ସୁରିନାମ୍‌ ରାଷ୍ଟ୍ରପତିଙ୍କୁ ୨୦ ବର୍ଷ ଜେଲ୍‌

ପାରାମାରିବୋ,୧ା୧୨(ଏଏଫ୍‌ପି): ସୁରିନାମ୍‌ର ଏକ ସାମରିକ ଅଦାଲତ ରାଷ୍ଟ୍ରପତି ଡେସି ବୌଟେର୍ସେଙ୍କୁ ୨୦ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଶୀ ଦଶକରେ ବୌଟେର୍ସେ ଦକ୍ଷିଣ ଆମେରିକୀୟ ଦେଶର ଏକଚ୍ଛତ୍ରବାଦୀ ଶାସକ ଥିବାବେଳେ ରାଜନୈତିକ ବିରୋଧୀମାନଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ସମ୍ପ୍ରତି ଚାଇନା ଗସ୍ତରେ ଥିବା ବୌଟେର୍ସେ ଆସନ୍ତା ସପ୍ତାହରେ ଫେରିବା ପରେ ରାୟ ବିରୋଧରେ ଅପିଲ୍‌ କରିବେ ବୋଲି ତାଙ୍କ ଓକିଲ କହିଛନ୍ତି। ୧୯୮୦ରେ ସାମରିକ ବିଦ୍ରୋହ କରି ବୌଟେର୍ସେ କ୍ଷମତା ଦଖଲ କରିଥିଲେ। ୧୯୮୨ ଡିସେମ୍ବରରେ ସେ ତାଙ୍କର ୧୫ ବିରୋଧୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱିଭରେ କର୍ଫ୍ୟୁ

କ୍ୱିଭ,୨୪।୨: ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ବର୍ତ୍ତମାନ ୟୁକ୍ରେନ ରାଜଧାନୀ କ୍ୱିଭ ସମେତ ଅନେକ ବିମାନ ବନ୍ଦରକୁ ସ୍ଥାନାନ୍ତର କରିବାରେ ଲାଗିପଡ଼ିଛି। ରୁଷିଆ...

ଗଙ୍ଗାରେ ଅସ୍ଥି ବିସର୍ଜନ ଲାଗି ଭାରତୀୟ ଭିଜାନୀତି କୋହଳ ଲାଗି ଦାବି କଲେ ପାକିସ୍ତାନୀ ହିନ୍ଦୁ

ନୂଆଦିଲ୍ଲୀ/ଇସଲାମାବାଦ୍‌,୩୦।୧: ପାକିସ୍ତାନରେ ବାସ କରୁଥିବା ହିନ୍ଦୁମାନେ ଗଙ୍ଗାରେ ଅସ୍ଥି ବିସର୍ଜନ ଲାଗି ଭାରତ ସରକାରଙ୍କ ଭିଜା ନୀତିକୁ କୋହଳ କରିବାକୁ ଦାବି କରିଛନ୍ତି। ଭାରତ ସରକାର...

ଖୁସି ଖବର: କରୋନା ସଂକ୍ରମିତ ଫୁସ୍‌ଫୁସ୍‌ ଆପଣାଛାଏଁ ହେବ ସୁସ୍ଥ

ଲଣ୍ଡନ,୭।୯: କରୋନା ଭାଇରସ ଦ୍ୱାରା ଅଧିକ ପରିମାଣରେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ନିକଟରେ ଫୁସ୍‌ଫୁସ୍‌ ଜନିତ ସମସ୍ୟା ଦେଖାଯିବ ଆଶଙ୍କା ରହିଛି। କାରଣ ଏହି ଭୂତାଣୁ ପ୍ରଥମେ...

ପୁଟିନ୍‌ଙ୍କୁ ମସ୍କଙ୍କ ଚ୍ୟାଲେଞ୍ଜ

ଓ୍ବାଶିିଂଟନ୍‌, ୧୪ା୩: ବୈଦ୍ୟୁତିକ କାର୍‌ ନିର୍ମାଣକାରୀ କମ୍ପାନୀ ଟେସ୍‌ଲା ତଥା ମହାକାଶଯାନ ନିର୍ମାତା ସ୍ପେସ୍‌ଏକ୍ସର ମାଲିକ ଏଲନ୍‌ ମସ୍କ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ଖୋଲାଖୋଲି...

ଫ୍ରାନ୍ସରେ ମିଳିଲା କରୋନାର ଆଉ ଏକ ନୂଆ ଭାରିଏଣ୍ଟ: ବି.୧.୬୪୦.୨.

ପ୍ୟାରିସ,୪ ।୧: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟର ଭୟାବହତା କମ୍ ହୋଇ ନ ଥିବା ବେଳେ ଏବେ ଫ୍ରାନ୍ସରେ ଆଉ ଏକ ନୂଆ ଭାରିଏଣ୍ଟ ଚିହ୍ନଟ...

ଏହି ଦେଶରେ ରହିଛି ଶିଶୁଙ୍କ ଫ୍ୟାକ୍ଟ୍ରି, ଲକ୍ଷାଧିକ ଟଙ୍କା ଦେଇ ମନ ପସନ୍ଦର ସନ୍ତାନ କିଣି ନିଅନ୍ତି ଦମ୍ପତି

ଲଣ୍ଡନ,୨୭ା୬: ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ସବୁଠୁ ଖୁସିର ମୁହୂର୍ତ୍ତ। କୁହାଯାଏ, ଜଣେ ନାରୀ ମା’ ହେଲେ ଯାଇ ତା’ ନାରୀ ଜୀବନର ସାର୍ଥକତା...

ପୃଥିବୀ ଉପରେ ମାଡ଼ି ଆସୁଛି ବିପଦ: ଆମେରିକା-କାରିବିଅନ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଆଶଙ୍କା !

ଓ୍ବାଶିଂଟନ୍‌,୧୮।୧: ପୃଥିବୀ ଉପରେ ଭୟଙ୍କର ବିପଦ ମାଡ଼ି ଆସୁଛି। ଆଗାମୀ ଦିନରେ ଦକ୍ଷିଣ ଆମେରିକା, କେନ୍ଦ୍ରୀୟ ଆମେରିକା, କାରିବିଅନର ପ୍ୟୁର୍ଟୋ ରିକୋ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ...

ବ୍ରିଟେନ ଆକାଶରେ ରହସ୍ୟମୟ ଧୂଆଁ

ଲଣ୍ଡନ,୧୮ା୪: ବ୍ରିଟେନ ଆକାଶରେ ଗୁରୁବାର ରାତି ୮ଟାରେ ଏକ ରହସ୍ୟଜନକ ବସ୍ତୁ ଜଳି ଜଳି ଯାଉଥିବାବେଳେ ତା’ ପଛପଟରୁ ଧୂଆ ବାହାରୁଥିବା ଦେଖିବାକୁ ମିଳିଥିଲା। ତାହା...

Advertisement
Archives

Model This Week