Posted inଜାତୀୟ

ସେପ୍ଟେମ୍ବର ୬ରେ ଚନ୍ଦ୍ରରେ ପାଦ ଥାପିବ ଭାରତ

ନୂଆଦିଲ୍ଲୀ,୨।୫: ଆସନ୍ତା ସେପ୍ଟେମ୍ବର ୬ରେ ଭାରତ ଚନ୍ଦ୍ରରେ ପାଦ ଥାପିବ। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ପକ୍ଷରୁ ସୂଚନା ଦିଆଯାଇଛି। ଚନ୍ଦ୍ରାୟାନ-୨ ଚଳିତ ବର୍ଷ ଜୁଲାଇ ୯ରୁ ଜୁଲାଇ ୧୬ ମଧ୍ୟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏହା ସେପ୍ଟେମ୍ବର ୬ରେ ଚନ୍ଦ୍ରରେ ଅବତରଣ କରିବ। ଏହାର ତିନିଟି ଅଂଶ ରହିଛି। ସେଗୁଡ଼ିକ ହେଉଛି ଓରବିଟର୍‌ ,ଲାଣ୍ଡର ଏବଂ ରୋଭର। ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ଏହା ଅବତରଣ କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିବ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ସିଭାନ୍‌ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ଦଳର ଅସ୍ତିତ୍ୱ ହରାଇବ କି କଂଗ୍ରେସ

ନୂଆଦିଲ୍ଲୀ,୨୧।୩: ଗତ ଦୁଇଟି ବିଧାନସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାଜପା ମେଣ୍ଟ ବହୁମତ ସହ କ୍ଷମତାକୁ ଫେରିଛି। ଯାହାଦ୍ୱାରା ବିରୋଧୀ ଦଳଙ୍କ ପାଇଁ ଏକ...

ସରକାରୀ ଅଧିକାରୀ ହୋଇପାରିବେନି ଏସ୍‌ଇସି

ନୂଆଦିଲ୍ଲୀ,୧୩।୩ (ପି.ଟି.): ସରକାରରେ ନିଯୁକ୍ତ କୌଣସି ଅଧିକାରୀ ରାଜ୍ୟ ନିର୍ବାଚନ କମିଶନର (ଏସ୍‌ଇସି) ଭାବେ କାର୍ଯ୍ୟ କରିପାରିବେ ନାହିଁ। ସୁପ୍ରିମକୋର୍ଟ ଶୁକ୍ରବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ...

ଛତିଶଗଡ଼ରେ ପ୍ରଥମ କରୋନା ରୋଗୀ

ରାୟପୁର,୧୯।୩: କରୋନା ଆଁରେ ସାରା ବିଶ୍ୱ। ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାରି ଭିତରେ ଗୁରୁବାର ଛତିଶଗଡ଼ରେ ପ୍ରଥମ କରୋନା ରୋଗୀ...

ଏମର୍ଜେନ୍ସି ଭୁଲ୍‌ ଥିଲା

ନୂଆଦିଲ୍ଲୀ,୪ା୩ : ୧୯୭୫ ଜୁନ୍‌ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ଏକୋଇଶ ମାସର ଅବଧି। ଏହି କାଳଖଣ୍ଡରେ ସୃଷ୍ଟି ହୋଇଥିଲା ସ୍ବାଧୀନ ଭାରତର ସବୁଠୁ କଳଙ୍କିତ...

ସଂସଦୀୟ ଦଳ ବୈଠକରେ ମୋଦିଙ୍କ କଡ଼ା ସନ୍ଦେଶ: ଅହଂକାର, ଦୁର୍ବ୍ୟବହାର ବରଦାସ୍ତ କରାଯିବନି

ନୂଆଦିଲ୍ଲୀ,୩ା୭ (ପି.ଟି.): ସରକାରୀ ଅଧିକାରୀଙ୍କୁ ଭାଜପା ନେତା କୈଳାସ ବିଜୟଭର୍ଗୀୟଙ୍କ ବିଧାୟକ ପୁଅ କ୍ରିକେଟ୍‌ ବ୍ୟାଟ୍‌ରେ ପିଟିବା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁହଁ...

ଖୋଲିଲା ଦିଲ୍ଲୀ ସୀମା

ନୂଆଦିଲ୍ଲୀ,୮।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ଦିଲ୍ଲୀ-ନଏଡା ସୀମାକୁ ଗୋଟିଏ ସପ୍ତାହ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ। ସୋମବାର ଏହି...

ବିମାନର ଜରୁରୀ ଅବତରଣ ପରେ ୭୫ କି.ମି. କାରରେ ଗଲେ ଶିବରାଜ

ଭୋପାଳ,୧୬।୧: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ମନାଓ୍ବରରୁ ଧର ଯାଉଥିବାବେଳେ ଯାନ୍ତ୍ରୀକ ତ୍ରୁଟି ଯୋଗୁ ହେଲିକପ୍ଟରକୁ ଜରୁରୀ ଅବତରଣ କରାଯାଇଥିବା...

କରୋନା ପୀଡ଼ିତ ଶିକ୍ଷକଙ୍କ ମୃତ୍ୟୁରେ ୧ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୨।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ସହାୟତା ରାଶି ଭାବେ ୧କୋଟି ଟଙ୍କା ପ୍ରଦାନ କରିବାକୁ ପୂର୍ବରୁ ଘୋଷଣା କରିଥିଲେ। ମେ’...

Advertisement
Archives

Model This Week