Posted inଜାତୀୟ

ସ୍ବାମୀଙ୍କ ଭୟରେ ୫ ମହଲାରୁ ଡେଇଁଲେ ସ୍ତ୍ରୀ

ନୂଆଦିଲ୍ଲୀ, ୧୬।୫: ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ସ୍ବାମୀଙ୍କ ଭୟରେ ୫ମହଲା ଛାତରୁ ଡେଇଁ ପ୍ରାଣ ହରାଇଛନ୍ତି। ମୃତ ମହିଳା ଜଣଙ୍କ ସ୍ବାମୀଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ପୁରୁଷଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଧରାପଡିଯିବାରୁ ଭୟରେ ଏଭଳି ଚରମ ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ସାଉଥ୍‌ ଦିଲ୍ଲୀ ତଗଡୀ ଥାନା ଅଞ୍ଚଳ ଜେଜେ କଲୋନୀରେ ରହୁଥିବା ଜଣେ ମହିଳା ନିଜ ସ୍ବାମୀଙ୍କ ସହ ରହୁଥିଲେ। ଅନ୍ୟ ଜଣେ ପୁରଷଙ୍କ ସହ ତାଙ୍କର ସମ୍ପର୍କ ଥିଲା। ଘଟଣା ଦିନ ମହିଳାଙ୍କ ସ୍ବାମୀ କୌଣସି କାମରେ ବାହାରକୁ ଯାଇଥିଲାବେଳେ ଉକ୍ତ ପୁରୁଷ ଜଣଙ୍କ ଘରକୁ ଆସିଥିଲେ। ଦୁହେଁ ବେଡ୍‌ରୁମରେ ଏକାଠି ଥିଲାବେଳେ ହଠାତ୍‌ ମହିଳାଙ୍କ ସ୍ବାମୀ ଆସି ଦେଖିଦେଇଥିଲେ। ପରେ ମହିଳାଙ୍କୁ ଚାପୁଡା ମାରି ଘର ବନ୍ଦ କରିଥିଲେ ତାଙ୍କ ସ୍ବାମୀ। ଏହାପରେ ମହିଳା ଜଣଙ୍କ ଭୟଭୀତ ହୋଇ ଘରର ବାଲକୋନୀରୁ ତଳକୁ ଡେଇଁ ପଡିଥିଲେ ବୋଲି ପୋଲିସ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୧୯।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୫,୫୨୮...

ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ, ୨୩ା୩: ରୁଷିଆର ୟୁକ୍ରେନ୍‌ ଆକ୍ରମଣ ପ୍ରସଙ୍ଗରେ ଭାରତ ଓ ଆମେରିକା ମଧ୍ୟରେ ଆଲୋଚନା ହୋଇଛି। ଆମେରିକା ରାଜନୈତିକ ବ୍ୟାପାର ବିଭାଗ ଅନୁସଚିବ ଭିକ୍ଟୋରିଆ ନୁଲାଣ୍ଡ...

କଂଗ୍ରେସରୁ ଇସ୍ତଫା ଦେଲେ ଋଚି ଗୁପ୍ତା

ନୂଆଦିଲ୍ଲୀ, ୧୯।୧୨-କଂଗ୍ରେସର ଛାତ୍ର ଶାଖା ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିୟନ ଅଫ ଇଣ୍ଡିଆ(ଏନଏସୟୁଆଇ)ର ଭାରପ୍ରାପ୍ତ ଯୁଗ୍ମ ସମ୍ପାଦକ ଋଚି ଗୁପ୍ତା ଶନିବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।...

ସ୍ପଷ୍ଟ କଲେ ସରକାର: ସମସ୍ତ ଦେଶବାସୀଙ୍କୁ ଦିଆଯିବ ନାହିଁ କରୋନା ଟିକା

ନୂଆଦିଲ୍ଲୀ,୧।୧୨: ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯,୪୬,୨୮,୦୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୩୭୬୨୧ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏପରିସ୍ଥଳେ କୋଭିଡ୍‌ ଟିକା କାହାକୁ ଦିଆଯିବ...

ଅଭାବ ବେଳେ ନଷ୍ଟ ହୋଇଛି ୪୪ ଲକ୍ଷ ଟିକା

ନୂଆଦିଲ୍ଲୀ, ୨୦।୪: ବିଭିନ୍ନ ରାଜ୍ୟରେ କରୋନା ଟିକାର ଅଭାବ ଦେଖାଦେଇଥିବାବେଳେ ସାମ୍ନାକୁ ଆସିଛି ଚିନ୍ତିିତ କଲା ଭଳି ତଥ୍ୟ। ଏପ୍ରିଲ ୧୧ ତାରିଖ ସୁଦ୍ଧା ବିଭିନ୍ନ...

ଚିରାଗଙ୍କ ସହ ସାକ୍ଷାତ୍‌କାର ସମୟରେ ଭାବୁକ ହେଲେ ଶରଦ ଯାଦବ

ପାଟନା,୧୯ ।୮: ଚିରାଗ ପାଶୱାନ ଗୁରୁବାର ବରିଷ୍ଠ ନେତା ଶରଦ ଯାଦବଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି । ବିହାରରେ ହେଉଥିବା ଆଶୀର୍ବାଦ ଯାତ୍ରା ପାଇଁ ମାର୍ଗଦର୍ଶନଓ ଆଶୀର୍ବାଦ...

ଭାରତୀୟ ସେନାର ଦୃଢ଼ କାର୍ଯ୍ୟାନୁଷ୍ଠାନ: ପିଓକେରେ ଆତଙ୍କବାଦୀ ଲଞ୍ଚପ୍ୟାଡ୍‌ ଧ୍ୱଂସ

ନୂଆଦିଲ୍ଲୀ, ୧୦ା୯: ଭାରତୀୟ ସେନା କାର୍ଯ୍ୟାନୁଷ୍ଠାନରେ ପିଓକେରେ ଥିବା ପାକ୍‌ ସେନାର ଏକ ଶିବିର ଓ ଆତଙ୍କବାଦୀଙ୍କ ଲଞ୍ଚ୍‌ପ୍ୟାଡ୍‌ ଧ୍ୱଂସ ହୋଇଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ...

ପ୍ରଥମ କରୋନା ଟିକା ନେଲେ ଏମ୍‌ପି ମହେଶ ଶର୍ମା, ବିଧାୟକ ରବୀନ୍ଦ୍ରନାଥ ଚାଟାର୍ଜୀ

ନୂଆଦିଲ୍ଲୀ,୧୬।୧: ଭାରତରେ ପ୍ରଥମ ଏମ୍‌ପିଙ୍କ ମଧ୍ୟରେ ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଏମ୍‌ପି ଭାଜପା ନେତା ମହେଶ ଶର୍ମା ସ୍ବାସ୍ଥ୍ୟ କର୍ମୀ ଭାବେ କରୋନା ଟିକା ନେଇଛନ୍ତି। ଡ.ଶର୍ମା...

Advertisement
Archives

Model This Week