Posted inଜାତୀୟ

ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ବିବାହ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଲେ ମୁସଲମାନ୍‌ ପରିବାର

ଲକ୍ଷ୍ନୌ,୨୫।୪: ଦେଶରେ ସାମ୍ପ୍ରଦାୟିକ ସଦ୍‌ଭାବ ପାଇଁ ଉତ୍ତରପ୍ରଦେଶର ଏକ ମୁସଲମାନ୍‌ ପରିବାର ସଦସ୍ୟ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଶାହାଜାହାନ୍‌ପୁର ଚିଲୁଓ୍ବା ଗାଁରେ ବାସ କରୁଥିବା ଏହି ପରିବାର ସେମାନଙ୍କ ଝିଅ ରୁକ୍‌ଶାର୍‌ର ବିବାହ ନିମନ୍ତ୍ରଣ କାର୍ଡରେ ସୀତାରାମଙ୍କ ଫଟୋ ଛାପିଛନ୍ତି। ଗାଁରେ ଉଭୟ ହିନ୍ଦୁ ଏବଂ ମୁସଲମାନ୍‌ ଏକତ୍ର ବାସ କରୁଥାନ୍ତି। ଏହାଦ୍ୱାରା ଦୁଇ ସମ୍ପ୍ରଦାୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇ ପାରିବ ବୋଲି ରୁକ୍‌ଶାର୍‌ଙ୍କ ମା’ ବେବି କହିଛନ୍ତି। ଗାଁର ସମସ୍ତ ଲୋକେ ଏହି କାର୍ଡକୁ ଆଦରର ସହିତ ଗ୍ରହଣ କରିଥିବା ରୁକ୍‌ଶାର୍‌ଙ୍କ ଭାଇ ମହମ୍ମଦ୍‌ ଉମର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁହଁ ଦେଖାରେ ବୋହୂଙ୍କୁ ଏମିତି ଉପହାର ଦେଇ ଉଦାହରଣ ସୃଷ୍ଟି କଲେ ଶ୍ୱଶୁର

ଜୟପୁର,୨୧।୨:ରାଜସ୍ଥାନର ସିକର ଜିଲାର ନିମ୍‌କା ଥାନା ଅଞ୍ଚଳରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏକ ବିବାହରେ ବରର ପିତା ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି।...

୧୭ ବର୍ଷରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗ କିମିରୁ ଅଧିକ ବୃଦ୍ଧି: ୨୦୨୦ ସୁଦ୍ଧା ରୋପଣ ହେବ ୧୨୧ କୋଟି ବୃକ୍ଷ ଚାରା

ନୂଆଦିଲ୍ଲୀ,୨୨।୬: ଦେଶରେ ଗତ ୧୭ ବର୍ଷ ମଧ୍ୟରେ ଜଙ୍ଗଲ ପରିସୀମା ୯୧ ହଜାର ବର୍ଗକିମିରୁ ଅଧିକ ବୃଦ୍ଧି ପାଇଛି। ନେଇ ଭାରତୀୟ ଜଙ୍ଗଲ ସର୍ଭେ ରିପୋର୍ଟରେ...

୨୯ରୁ ବଜେଟ ଅଧିବେଶନ ଆରମ୍ଭ, ଏପ୍ରିଲ ୮ରେ ଶେଷ

ନୂଆଦିଲ୍ଲୀ,୫।୧: ଚଳିତ  ଜାନୁୟାରୀ ୨୯ରୁ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହେବ। ଏନେଇ ସଂସଦୀୟ ବ୍ୟାପାର କମିଟି(ସିସିପିଏ) ପକ୍ଷରୁ ସୁପାରିଶ କରାଯାଇଛି। ସଂସଦର ବଜେଟ ଅଧିବେଶନ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ଜନ୍ମିତ ଶିଶୁଙ୍କୁ ମିଳିବ ସୁନା ମୁଦି, ବଣ୍ଟାଯିବ ୭୨୦ କିଲୋ ମାଛ

ଚେନ୍ନାଇ,୧୬।୯:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସେପ୍ଟେମ୍ବର ୧୭ରେ ୭୨ ବର୍ଷରେ ପଦାର୍ପଣ କରିବେ। ତାଙ୍କ ଜନ୍ମଦିନକୁ ନେଇ ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ଚରମ ସୀମାରେ...

ପ୍ରଚାର ଅଧାରୁ ଦିଲ୍ଲୀ ଫେରିଲେ ଅମିତ ଶାହା

ନୂଆଦିଲ୍ଲୀ,୪।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସାମରେ ନିର୍ବାଚନ ପ୍ରଚାର ଅଧାରୁ ରବିବାର ଦିଲ୍ଲୀ ଫେରିଛନ୍ତି। ଶାହାଙ୍କ ଆସାମରେ ୩ଟି ରାଲି ରହିଥିଲା। ଗୋଟିଏ...

ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ହସ୍ପିଟାଲରେ ଭର୍ତ୍ତି

ବେଙ୍ଗାଲୁରୁ,୧୨।୧୨: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଛି। ଫଳରେ ବୁଧବାର ବିଳମ୍ବିତ ରାତିରେ ସେ ଅଚାନକ ଛାତିରେ...

ବସ-ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା: ୭ ଜୀବନ ଚାଲିଗଲା

ଭୋପାଳ,୧।୧୦:ମଧ୍ୟପ୍ରଦେଶର ଭିଣ୍ଡ ଜିଲାରେ ଏକ ବସ ଏବଂ ଡମ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୧୩ ଜଣ...

ମୋଦିଙ୍କ ବାୟୋପିକ୍‌ ନିର୍ମାତାଙ୍କ ଡ୍ରଗ୍ସ ଲିଙ୍କ: ସିଂଘଭି

ନୂଆଦିଲ୍ଲୀ, ୩୦।୮-ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ମୃତ୍ୟୁ ସହ ଡ୍ରଗ୍‌ର ସମ୍ପର୍କ ଥିବା ନେଇ ତଦନ୍ତ ଜାରି ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ ନିର୍ମାତା...

Advertisement
Archives

Model This Week