ସହର ବିଶୋଧନ କରିବାକୁ ନିଜେ ଟ୍ରାକ୍ଟର ଚଲାଇଲେ ପରିବହନ ମନ୍ତ୍ରୀ

କ୍ରିଷ୍ଣା,୩।୪: ଆନ୍ଧ୍ରପ୍ରଦେଶର ମଛଲିପଟ୍ଟନମ ଅଞ୍ଚଳକୁ ବିଶୋଧନ କରିବାକୁ ଶୁକ୍ରବାର ଏକ ଟ୍ରାକ୍ଟର ମାଧ୍ୟମରେ ସୋଡିୟମ ହାଇପୋକ୍ଲୋରାଇଡ ସିଞ୍ଚନ କରାଯାଇଥିଲା। ଏହି ସମୟରେ ଯେଉଁ ଟ୍ରାକ୍ଟରରୁ ଏହାକୁ ସିଞ୍ଚନ କରାଯିବାର ବ୍ୟବସ୍ଥା କରାଯାଇଥିଲା ତାକୁ ନିଜେ ଆନ୍ଧ୍ରପ୍ରଦେଶର ପରିବହନ ମନ୍ତ୍ରୀ ପେରନି ଭେଙ୍କଟରାମୟା ଚଳାଇଥିବା ଦେଖାଯାଇଥିଲା। କରୋନା ଭାଇରସ ପାଇଁ ମଚ୍ଛଲିପଟନମର ୩୪ଟି ଗାଁକୁ ଶୁକ୍ରବାର ବିଶୋଧନ କରାଯାଇଛି। ଏହି ସମୟରେ ମନ୍ତ୍ରୀ ନିଜେ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟର ତଦାରଖ ମଧ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରାଜ୍ୟରେ ଡିସେମ୍ବର ୩୧ ଯାଏଁ ସ୍କୁଲ, କଲେଜ ବନ୍ଦ: ୪ଟି ଜିଲାରେ ରାତ୍ରକାଳୀନ କର୍ଫ୍ୟୁ ଘୋଷଣା

ଶିମଲା,୨୩।୧୧: ହିମାଚଳ ପ୍ରଦେଶରେ କରୋନାର ବର୍ଦ୍ଧିତ ମାମଲାକୁ ଦେଖି ଡିସେମ୍ବର ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।...

କାହିଁକି ଭୟ କରୁଛି ତୃଣମୂଳ କଂଗ୍ରେସ: ଅମିତ ଶାହା

କୋଲକତା,୧୪।୩: ପଶ୍ଚିମବଙ୍ଗ ଏବଂ ଆସାମ ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ବିଧାନସଭା ନିର୍ବାଚନରେ ଭାଜପାକୁ ମଜବୁତ କରିବା ପାଇଁ କେନ୍ଦ୍ର...

‘ଭୂତାଣୁରୁ ରକ୍ଷା କରିବ ଅଶ୍ୱଗନ୍ଧା’

ନୂଆଦିଲ୍ଲୀ, ୧୬ା୫: ପ୍ରାଣଘାତୀ କରୋନା ଏବେ ବିଶ୍ୱରେ ଆତଙ୍କ ସୃଷ୍ଟିକରିଛି। ଏପର୍ଯ୍ୟନ୍ତ ଏନେଇ କୌଣସି ସଫଳ ଔଷଧ ମଧ୍ୟ ବାହାରି ନାହିଁ। ବିଭିନ୍ନ ଦେଶରେ ପ୍ରୟାସ...

ଅଗଷ୍ଟ ୩୧ ପୂର୍ବରୁ ବିଚାର ଶେଷ ନିର୍ଦ୍ଦେଶ

ନୂଆଦିଲ୍ଲୀ,୯ା୫(ପି.ଟି.): ବାବ୍ରୀ ମସ୍‌ଜିଦ ଭଙ୍ଗା ମାମଲାରେ ବରିଷ୍ଠ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ, ଉମା ଭାରତୀ ଓ ଅନ୍ୟମାନଙ୍କ ବିରୋଧରେ ବିଚାର...

ଲୋକସଭାରେ ହଙ୍ଗାମା ପରେ କଂଗ୍ରେସର ୭ଏମ୍‌ପିଙ୍କୁ ନିଲମ୍ବିତ କଲେ ବାଚସ୍ପତି

ନୂଆଦିଲ୍ଲୀ,୫।୩: ସଂସଦରେ ଲଗାତାର ହେଉଥିବା ହଟ୍ଟଗୋଳ ଯୋଗୁ ଲୋକ ସଭା ବାଚସ୍ପତି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର କଂଗ୍ରେସର ୭ଜଣ ଏମ୍‌ପିଙ୍କୁ ଲୋକ ସଭା...

ପଞ୍ଜାବ କଂଗ୍ରେସରେ କନ୍ଦଳ: ମୁଖ୍ୟମନ୍ତ୍ରୀଙ୍କୁ ପଦରୁ ହଟାଇବାକୁ ଦାବି

ନୂଆଦିଲ୍ଲୀ,୭।୮: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ବିରୋଧରେ ରାଜ୍ୟସଭାର ୨ କଂଗ୍ରେସ ଏମ୍‌ପି ସ୍ବର ଉତ୍ତୋଳନ କରିଛନ୍ତି। ଏମାନେ ହେଲେ ପ୍ରତାପ ସିଂ ବାଜଓ୍ବା,...

ରାଜ୍ୟରେ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ଦୁଇ ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଅପେକ୍ଷା ମଙ୍ଗଳବାର ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମ୍‌...

୩୫ ଟଙ୍କାରେ ମିଳିବ ପିଆଜ ଦେଖାଇବାକୁ ପଡିବ ଆଇଡି କାର୍ଡ

ହାଇଦ୍ରାବାଦ,୨୫ ।୧୦: ଏବେ ସାରା ଦେଶରେ ପିଆଜ ସମସ୍ତଙ୍କୁ କନ୍ଦାଇବାରେ ଲାଗିଛି । ଅଧିକାଂଶ ରାଜ୍ୟରେ ଏବେ ପିଆଜ କିଲୋପ୍ରତି ଦାମ୍ ପାଖପାଖି ୧୦୦ଟଙ୍କା ଛୁଇଁଲାଣି...

Advertisement
Archives

Model This Week