ସିରିଆରେ କାର ବିସ୍ଫୋରଣ: ୬ ମୃତ

ଆଫ୍ରିନ୍‌, ୧୦।୨: ସିରିଆରେ ଏକ କାରରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ୬ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୧ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଦେଶର ଦକ୍ଷିଣ-ପଶ୍ଚିମରେ ଥିବା ଆଲେପ୍ପୋ ପ୍ରଦେଶର ଆଫ୍ରିନ୍‌ ସହରରେ ଏଭଳି ଘଟିଛିି। ଘଟଣାରେ ଆହତ ହୋଇଥିବା ଲୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଭାଇରସ: ଇଟାଲିରେ ୭ ମୃତ

ରୋମ,୨୫।୨: କରୋନା ଭାଇରସ ଏବେ ସାରା ବିଶ୍ୱକୁ ଭୟଭୀତ କରି ରଖିଥିବା ବେଳେ ଏବେ ଏହା ଚାଇନା ବାହାରେ ବି କାୟା ବିସ୍ତାର କରିବାରେ ଲାଗିଛି।...

୨୨ କୋଟିରେ ବିକ୍ରି ହେଲା ୪ ଭଙ୍ଗା ଚେୟାର: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ସଉକ ଲୋକଙ୍କୁ ପାଗଳ କରିଦେଇଥାଏ। ନିଜର ଏହି ସଉକକୁ ପୂରଣ କରିବା ପାଇଁ ଲୋକେ କିଛି ବି କରିପାରନ୍ତି। ସେମିତି କିଛି ଏବେ ଫ୍ରାନ୍ସରେ ଦେଖିବାକୁ...

ଜିନ୍‌ପିଙ୍ଗଙ୍କ ବିରୋଧରେ ମଧ୍ୟବିତ୍ତଙ୍କ ବିଦ୍ରୋହ, ୨୪ ପ୍ରଦେଶରେ ଗୃହଋଣ ପୈଠ କରୁ ନାହାନ୍ତି ୧.୩ କୋଟି ଲୋକ…

ବେଜିଂ,୨୨।୭ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ପ୍ରଥମ ଥର ପାଇଁ ମଧ୍ୟବିତ୍ତ ଲୋକଙ୍କ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି। ଚାଇନାର ୩୧ଟି ପ୍ରଦେଶ ମଧ୍ୟରୁ ୨୪...

ମହିଳା ନିର୍ଯାତନା ବିରୋଧରେ ଶୂନ-ସହନଶୀଳ ନୀତି ଗ୍ରହଣ କରନ୍ତୁ ସଦସ୍ୟ ରାଷ୍ଟ୍ର: ଅନ୍ତର୍ଜାତୀୟ ମହିଳା ଦିବସରେ ରୁଚିରା କମ୍ବୋଜ…

ଜେନେଭା,୮।୩ : ମାର୍ଚ୍ଚ ୮ରେ ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି। ଏଥି ସହିତ ଭାରତ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ...

ଇରାନରେ ହିଂସକ ହେଲା ହିଜାବ ବିରୋଧୀ ପ୍ରଦର୍ଶନ, କିଛି ସ୍ଥାନରେ ପୋଡାଜଳା, କିଛି ସହରରେ ଇଣ୍ଟରନେଟ ସେବା ବନ୍ଦ

ତେହେରାନ,୨୨ ।୯: ମହସା ଅମିନିଙ୍କ ମୃତ୍ୟୁ ପରେ ଇରାନରେ ଏବେ ବିରୋଧର ନିଆଁ ଜଳୁଛି । ହିଜାବ ବିରୋଧରେ ଏବେ ଇରାନରେ ଉଗ୍ର ପ୍ରଦର୍ଶନ ହିଂସାର...

ରୁଗ୍ଣ ହାତୀକୁ ଚଲାଇ ମାରିଦେଲେ

କଲମ୍ବୋ, ୧୭ା୮: ହାଡ଼ କଙ୍କାଳ ଦେଖାଯାଉଥିବା ଏକ ୭୦ ବର୍ଷୀୟ ରୁଗ୍ଣ ହାତୀକୁ ଶ୍ରୀଲଙ୍କାରେ ଚଲାଇ ଚଲାଇ ମାରିଦେଇଥିବା ଜଣାପଡ଼ିଛି। ଏକ ବଡ ବୌଦ୍ଧ ମହୋତ୍ସବରେ ହାତୀଟିକୁ...

ଟ୍ରମ୍ପଙ୍କ ବିରୋଧରେ ମାମଲା ରୁଜୁ କରିବ ପୋଲିସ

ଓ୍ବାଶିଂଟନ,୩ା୩: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆମେରିକାର ସଂସଦ (କ୍ୟାପିଟାଲ ହିଲ୍‌) ଦଙ୍ଗା ମାମଲାରେ ଅସୁବିଧା ବଢ଼ିପାରେ। ଆମେରିକା ସଂସଦରେ ଟ୍ରମ୍ପଙ୍କ ସମର୍ଥକଙ୍କ...

୧୧ କୋଟି ୭୦ ଲକ୍ଷ ଶିଶୁଙ୍କୁ ମିଳିମିଳା ହେବା ଆଶଙ୍କା: ଜାତିସଂଘ

ଜେନେଭା,୧୫।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଏପରିସ୍ଥଳେ ଜାତିସଂଘ...

Advertisement
Archives

Model This Week