Posted inଫୁରସତ

ସ୍ବାମୀଙ୍କ ସ୍ମୃତିରେ ୭୩ ହଜାର ଗଛ ଲଗେଇଲେଣି ମହିଳା

ବେଙ୍ଗାଲୁରୁ, ୧୨।୬: ପରିବେଶକୁ ସୁନ୍ଦର ଭାବେ ଗଢିତୋଳିବା ପାଇଁ ସମାଜର କିଛି ବ୍ୟକ୍ତି ଆଗେଇ ଆସନ୍ତି। ସେମାନଙ୍କୁ ମଧ୍ୟରେ ଜଣେ ହେଲେ ବେଙ୍ଗାଲୁରୁର ଜେନେଟ ଯଜ୍ଞଶ୍ୱରନ୍‌। ୨୦୦୫ରେ ସ୍ବାମୀଙ୍କ ମୃତ୍ୟୁ ହେବା ପରେ ସେ ତାଙ୍କ ସ୍ମୃତିରେ ଏକ ନିଆରା କାମ କରିବା ପାଇଁ ମନରେ ଭାବିଥିଲେ। ୨୦୦୬ରୁ ସେ ଗଛ ଲଗାଇବା ଆରମ୍ଭ କଲେ। ଆଜକୁ ପ୍ରାୟ ୧୩ବର୍ଷ ହେବ ସେ ୭୫ ହଜାର ଗଛ ଲଗାଇସାରିଲେଣି। ପରିବେଶକୁ ସୁରକ୍ଷିତ ରଖିବା ପାଇଁ ସେ ନିଜ ସ୍ବାମୀଙ୍କ ନାମରେ ରାଜନେଟ୍‌ ଯଜ୍ଞଶ୍ୱରନ ଚାରିଟେବୁଲ ଟ୍ରଷ୍ଟ ସ୍ଥାପନା କଲେ ୬୫ବର୍ଷୀୟ ଜେନେଟ। ଏହି ଟ୍ରଷ୍ଟ ଜରିଆରେ ସେ ଲୋକଙ୍କୁ ଗଛ ଲଗାଇବା ପାଇଁ ପ୍ରୋତ୍ସାହିତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲ ତଳକୁ ଡେଇଁ ଆତ୍ମହତ୍ୟା କଲେ ମାଲିକ: ୪ ଦିନ ଅପେକ୍ଷା କରି ବସିଲା କୁକୁର !

ବେଜିଂ,୯।୬: ଚାଇନାର ଉହାନରେ ଥିବା ଏକ କୁକୁରର କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି କୁକୁରର ମାଲିକ ଏକ ପୋଲ ଉପରୁ...

୧୦ ଟଙ୍କିଆ ନୋଟ୍‌ରେ ପ୍ରେମିକଙ୍କୁ ବାର୍ତ୍ତା: ଏପ୍ରିଲ ୨୬ରେ ମୋ ବାହାଘର, ଭଗେଇ ନେଇଯାଅ

ନୂଆଦିଲ୍ଲୀ: ବିଶାଳ ମୋ ବାହାଘର ଏପ୍ରିଲ ୨୬ରେ ମୋତେ ଭଗେଇ ନେଇ ଯାଅ, ଆଇ ଲଭ୍‌ ୟୁ। ତୁମ କୁସୁମ। ଏକ ୧୦ ଟଙ୍କିଆ ନୋଟ୍‌ରେ...

ସତର୍କତାକୁ ପ୍ରାଥମିକତା

ତିବର୍ଷ ଏପ୍ରିଲ ୧୯ ତାରିଖକୁ ‘ବିଶ୍ୱ ଯକୃତ ଦିବସ’ ଭାବରେ ପାଳନ କରାଯାଇଆସୁଅଛି। ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ଭାବରେ ଏହାକୁ ବିବେଚନା କରାଯାଏ। ତେଣୁ...

ଗୁପ୍ତଚର: ପାଦେ ପାଦେ ଥାଏ ଜୀବନ ପ୍ରତି ବିପଦ, ତଥାପି ଦେଶର ସ୍ବାର୍ଥ ପାଇଁ…

ନାଁ ବଦଳେ। ଠିକଣା ବଦଳେ। ବଦଳେ ପୂରା ପରିଚୟ। ଆଉ ପାଲଟିଯାଆନ୍ତି ଜଣେ ଜଣେ ଗୁପ୍ତଚର ବା ସିକ୍ରେଟ୍‌ ଏଜେଣ୍ଟ। ଭିନ୍ନ ଏକ ଦେଶରେ ଶତ୍ରୁଙ୍କ...

ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ…

ଘରେ ସୁଖଶାନ୍ତି ପାଇଁ ଦୀପାବଳିରେ ଶ୍ରୀଯନ୍ତ୍ର ପୂଜନ ସହିତ ମହାଲକ୍ଷ୍ମୀଷ୍ଟକ ପାଠ କଲେ ସୁଫଳ ମିଳେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି। ଏହି ଦିନ ରାତିରେ...

ଡିଜିଟାଲ ଯୁଗରେ ବି ଚିଠିର ଗୁରୁତ୍ୱ

ଏବେ ଡିଜିଟାଲର ଯୁଗ। ଆଖି ପିଛୁଳାକେ ପୃଥିବୀର ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଖବର ପଠାଯାଇ ପାରୁଛି। ଇଣ୍ଟରନେଟ ଖବର ଆଦାନ ପ୍ରଦାନର ମାଧ୍ୟମକୁ ଅଧିକ...

ଶୋଇଥିବା କୁମ୍ଭୀର ଉପରେ ଚଢ଼ିଗଲା ବତକ, ଆଉ ତା’ ଉପରେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ...

ପବଜୀର ହେଲା ଅନ୍ତିମ ଯାତ୍ରା: କାନ୍ଦିଲେ, ଏମିତି କହିଲେ ଖେଳାଳି…

ଭାରତ ସରକାର ପବ୍‌ଜୀ ଖେଳ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପବଜୀ ନିଷେଧ ହେବା ପରଠାରୁ ଭାରତୀୟ ପ୍ରଶଂସକମାନେ ଦୁଃଖୀ ହୋଇପଡିଛନ୍ତି। ନିକଟରେ ସୋସିଆଲ ମିଡିଆରେ ଭାଇରାଲ...

Advertisement
Archives

Model This Week