ସ୍ବାମୀଙ୍କ କେଶ କାଟିଲେ ପ୍ରୀତି ଜିଣ୍ଟା

ଲକଡାଉନ ସେଲିବ୍ରିଟିଙ୍କୁ ଏମିତି କିଛି କାମ କରିବା ଶିଖାଇଛି, ଯାହା ହୁଏତ ପୂର୍ବରୁ କେହି କରି ନ ଥିବେ। ଏବେ ଘରେ ରହି ରୋଷେଇ କରିବାଠାରୁ ଆରମ୍ଭ କରି ବଗିଚା ମଧ୍ୟ ସଫା କରିବା ଭିଡିଓ ସେଲିବ୍ରିଟିମାନେ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ନିକଟରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କ ପୁଅ ଅର୍ଜୁନଙ୍କ କେଶ କାଟିବା ଦେଖିବାକୁ ମିଳିଥିଲା। ବଲିଉଡ୍‌ର ଡିମ୍ପଲ୍‌ ଗର୍ଲ ପ୍ରୀତି ଜିଣ୍ଟା ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେ ସ୍ବାମୀ ଜିନ୍‌ ଗୁଡଇନଫ୍‌ଙ୍କ କେଶ କାଟୁଥିବା ଭିଡିଓ ଭାଇରାଲ୍‌ ହୋଇଛି। ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ କହିଛନ୍ତି, ଗୁଡଇନଫ୍‌ ମୋତେ ଭରସା କରି ନିଜ କେଶ କାଟିବାକୁ କହିଥିଲେ। ଆଶା କରୁଛି ଏହା ଭଲରେ ହୋଇଯାଉ ବୋଲି ପ୍ରୀତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଲ କଳାକାରଙ୍କ ପାଇଁ ଯଥେଷ୍ଟ ସୁଯୋଗ ଅଛି

ମୁମ୍ବାଇ: ଭଲ କଳାକାରଙ୍କ ପାଇଁ ସିନେମାରେ ଯଥେଷ୍ଟ ସୁଯୋଗ ଅଛି ବୋଲି ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ପ୍ରକାଶ କରିଛନ୍ତି। ଉକ୍ତ ଅଭିନେତ୍ରୀ ୨୦୦୮ରେ ପ୍ରଥମ...

ବୟସ ତାରତମ୍ୟ ମାନିନି ପ୍ରେମ: ବଲିଉଡ୍‌ ଅଭିନେତ୍ରୀ ନିଜଠାରୁ କମ୍‌ ବୟସ୍କଙ୍କୁ କରିଛନ୍ତି ଜୀବନ ସାଥୀ

ପ୍ରେମ ଆଗରେ ଜାତି-ଧର୍ମ-ବର୍ଣ୍ଣ ବାଧା ସୃଷ୍ଟି କରି ନ ଥାଏ। ଏପରିସ୍ଥଳେ ବୟସର ତାରତମ୍ୟ ଅବା କିବା କଥା। ବଲିଉଡ୍‌ରେ ବହୁ ସେଲିବ୍ରିଟିଙ୍କ କ୍ଷେତ୍ରରେ ଏହା...

ବିବେକ ଓବରୟଙ୍କ ଘର ଉପରେ ଚଢାଉ

ମୁମ୍ବାଇ,୧୫ ।୧୦: ବଲିଉଡ୍ ଅଭିନେତା ବିବେକ ଓବରୟଙ୍କ ଘରେ ବେଙ୍ଗାଲୁରୁ ପୋଲିସ ଦ୍ୱାରା ଚଢାଉ କରାଯାଇଛି । ବେଙ୍ଗାଲୁରୁ ପୋଲିସର ୨ ଜଣ ଇନସ୍‌ପେକ୍ଟର ଗୁରୁବାର...

ପ୍ରଥମଥର ଲାଗି ମନ୍ନତର ଭିତର ଦୃଶ୍ୟ ଦେଖାଇଲେ ଗୌରୀ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖଙ୍କ ବିଳାସମୟ ଘର ମନ୍ନତ କଥା ଅଳ୍ବ ବହୁତେ ବଲିଉଡ୍‌ ପ୍ରେମୀଙ୍କୁ ଜଣାଥିବ। ହେଲେ ଏଥର ଶାହାରୁଙ୍କ ଧର୍ମପତ୍ନୀ ଗୌରୀ ଖାଁ...

କେବିସି ମଞ୍ଚରେ ‘ଦୌଡ଼ରାଣୀ’: ଆଜି ହଟ୍‌ ସିଟ୍‌ରେ ନଜର ଆସିବେ ଦୂତୀ, ହିମା

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଶୋ’ କୌନ୍‌ ବନେଗା କରୋଡପତି(କେବିସି)ରେ ନଜର ଆସିବେ ଦୌଡ଼ରାଣୀ ଦୂତି ଚାନ୍ଦ ଏବଂ ହିମା ଦାସ। ସୋନି ଚ୍ୟାନେଲର ଆଧିକାରୀକ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ମାଧୁରୀଙ୍କ ଡ୍ୟାନ୍ସ ଭିଡିଓ

ମୁମ୍ବାଇ: ମାୟାନଗରୀର ଧକ୍‌ଧକ୍‌ ଗର୍ଲ ମାଧୁରୀ ଦିକ୍ଷିତ ଡ୍ୟାନ୍ସ ଓ ଏକ୍ସପ୍ରେଶନକୁ ନେଇ ନିଜ ପାଇଁ ବଲିଉଡ୍‌ରେ ତିଆରି କରିଛନ୍ତି ଏକ ସ୍ବତନ୍ତ୍ର ପରିଚୟ। ‘ତେଜାବ’...

ମହିଳା ପୁରୁଷଙ୍କଠାରୁ ଭଲ, ଶକ୍ତିଶାଳୀ: ଅକ୍ଷୟ

ମୁମ୍ବାଇ: ମୁମ୍ବାଇର ଖିଲାଡି ବୟ ଅକ୍ଷୟ କୁମାର କହିଛନ୍ତି ମହିଳା ପୁରୁଷଙ୍କଠାରୁ ଭଲ ଓ ଶକ୍ତିଶାଳୀ। ଅକ୍ଷୟ ତାଙ୍କ ଅପ୍‌ କମିଙ୍ଗ ଫିଲ୍ମ ‘ମିଶନ ମଙ୍ଗଲ’କୁ...

ଅଫିସର

ଏକ ରାଜ୍ୟରେ ପାଞ୍ଚଜଣ ଅଫିସରଙ୍କ ଭିତରେ ଥାଏ ଅତୁଟ ବନ୍ଧୁତା। ସତେଯେମିତି ସେମାନେ ଗୋଟିଏ ରଜ୍ଜୁରେ ବନ୍ଧା। କାହାର ଅସୁବିଧା ପଡ଼ିଲେ ଏକାଠି ହୋଇ ସାହାଯ୍ୟର...

Coronavirus Update

Archives

Model This Week

Why Dharitri