ସ୍ବାସ୍ଥ୍ୟୋପକାରୀ ସେଓ ଚୋପା

ସେଓ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହା ସହ ସେଓ ଚୋପାରେ ମଧ୍ୟ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହି ଚୋପା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ। ଏପରି ସମସ୍ୟା ସହ ଜଡିତ ରୋଗୀ ନିୟମିତ ସେଓକୁ ଚୋପା ସହ ଖାଇଲେ ତାହା ଉଚ୍ଚ ରକ୍ତଚାପକୁ ସନ୍ତୁଳିତ ରଖିଥାଏ ବୋଲି ୟୁନିଭର୍ସିଟି ଅଫ କାଲିଫର୍ନିଆର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି। ସେଓ ଚୋପା ଆଣ୍ଟିଅକ୍ସିଡାଣ୍ଟ ପରି କାମ କରିଥାଏ। ଏହା ହେଉଛି ଫ୍ଲୋଏଣ୍ଟିସ୍‌ର ଏକ ପ୍ରମୁଖ ଉତ୍ସ। ଆଉ ଏକ ଖାସ୍‌ କଥା ହେଲା ହୃଦ୍‌ରୋଗୀଙ୍କ ପାଇଁ ସେଓ ଚୋପା ବେଶ୍‌ ଉପକାରୀ। କୋଲେଷ୍ଟରଲ ସ୍ତରକୁ ନିୟନ୍ତ୍ରିତ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଦୈନନ୍ଦିନ ଖାଦ୍ୟ ତାଲିକାରେ ସେଓ ସାମିଲ କରନ୍ତୁ ଏବଂ ତାହାକୁ ଚୋପା ସହ ଖାଆନ୍ତୁ। ସେଓ ଚୋପାରେ ଭିଟାମିନ୍‌ ‘ଏ’ ଭରି ରହିଛି। ଏହାକୁ ନିୟମିତ ଖାଇଲେ ତାହା ଦୃଷ୍ଟି ଶକ୍ତିକୁ ଆହୁରି ପ୍ରଖର କରିଥାଏ। ତା’ସହ ହାଡ ମଜଭୁତ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭୁଲରେ ବି ପ୍ରଥମ ଡେଟ୍‌ରେ କରନ୍ତୁ ନାହିଁ ଏ ଭଳି ଭୁଲ

ସମସ୍ତେ ପ୍ରଥମ ଡେଟ୍‌ରେ ଉତ୍ସାହିତ ଏବଂ ନର୍ଭସ ଥାନ୍ତି। ଏପରି ପରିସ୍ଥିତିରେ, ଝିଅମାନେ ଭାବିଚିନ୍ତି କାମ କରନ୍ତି। ମାତ୍ର ପୁଅମାନେ ଅତ୍ୟଧିକ ଉତ୍ସାହରେ ମୂର୍ଖତା ପ୍ରଦର୍ଶନ...

ନିଉଟନୀୟ ଓ ଆଇନଷ୍ଟାଇନୀୟ ମାଧ୍ୟାକର୍ଷଣ

ଆମେ ଟେକାଟିଏ ଫିଙ୍ଗିଲେ ତାହା ଉଚ୍ଚକୁ କିଛି ଦୂର ପର୍ଯ୍ୟନ୍ତ ଯାଇ ପୃଥିବୀ ପୃଷ୍ଠକୁ ଖସି ପଡୁଛି। ଫଳଟିଏ ପାଚିଲେ ଗଛରୁ ଛିଣ୍ଡିଯାଇ ତଳେ ପଡୁଛି।...

ଶନିଙ୍କ ପ୍ରିୟ ହେଉଛି ଏହି ଲତା; ଧନ ଲାଭ ସାଙ୍ଗକୁ ବିବାହରେ ଉପୁଜୁଥିବା ବାଧା ହେବ ଦୂର…

ବାସ୍ତୁ ଶାସ୍ତ୍ରରେ ଘରେ ସୁଖ ସମୃଦ୍ଧି ଲାଗି ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିରୁ ଗୋଟିଏ ହେଉଛି ବୃକ୍ଷଲତା ସମ୍ବନ୍ଧୀୟ। ଆଜିକାଲି ସମୟରେ ଅଧିକ...

ଦିନକୁ ୨ଟି ଆସ୍ପ୍ରିନ୍‌ କ୍ୟାନସରରୁ ରଖେ ଦୂରେଇ !

ଅହମଦାବାଦ, ୧୪।୬: ଦିନରେ ୨ଟି ଆସ୍ପ୍ରିନ୍‌ ଔଷଧ ସେବନ କରୁଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ କ୍ୟାନସର ହେବାର ଆଶଙ୍କା ଯଥେଷ୍ଟ କମ୍‌ ହୋଇଥାଏ ବୋଲି ଏକ ଗବେଷଣା...

ମାଇକ୍ରୋଓ୍ବେଭ ଚୁଲି

ମାଇକ୍ରୋଓ୍ବେଭ୍‌ ଚୁଲି ଉଦ୍ଭାବନ କରିଥିଲେ ଆମେରିକାର ପ୍ରସିଦ୍ଧ ପ୍ରତିରକ୍ଷା ସାମଗ୍ରୀ ଯୋଗାଣକାରୀ କମ୍ପାନୀ ରୟଥିଅନ୍‌ର ପ୍ରଯୁକ୍ତି ବିଜ୍ଞାନୀ ପରସି ସ୍ପେନ୍‌ସର୍‌। ସେ ରାଡାର ଯନ୍ତ୍ରରେ ବ୍ୟବହାର...

ବିବାହକୁ ନେଇ ମନରେ କାହିଁକି ଆସେ ଏମିତି ପ୍ରଶ୍ନ

ବିବାହ ଭଳି ପବିତ୍ର ବନ୍ଧନରେ ବାନ୍ଧିହେବା ପୂର୍ବରୁ ମନକୁ ଅନେକ ପ୍ରଶ୍ନ ଆସିଥାଏ। ଏହାକୁ ନେଇ ଉଭୟ ଝିଅ ଓ ପୁଅଙ୍କ ମନରେ ପ୍ରଶ୍ନ ଉଠିବା...

ପ୍ରସବ ପରେ…

ପ୍ରସବ ପରେ ସାଧାରଣତଃ ମହିଳାମାନଙ୍କର ଓଜନ ବଢ଼ିଯାଇଥାଏ। ତେଣୁ ଓଜନ କମ୍‌ କରିବା ପାଇଁ କ’ଣ ସବୁ କରିବେ ଜାଣିରଖନ୍ତୁ… ପ୍ରସବ ପରେ ଶିଶୁକୁ ସ୍ତନ୍ୟପାନ...

ଡାନେଲ ଲାଇଟ୍‌ର ଉଦ୍ଭାବକ

ସ୍ବିଡେନ୍‌ର ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଗୌଷ୍ଟଫ ଡାନେଲ୍‌। ନିଜର ଗବେଷଣା ଜୀବନ ମଧ୍ୟରେ ସେ ଡାନେଲ୍‌ ଲାଇଟ୍‌ ଏବଂ ଏଜିଏ କୁକ୍‌ର ଆବିଷ୍କାର କରିବାରେ ସକ୍ଷମ...

Advertisement
Archives

Model This Week