଚୁଇଙ୍ଗମ୍‌

ବ୍ୟସ୍ତବହୁଳ ଜୀବନ ଶୈଳୀ ଅନେକ ରୋଗର କାରଣ ପାଲଟୁଛୁ। ହେଲେ ସାମାନ ମାତ୍ର ସାବଧାନତା ଅନେକ ରୋଗକୁ ଦୂରେଇ ଦେଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।...

Advertisement
Archives

Model This Week