ସୈଫିନାଙ୍କ ସହ ସମର ଭ୍ୟାକେସନରେ ତୈମୁର: ଭାଇରାଲ ହେଲା ହଲିଡେ ଫଟୋ

ମୁମ୍ବାଇ,୩।୬: କରୀନା କପୁର ଖାଁ ଓ ସୈଫ ଅଲ୍ଲୀ ଖାଁ ପୁଅ ତୈମୁରଙ୍କ ସହ ଏବେ ଭ୍ୟାକେସନରେ ଅଛନ୍ତି। ସୋସିଆଲ ମିଡିଆରେ କରୀନା, ସୈଫଙ୍କ ସହ ତୈମୁରଙ୍କ ବହୁ ଫଟୋ ଭାଇରାଲ ହୋଇଛି। ତେବେ ଏମାନେ କେଉଁଠି ଯାଇଛନ୍ତି ତା’ ଏବେ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଭାଇରାଲ ହୋଇଥିବା ଫଟୋରେ କରୀନାଙ୍କ ଫ୍ଲୋରାଲ ପ୍ରିଣ୍ଟର ମିନି ଡ୍ରେସ୍‌ରେ ଦେଖିବାକୁ ମିଳିଥିବା ବେଳେ ସୈଫ ବ୍ଲୁ ଜିନ୍ସ ଓ ଟିସାର୍ଟରେ ଖୁବ୍‌ କୁଲ୍‌ ଦେଖାଯାଉଛନ୍ତି। ସେହିପରି ତୈମୁର କରୀନା ଓ ସୈଫଙ୍କ ଷ୍ଟାଇଲିସ୍‌ ଲୁକ୍‌କୁ ଟକ୍କର ଦେଇ ସିଗ୍ରୀନ ଟିସାର୍ଟ ଓ ସଟସ୍‌ରେ ନଜର ଆସିଛନ୍ତି। ଯେଉଁଥିରେ ସେ ଖୁବ୍‌ କ୍ୟୁଟ୍‌ ଲାଗୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଗିଗଲେ ନେହା କକ୍କର

ବଲିଉଡ୍‌ର ଲୋକପ୍ରିୟ ସିଙ୍ଗ୍‌ର୍‌ ନେହା କକ୍କର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ଏକ କମେଡି ଶୋ’ରେ ତାଙ୍କ ମଜାକ୍‌ ଉଡାଯିବାକୁ ନେଇ ସେ ରାଗିଯାଇଛନ୍ତି।...

ଅମୃତାଙ୍କୁ ହାତ ଧରିବା ବେଳେ ୧୧ ବର୍ଷର ଥିଲେ କରିନା: କହିଥିଲେ ‘ ବିବାହର ଶୁଭେଚ୍ଛା ସୈଫ ଅଙ୍କଲ’

ବମ୍ବେ: ବଲିଉଡ୍‌ର ବେବୋଙ୍କ ହାତ ଧରିବା ପୂର୍ବରୁ ନିଜଠାରୁ ବାର ବର୍ଷ ବଡ଼ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ ନବାବ ସୈଫ ଅଲ୍ଲୀ ଖାନ।...

ବିପାଶାଙ୍କୁ ଉପହାର ପଠାଇଲେ ସୋନମ

ମୁମ୍ବାଇ: ଅଭିନେତ୍ରୀ ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ନଭେମ୍ବର ୧୨ରେ ଏକ କନ୍ୟା ସନ୍ତାନର ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବିବାହର...

ଚିଡ଼ିଆଖାନାରେ ଜନ୍ମଦିନ ପାଳିଲେ କାଜଲ ଅଗ୍ରଓ୍ବାଲ, ଭାଇରାଲ ହେଉଛି ସିମ୍ପାଞ୍ଜି ସହ ଉଠାଇଥିବା ଫଟୋ

ମୁମ୍ବାଇ: ବଲିଉଡ ଏବଂ ଦକ୍ଷିଣ ଭାରତୀୟ ଫିଲ୍ମର ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ୧୯ ଜୁନ୍‌ରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ...

ପ୍ରବାସୀଙ୍କ ପାଇଁ ଭଗବାନ ସାଜିଥିବା ସୋନୁଙ୍କୁ କରୋନା

ମୁମ୍ବାଇ: ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷାଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଥିବା ବେଳେ ଏହା କବଳରୁ...

ପଞ୍ଚତାରକା ହୋଟେଲରେ ହେବ ଆଦିତ୍ୟ-ଶ୍ୱେତାଙ୍କ ଗ୍ରାଣ୍ଡ ରିସେପଶନ: ମୋଦି-ବଚ୍ଚନ ନିମନ୍ତ୍ରିତ ଅତିଥି

ମୁମ୍ବାଇ: ବଲିଉଡ୍ ଗାୟକ ଉଦିତ ନାରାୟଙ୍କ ସୁପୁତ୍ର ତଥା ହୋଷ୍ଟ, ଆକ୍ଟର ଓ ସିଙ୍ଗର ଆଦିତ୍ୟ ନାରାୟଣ ଡିସେମ୍ବର ୧ରେ ବିବାହ କରିବାକୁ ଯାଉଛନ୍ତି ।...

ସୀତା ଚରିତ୍ରରେ କରିନା!

ମୁମ୍ବାଇ: ବଲିଉଡ୍ ବେବୋ କରିନା କପୁର ଖାଁଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର । ଗତ କିଛିଦନ ହେବ ‘ସୀତା’ ଚରିତ୍ରକୁ ନେଇ କିଛି...

ସ୍ବାମୀଙ୍କ ମୃତ୍ୟୁ ପରେ ପୁଣି ୫୪ ବର୍ଷରେ ବିବାହ କରିଥିଲେ ଏହି ଅଭିନେତ୍ରୀ

ବଲିଉଡର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ବିଦ୍ୟା ସିହ୍ନା ଅନ୍ୟତମ। ସେ ହିନ୍ଦୀ ସିନେମାର ଜଣେ ପ୍ରମୁଖ ଅଭିନେତ୍ରୀ ଥିଲେ। ଏହାସହ ବିଦ୍ୟା ବହୁତ କମ ବୟସରୁ...

Advertisement
Archives

Model This Week