‘ସୁପରଷ୍ଟାର ସିଙ୍ଗର’ର ପ୍ରଥମ ବିଜେତା ହେଲେ ପ୍ରୀତି: ପୁରସ୍କାର ରୂପେ ଟ୍ରଫି, ୧୫ ଲକ୍ଷର ଚେକ୍‌

ସୋନି ଟିଭିରେ ପ୍ରସାରିତ ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ସୁପରଷ୍ଟାର ସିଙ୍ଗର’ର ପ୍ରଥମ ବିଜେତା ହେଉଛନ୍ତି ପ୍ରୀତି ଭଟାଚାର୍ଯ୍ୟ। ଅକ୍ଟୋବର ୬ରେ ଶୋ’ର ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହୋଇଥିଲା। ପ୍ରୀତି ପ୍ରଥମରୁ ହିଁ ନିଜର ସୁନ୍ଦର ସ୍ବର ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିତିପାରିଥିବା ବେଳେ ସବୁଠାରୁ ଅଧିକ ଭୋଟ ପାଇ ଏହି ସଫଳତା ହାସଲ କରିଛନ୍ତି। ଗ୍ରାଣ୍ଡ ଫିନାଲେରେ ୫ ପ୍ରତିଯୋଗୀ ମୌଲୀ, ସ୍ନେହା ଶଙ୍କର, ହର୍ଷିତ ନାଥ, ଅଙ୍କୋନା ମୁଖାର୍ଜୀ ଏବଂ ନିଷ୍ଠା ଶର୍ମାଙ୍କୁ ପଛରେ ପକାଇ ବିଜୟୀ ହୋଇଛନ୍ତି। ବିଜେତା ରୂପେ ତାଙ୍କୁ ଟ୍ରଫି ସହ ୧୫ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି।
ଗତ ୩ ମାସ ହେବ ଏହି ଶୋ’ ପ୍ରସାରିତ ହୋଇ ଆସୁଥିଲା। ଶୋ’ରେ ୪ଜଣ ଅଧିନାୟକ ନୀତୀନ କୁମାର, ସଲ୍‌ମାନ ଅଲ୍ଲୀ, ଜ୍ୟୋତିକା ତଙ୍ଗରୀ ଏବଂ ସଚିନ କୁମାର ବାଲ୍ମୀକି ଥିଲେ। ଜଜ୍‌ ସାଜିଥିଲେ ସିଙ୍ଗର ହିମେଶ ରେଶମିୟା, ଅଲ୍କା ଆଗ୍‌ନିକ ଏବଂ ଜାଭେଦ ଅଲ୍ଲୀ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଏକାଠି ନଜର ଆସିବେ ଅକ୍ଷୟ-କ୍ରିତି

ମୁମ୍ବାଇ: ବଲିଉଡ୍ ଖିଲାଡି ବୟ ଅକ୍ଷୟ କୁମାର ଏବେ ତାଙ୍କ ଫିଲ୍ମ ‘ଲକ୍ଷ୍ମୀ’ ପାଇଁ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାପରେ ବି ଅକ୍ଷୟଙ୍କ ଅଭିନୀତ...

ଖୁବ୍‌ଶୀଘ୍ର ପରଦାକୁ ଆସିବ ସୌରଭଙ୍କ ବାୟୋପିକ୍‌

ଗତ କିଛିବର୍ଷ ହେବ ବଲିଉଡ୍‌ରେ ଖେଳାଳିଙ୍କ ବାୟୋପିକ୍‌ ନିର୍ମାଣ ହେବାର ଟ୍ରେଣ୍ଡ ଚାଲିଛି। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌. ଧୋନୀଙ୍କ ବାୟୋପିକ୍‌କୁ ଦର୍ଶକ...

ମୁଁ କେବଳ ନାମକୁ ମାତ୍ର ନବାବ, ସବୁ ଟଙ୍କା ତ ମା’ ରଖନ୍ତି

ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଫିଲ୍ମ ‘ଭୁତ ପୋଲିସ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏବେ ଫିଲ୍ମର ପ୍ରମୋଶନ ପାଇଁ ସେ ଏବେ ବ୍ୟସ୍ତ ଅଛନ୍ତି।...

ପ୍ରଥମ ଥର ପାଇଁ ଡବଲ ରୋଲ୍‌ରେ ସିଦ୍ଧାର୍ଥ

୨୦୧୯ରେ ମୁକ୍ତିଲାଭ କରିଥିବା ସୁପରହିଟ୍‌ ତାମିଲ ଫିଲ୍ମ ‘ଥଣ୍ଡମ’ ର ହିନ୍ଦୀ ରିମେକ୍‌ ଖୁବ୍‌ଶୀଘ୍ର ନିର୍ମାଣ ହେବାକୁ ଯାଉଛି। ଏଥିରେ ପ୍ରମୁଖ ଚରିତ୍ରରେ ଅଭିନୟ କରିବେ...

ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ୍‌

ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଜୁହି ଚାଓ୍ବଲା। ନଭେମ୍ବର ୧୩ରେ ସେ ତାଙ୍କର ୫୨ତମ ଜନ୍ମଦିନ ପାଳନ କରୁଛନ୍ତି। ମିସ୍‌ ଇଣ୍ଡିଆ ଟାଇଟଲ୍‌ ଜିତିଥିବା...

ପରଲୋକରେ ପଞ୍ଜାବୀ ଗାୟକ ବଲଓ୍ବିନ୍ଦର ସାଫରି

ଚଣ୍ଡିଗଡ଼,୨୭।୭: ଭାଙ୍ଗଡା ଷ୍ଟାର ନାମରେ ବେଶ୍‌ ଲୋକପ୍ରିୟ ପଞ୍ଜାବୀ ଗାୟକ ବଲୱିନ୍ଦର ସାଫରିଙ୍କ ପରଲୋକ। ୬୩ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ଘଟିଛି। ଗାୟକ...

୨ ମାସ ପୂର୍ବରୁ ଲୁଚାଛପାରେ ବିବାହ କରିଥିଲେ ଏହି ଅଭିନେତ୍ରୀ, ଏବେ ହେବାକୁ ଯାଉଛନ୍ତି ମା’

‘ନୌଟଙ୍କି ସାଲା’, ‘ଏ ଜଓ୍ବାନି ହେ ଦିଓ୍ବାନି’, ‘ୟାରିୟାଁ’ ଭଳି ଫିଲ୍ମରେ କାମ କରିଥିବା ଅଭିନେତ୍ରୀ ଏଭିଲିନ୍‌ ଶର୍ମା ଓ ତାଙ୍କ ସ୍ବାମୀ ତୁଷାନ ଭିଣ୍ଡି...

ଫ୍ୟାନଙ୍କଠାରୁ ବିବାହ ପ୍ରସ୍ତାବ ପାଇ ଏମିତି କହିଲେ କ୍ୟାଟ୍ରିନା

ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ ଅପ୍‌କମିଂ ଫିଲ୍ମ ‘ଭାରତ’କୁ ନେଇ ବହୁତ ଖୁସି। ଫିଲ୍ମଟି ଆସନ୍ତା ଜୁନ୍‌ ୫ରେ ରିଲିଜ ହେବ। ଫିଲ୍ମର ପ୍ରମୋଶନକୁ ନେଇ କ୍ୟାଟି୍ରିନା...

Advertisement
Archives

Model This Week