ସୈନ୍ୟ ବାହିନୀ ବିମାନ ନିଖୋଜ: ୩୮ ଜଣଙ୍କ ପତ୍ତା ମିଳୁନି

ସାଣ୍ଟିଆଗୋ,୧୦।୧୨: ଚିଲିର ଏକ ସୈନ୍ୟ ବାହିନୀ ବିମାନ ନିଖୋଜ ହୋଇଛି। ବିମାନଟି ଚିଲିରୁ ଆଣ୍ଟାର୍କଟିକା ଉଡ଼ାଣ କରୁଥିଲା ବୋଲି କୁହାଯାଉଛି। ଏଥିରେ ୩୮ ଜଣ ଲୋକ ଯାତ୍ରା କରୁଥିଲେ। ସେମାନଙ୍କ ମଧ୍ୟରୁ ୧୭ ବିମାନ କର୍ମଚାରୀ ଥିତ୍ବାବେଳେ ୨୧ ଜଣ ଯାତ୍ରୀ ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବିମାନର ସନ୍ଧାନ ପାଇଁ ଚିଲି ବାୟୁସେନା ପକ୍ଷରୁ ଏକ ଉଦ୍ଧାରକାରୀ ଦଳ ଗଠନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଫଗାନିସ୍ତାନରେ ସିରିଜ ବିସ୍ଫୋରଣ

କାବୁଲ, ୨୦ା୮: ଆଫଗାନିସ୍ତାନର ଜଲାଲାବାଦ ଏବଂ କାବୁଲରେ ତାଲିବାନ୍‌ ଗାଡ଼ିକୁ ଟାର୍ଗେଟ କରି ସିରିଜ ବିସ୍ଫୋରଣ ହୋଇଛି। ଏଥିରେ ଏକାଧିକ ତାଲିବାନୀଙ୍କ ସମେତ ଅତିକମ୍‌ରେ ୮...

ଦିଲ୍ଲୀ ‘ମିନି କାବୁଲ’ରେ ନିରାଶା

ନୂଆଦିଲ୍ଲୀ,୨୦।୮: ୧୯୧୯ ପରଠାରୁ ପ୍ରତିବର୍ଷ ଅଗଷ୍ଟ ୧୯ରେ ସ୍ବାଧୀନତା ଦିବସ ପାଳନ କରିଥାନ୍ତି ଆଫଗାନିସ୍ତାନବାସୀ। ଏବେ ତାଲିବାନ କବଳକୁ ଦେଶ ଚାଲିଯିବା ସମୟରେ ପୁଣି ସିନା...

ଏଲନ ମସ୍କ ଲଞ୍ଚ କରିପାରନ୍ତି ନୂଆ ସୋସିଆଲ ମିଡିଆ ଫ୍ଲାଟଫର୍ମ, ଟୁଇଟ କରି ଦେଲେ ସଙ୍କେତ

ଓଟାୱା,୨୭ ।୩: ସୋସିଆଲ ମିଡିଆକୁ ବେଶି ଭଲପାଇଥିବା ଲୋକଙ୍କ ପାଇଁ ଏକ ଖୁସି ଖବର । ଖୁବଶୀଘ୍ର ଏମାନଙ୍କୁ ଆଉ ଏକ ପ୍ଲାଟଫର୍ମ ମିଳିପାରେ ।...

ସରକାରୀ କର୍ମଚାରୀ ଯାଉଥିବା ବସ୍‌କୁ ଟାର୍ଗେଟ କଲେ ଆତଙ୍କବାଦୀ

କାବୁଲ,୨୭।୫: ଆଫଗାନୀସ୍ତାନର କାବୁଲ ସହର ଦେଇ ସରକାରୀ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଏହି ବସ୍‌କୁ ଟାର୍ଗେଟ କରି ସେମାନେ...

ଅଧିକ ସ୍ତନ୍ୟପାନ କରିଥିବା ଶିଶୁ ପରିବାର ପ୍ରତି ସମ୍ବେଦନଶୀଳ

ସ୍ତନ୍ୟପାନ କରୁଥିବା ଶିଶୁ ଓ ମା’ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଥାଏ। ଏନେଇ ବୋଇସ୍‌ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଧିକ ଦିନ...

ଉଇଗର ନିର୍ଯାତନାର ପର୍ଦ୍ଦାଫାଶ୍‌: ୧୩୫ ଯାତନା ଗୃହର ସାଟେଲାଇଟ୍‌ ଫଟୋ ଜାରି

ବେଜିଂ,୨୯।୧୨: ଚାଇନାର ଶିଂଜିଆଙ୍ଗ୍‌ ପ୍ରଦେଶରେ ଉଇଗର ମୁସଲମାନ୍‌ଙ୍କ ଉପରେ କରାଯାଉଥିବା ଅତ୍ୟାଚାରର ପର୍ଦ୍ଦାଫାଶ୍‌ ହୋଇଛି। ଏବେ ସାଟେଲାଇଟ୍‌ରୁ ମିଳିଥିବା ଫଟୋରୁ ନିର୍ଯାତନା ସମ୍ପର୍କରେ ଜଣାପଡ଼ିଛି। ନ୍ୟୁଜ୍‌...

ଗୋଟିଏ ମିନିଟ୍‌ରେ ଜୀବନ ନେଇଯାଏ ଏହି ମଶା

ଚାଇନାର ସିଚୁଆନ୍‌ରେ ଦେଖାଯାଉଥିବା ଏକ ମଶାର ନାଁ ହେଉଛି ହୋଲୋରୁସିଆ ମିକାଡୋ। ଦୁନିଆରେ ଦେଖାଯାଉଥିବା ୩୫୦୦ ପ୍ରଜାତିର ମଶାଙ୍କ ମଧ୍ୟରୁ ଏହା ଗୋଟିଏ। ଦେଖିବାକୁ ଏହାର...

ଅନ୍‌ଲାଇନ୍‌ରେ ପତାକା ମଗାଇଥିଲେ ମହିଳା, ପ୍ୟାକେଟ ଖୋଲିବା ପରେ ଯାହା ଦେଖିଲେ ଉଡିଗଲା ହୋସ୍‌

ମହାମାରୀ କରୋନା ସମୟରେ ଆମେରିକାରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚୟ। ଆମେରିକାର ଇଲିନୋଇସ ରାଜ୍ୟର...

Advertisement
Archives

Model This Week