ସରକାରୀ ଯୋଜନାରୁ ବଁଚିତ୍‌ ବୁରୁଧ୍‌ ବାସନ୍ତି

 

କଲମପୁର, ୧୮।୧ (ଡି.ଏନ୍‌.ଏ)-
କଳାହାଣ୍ଡି ଜିଲା କଲମପୁର ବ୍ଲକ ପଣ୍ଡିଗଁା ପଁଚେତ୍‌ ଅଧୀନ ପାତ୍ରବସା ଗାଁର ବାସନ୍ତି ପୁଝାରୀ(୬୫)। ଅନେକ ଦିନ୍‌ ହେଲା ଆପ୍‌ନେ ଆର ଗୁଟେବଲି ପୁଓକେ ହରେଇ ସେ ଭାଂଗି ପଡ଼ିଛନ୍‌। ଏନ୍‌ତା ପରିସ୍ଥିତିରେ ସେ ଅନେକ ସରକାରୀ ଯୋଜନାରୁ ବଁଚିତ୍‌ ହେଇ ବଡ଼ାଗୁଲ୍‌ଗୁଲା ହେଇ ଜୀବନ୍‌ ବିତଉଥିବାର କହିଛନ୍‌।
ସୂଚନା ଅନ୍‌ସାରେ ପାତ୍ରବସା ଗଁାର ନିସାହା ବୁରୁଧ୍‌ ବିଧବା ବାସନ୍ତି ପୂଝାରୀ। ବଛର କେତେଟା ତଲେ ଗୁଟେବଲି ପୁଓ ଜୟପାଟଣା ବ୍ଲକ ତାଲପଦର ପାସର କେନାଲ କାମରେ ନିୟୋଜିତ ଥିଲାବେଲେ କେହେନ୍‌ସି କାରନ୍‌ରୁ ତାକର ମୁର୍‌ତୁ ହେଇଥିଲା। ଇତାର ମାସକେତେ ଉତାରୁ ଆପ୍‌ନେ କୁମ ପୂଝାରୀ ବିଲେଇ ଚବାରେ ଖଁଡ଼ିଆଖବରା ହେଇ କଲମପୁର ଡାକ୍‌ତରଖାନାରେ ଚିକିଛାଧୀନ ଅବସ୍‌ତାରେ ଆରପାରକେ ଚାଲିଯାଇଥିଲେ। ପୁଓ ଆର ଆପ୍‌ନେର ମୁର୍‌ତୁରେ ବାସନ୍ତି ପୂରାପୂରି ଭାଂଗି ପଡ଼ିଛନ୍‌। ସେଦିନ୍‌ଠାନୁ ସେ ନିଜର ପୁରନା ଦଦ୍‌ରା ମାଏଟ୍‌ କୁରିଆରେ ନିସାହା ଜୀବନ୍‌ ବିତଉଛନ୍‌। ଇଆଡ଼େ ସରକାରୀ ସାହାଯ୍‌ କହେଲେ ପଁଚେତ୍‌ରୁ ମାସିକ ମିଲୁଥିବାର ଚାଉଲ ଦୁରା ଆର ଭତା ନ ସାହାଭରସା। ଇଆଡ଼େ ଅଭାବ ଅନାଟନାରୁ ପୁରନା ଦଦ୍‌ରା ମାଏଟ୍‌ କୁରିଆର ମରାମତି ବି କରି ନାଇଁପାରବାର। ଏନ୍‌ତାଥି ସେ ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପଁଚେତ୍‌ରୁ ବ୍ଲକ ତକ୍‌ ଭିନେ ଭିନେ ଅଧ୍‌କାରୀକୁଁ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ସେନ୍‌ତା ପୁଓ ଆର ଆପ୍‌ନେକେ ହରାବାର ଅନେକ୍‌ ଦିନ ବିତିଯାଇଥିଲେ ବି ବାସନ୍ତି ଆଏଜ୍‌ତକ ହରିଶ୍ଚନ୍ଦ୍ର, ପରିବାର ମଙ୍ଗଳ ଯୋଜନାର ସାହାଯ୍‌ ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ମୋର ଭାଏଗ୍‌ରେ ଖାଲି ଭତା ଆର ଚାଉଲ ଦୁରା ଅଛେ। ପକାଘର ଆର ଉନିଆ ସରକାରୀ ସାହାଯ୍‌ ମୁଇଁ ମଲା ଉତାରୁ ମିଲବା ବଲି କଁଦ୍‌କଁଦ୍‌ନିଅଁା ହେଇ ସେ କହିଥିଲେ। ଥାନୀଅ ପରଶାସନ ଇ ଦିଗେ ଦୁରୁଷ୍‌ଟି ଦେଇ ବାସନ୍ତିକୁଁ ଆବାସ ଯୋଜନାରେ ଘରଖଁଡ଼େ ଆର ପରିବାର ମଙ୍ଗଳ ଯୋଜନାର ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ କଲମପୁର ବିଡିଓ ହେମସାଗର ଭୋଇକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ଯେତେ ଜଲଦି ହେବା ତାହାକୁ ନିୟମ ହିସାବେ ସବୁପରକାର ସରକାରୀ ସାହାଯ୍‌ ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟକ୍ଷମ ହେଲା ଦେଓ ପ୍ରକଳ୍ପ

ବାରିପଦା ଅଫିସ/ଠାକୁରମୁଣ୍ଡା, ୨୬।୬ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଲକ ହାତୀବାରିଠାରେ ନିର୍ମାଣାଧୀନ ବହୁ ପ୍ରତିକ୍ଷୀତ ଦେଓ ମଧ୍ୟମ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। ଶୁକ୍ରବାର ପରୀକ୍ଷାମୂଳକ...

୬ରେ ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ, ୫।୭: ଆସନ୍ତା ୬ତାରିଖରେ ଗର୍ଭଗୃହ ଯାଞ୍ଚ କରାଯିବ। ଏଥିପାଇଁ ଶୁକ୍ରବାର ଗର୍ଭଗୃହରେ ଭାରା ବନ୍ଧାଯିବ। ଶ୍ରୀଜଗନ୍ନାଥ ମନ୍ଦିର ବୈଷୟିକ କୋର କମିଟି, ଶ୍ରୀମନ୍ଦିର...

ଭୁବନେଶ୍ୱର ଆସିବାକୁ ପୁରୁଷ ହକି ଟିମ୍‌କୁ ଆମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଭାରତୀୟ ପୁରୁଷ ହକି ଟିମ୍‌ ସହ ଭିଡିଓ କଲରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।...

ମନୀଷ ମୃତ୍ୟୁ ମାମଲା: ୩ ଅଭିଯକ୍ତଙ୍କୁ ମିଳିଲା ରିମାଣ୍ଡ ଅନୁମତି

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ଦାସ ହତ୍ୟା ମାମଲାରେ ୩ ଅଭିଯୁକ୍ତଙ୍କୁ ୪ ଦିନିଆ ରିମାଣ୍ଡରେ ନେବ ଇନ୍‌ଫୋସିଟି ପୋଲିସ। ସୋମବାରଠରୁ ସେମାନଙ୍କୁ ରିମାଣ୍ଡରେ...

ଆଜିଠୁ ହାଲୁକା ବର୍ଷା, ବଜ୍ରପାତ ସତର୍କତା

ଭୁବନେଶ୍ୱର, ୧୮।୨(ବ୍ୟୁରୋ): ବିଦର୍ଭ ଓ ଆଖପାଖ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୧.୫ କି.ମି. ଯାଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଓଡ଼ିଶାର କିଛି ଜିଲାରେ...

ଥରିଲା ବାଲେଶ୍ୱର

ବାଲେଶ୍ୱର ଅଫିସ, ୨୫।୧୨: ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାରେ ଶୁକ୍ରବାର ଅପରାହ୍ନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରର...

ଶୀତ ଗାଏବ: ଉପକୂଳରେ କୁହୁଡି, ୧୩ରେ ହାଲୁକା ବର୍ଷା

ଭୁବନେଶ୍ୱର,୧୨।୧୨(ବ୍ୟୁରୋ): ଡିସେମ୍ବର ମାସ ଅଧା ହେଲାଣି। ମାତ୍ର ଏପର୍ଯ୍ୟନ୍ତ ଶୀତର ଦେଖା ନାହିଁ। ସହରାଞ୍ଚଳରେ ଶୀତ ଗାଏବ ହୋଇଯାଇଥିଲେ ମଧ୍ୟ ବଣପାହାଡ଼ ଘେରା ଜିଲାରେ ବି...

ଜାଲ ଚିଠିରେ ଦରମା ବୃଦ୍ଧି

କେନ୍ଦୁଝର,୫ା୭: କେନ୍ଦୁଝର ଜିଲା ଶିକ୍ଷା ବିଭାଗରେ ଜାଲ ଚିଠିରେ ଶିକ୍ଷକଙ୍କ ବେତନ ବୃଦ୍ଧି କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ...

Advertisement
Archives

Model This Week