ସୁଶାନ୍ତଙ୍କ ହାତଲେଖାକୁ ନେଇ କରାଯାଉଛି ବିଶ୍ଳେଷଣ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ନାନା ଚର୍ଚ୍ଚା ହେଉଛି। ସହଜରେ ତାଙ୍କ ମୃତ୍ୟୁକୁ ପ୍ରଶଂସକମାନେ ଗ୍ରହଣ କରିପାରୁନାହାନ୍ତି। ସମସ୍ତେ ଜାଣିବାକୁ ଚାହୁଁଛନ୍ତି ସେ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ। ତେଣୁ ତାଙ୍କୁ ବ୍ୟକ୍ତିଗତ ଭାବେ କିଏ କେତେ ଜାଣିଛି ସେ ବିଷୟରେ ଖୋଳତାଡ଼ ଆରମ୍ଭ ହୋଇଛି। ଏବେ ଗ୍ରାଫୋଲୋଜିଷ୍ଟ ଏବଂ ଗ୍ରାଫୋଲୋଜି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ରେ ତାଙ୍କ ହାତ ଲେଖାକୁ ନେଇ ବିଶ୍ଳେଷଣ ଚାଲିଛି। କାରଣ କେତେକ ହାତଲେଖା ମଧ୍ୟ ମାନସିକ ଦୁଃଶ୍ଚିନ୍ତା ଜାଣିବାରେ ସହାୟକ ହୋଇଥାଏ। ତେବେ ତାଙ୍କ ହସ୍ତଲେଖାରୁ ଜାଣନ୍ତୁ କିଛି କଥା…

– ଛୋଟ ଆକାର ହାତଲେଖା କହୁଛି ସେ ଜଣେ ଚିନ୍ତାଧାରା ବ୍ୟକ୍ତି ଏବଂ ତାଙ୍କର ବିଶ୍ଳେଷଣାତ୍ମକ ମନ ଥିଲା।

– ତାଙ୍କର ଛୋଟ କେସ ଅକ୍ଷର ‘H’, ‘D’, ‘T’ ଲମ୍ବା ଅଟେ । ‘P’ ଏବଂ ‘H’ ଅକ୍ଷର କୁହେ ସେ ଜଣେ ଆଧ୍ୟାତ୍ମିକ ଏବଂ ବହୁତ ସାହାଯ୍ୟକାରୀ ଥିଲେ।

– ଯେତେବେଳେ ଜଣେ ବ୍ୟକ୍ତି ବହୁ ଚାପରେ ରହି କିଛି ଲେଖିଥାଏ ଏହା ଦର୍ଶାଏ ଯେ, ବ୍ୟକ୍ତ ଜଣକ ଅତ୍ୟନ୍ତ ନିିର୍ଣ୍ଣୟକାରୀ। କିନ୍ତୁ ପରିବର୍ତ୍ତନ ସହିତ ଖାପ ଖୁଆଇବା ପାଇଁ ନମନୀୟ ନୁହେଁ। ସେମାନେ ଯାହା ଚାହିଁଥାନ୍ତି ତାହା ହାସଲ କରିବାର ଆବଶ୍ୟକତା ଅତ୍ୟନ୍ତ ତୀବ୍ର ହୋଇଯାଏ। ଯଦି ତାହା ସେମାନଙ୍କୁ ନ ମିଳେ ସେ ମାନସିକସ୍ତରରେ ଖୁବ୍‌ ଆଘାତ ପାଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି

ଚୁମ୍‌କି ସେ ତ ପାଣିରେ ବୁଡ଼ିବ ନାହିଁ କି-ଥରେ ମନେପକାନ୍ତୁ ନା ଅତୀତର ଏହି ଲୋକପ୍ରିୟ ଗୀତକୁ। ପ୍ରଶାନ୍ତ ନନ୍ଦ ଏବଂ ମହାଶ୍ୱେତା ରାୟଙ୍କ ଉପରେ...

ଭାରତର ବିଜୟକୁ ନେଇ କ’ଣ ବୁଝିଲେ ତୈମୁର

ଲଣ୍ଡନ,୧୭।୬: ସୈଫ ଅଲ୍ଲି ଖାଁ ଓ କରୀନା କପୁର ଖାଁଙ୍କ ଲାଡ୍‌ଲା ତୈମୁର ଅଲ୍ଲି ଖାଁ ଇଣ୍ଟରନେଟରେ ଏବେ  ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସୋସିଆଲ ମିଡିଆରେ...

ଏହା ହେଉଛି ସୋନୁ ସୁଦଙ୍କ ଜୀବନର ସବୁଠାରୁ ବଡ଼ ସଫଳତା

ବଲିଉଡ୍‌ ଅଭିନେତା ସୋନୁ ସୁଦ ଲକ୍‌ଡାଉନ୍‌ରେ ପ୍ରବାସୀ ଶ୍ରମିକଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସା କରାଯାଉଛି। ନିକଟରେ ତାଙ୍କ ଉପରେ...

ମୋଦିଙ୍କ ପରେ ଏବେ ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌, ଚାଲୁ ରହିଛି ସ୍କ୍ରିପ୍ଟିଂ

ମୁମ୍ବାଇ: ବଡ଼ ପରଦାରେ ଦେଖିବାକୁ ମିଳିବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପିଲାଦିନ, କଲେଜ ସମୟ ତଥା ରାଜନେତାରୁ ପ୍ରଧାନମନ୍ତ୍ରୀ ହେବା ପଛର କାହାଣୀ।...

ଭାରତୀଙ୍କ ପାଟିରୁ ବିସ୍କୁଟ ଖାଇଲା କୁକୁର

ଲକ୍‌ଡାଉନ ସମୟରେ କମେଡିଆନ୍‌ ଭାରତୀ ସିଂ ଦର୍ଶକଙ୍କ ମନୋରଞ୍ଜନ ପାଇଁ କିଛି ନା କିଛି ଫଟୋ ଓ ଭିଡିଓକୁ ଇନଷ୍ଟାଗ୍ରାମରେ ଶେୟାର କରିଥାନ୍ତି । ନିକଟରେ...

ରଣବୀରଙ୍କ ଫଟୋ ଶେୟାର କରି ଅମିତାଭ କହିଲେ ଏମିତି

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁ ଆକ୍ଟିଭ୍‌। ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ନିଜ ପରିବାରର ଫଟୋ ହେଉ କିମ୍ବା...

ରାଗିଗଲେ ଅନୁଷ୍କା: ଗାଭାସ୍କରଙ୍କୁ ଦେଲେ ଏମିତି ଜବାବ

ୟୁଏଇରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୧୩ତମ ସଂସ୍କରଣ ଖେଳ ଚାଲୁରହିଛି। ଗତ ଗୁରୁବାର ଏହି ଟୁର୍ନାମେଣ୍ଟର ଷଷ୍ଠ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ କିଙ୍ଗସ୍‌...

ମା’ଙ୍କ ମୃତ୍ୟୁପରେ ଭାବପ୍ରବଣ ହେଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ତଥା ଭାଜପା ନେଥା ବାବୁଲ ସୁପ୍ରିୟୋଙ୍କ ମା’ଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ମା’ଙ୍କ...

Play 250+ Trending Games
Archives

Model This Week

Why Dharitri