Posted inଜାତୀୟ

ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତଦେହ ଉଦ୍ଧାର

ଜୟପୁର,୧୨।୧୧: ରାଜସ୍ଥାନରେ ଥିବା ସମ୍ବର ହ୍ରଦରୁ ହଜାରେରୁ ଅଧିକ ପକ୍ଷୀଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏଥିରେ କେତେକ ବିଦେଶୀ ପକ୍ଷୀ ମଧ୍ୟ ରହିଥିବା କୁହାଯାଉଛି। ହ୍ରଦର ଜଳ ଦୂଷିତ ହେବା ଅବା କୌଣସି ଭୁତାଣୁ ଜନିତ ରୋଗରୁ ପକ୍ଷୀଙ୍କ ମୃତ୍ୟୁ ହୋଇଥିବା ସହକାରୀ ବନ୍ୟ ସଂରକ୍ଷକ ସଞ୍ଜୟ କୌଶିକ୍‌ ସୂଚନା ଦେଇଛନ୍ତି। ଏତେ ସଂଖ୍ୟକ ପକ୍ଷୀଙ୍କ ମୃତ୍ୟୁ ନେଇ ବନ୍ୟ ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟ ମାମଲାରେ ୭୭ ଗିରଫ

ଲକ୍ଷ୍ନୌ,୧୧।୧୧: ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ସାମ୍ପ୍ରଦାୟିକ ହିଂସାକୁ ଏଡାଇବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ହେଲେ କିଛି ବ୍ୟକ୍ତି ରାଜ୍ୟରେ...

ନୁହ ହିଂସାରେ ୬ ଜଣଙ୍କ ମୃତ୍ୟୁ, ୧୧୬ ଗିରଫ: ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର

ହରିୟାଣାର ନୁହରେ ସାମ୍ପ୍ରଦାୟିକ ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ହିଂସାରେ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୧୬ ଜଣଙ୍କୁ ଗିରଫ କରାଯାଥିବା ବୁଧବାର ମୁଖ୍ୟମନ୍ତ୍ରୀ ମନୋହର...

୨୦୨୦ରେ ଏଲ୍‌ଓସିରେ ୩୮୦୦ରୁ ଅଧିକଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ, ୨୨।୧୦: ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର କୁହାଯାଇଛି, ପାକିସ୍ତାନ ସୈନ୍ୟମାନେ ଚଳିତ ବର୍ଷ ଜମ୍ମୁ କଶ୍ମୀରରେ ଥିବା ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଓସି)ରେ ୩,୮୦୦ରୁ...

ସନ୍ଦେହଜନକ ଅବସ୍ଥାରେ ମିଳିଲା ପ୍ରସିଦ୍ଧ ବଙ୍ଗୀୟ ଲେଖକ ସୁଜନ ଦାସଗୁପ୍ତାଙ୍କ ମୃତଦେହ

କୋଲକାତା,୧୮।୧: ପ୍ରସିଦ୍ଧ ବଙ୍ଗୀୟ ଲେଖକ ସୁଜନ ଦାସଗୁପ୍ତାଙ୍କ ମୃତଦେହ ତାଙ୍କ ଘରୁ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। କୋଲକାତାରେ ଥିବା ତାଙ୍କ ଫ୍ଲାଟ୍‌ର ଗାଧୁଆଘରେ ବୁଧବାର...

ଆଗୁଆ ହେବ ଲୋକସଭା ନିର୍ବାଚନ: ନୀତୀଶ କୁମାର…

ପଟନା,୧୫।୬ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଗୋଟିଏ ପଟେ ଭାଜପା...

ଶପଥ ନେଲେ ସୋନିଆ, ମୁଲାୟମ୍‌

ନୂଆଦିଲ୍ଲୀ,୧୯ା୬(ପି.ଟି.): ସପ୍ତଦଶ ଲୋକ ସଭାର ଦ୍ୱିତୀୟ ଦିବସରେ ମଙ୍ଗଳବାର ଆଉ କେତେକ ସଦସ୍ୟ ଶପଥଗ୍ରହଣ କରିଛନ୍ତି। କଂଗ୍ରେସର ବରିଷ୍ଠ ନେତ୍ରୀ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ...

ଗରିବ ଛାତ୍ରଙ୍କ ମହଙ୍ଗା କାର୍‌, ପୋଲ୍‌ ଖୋଲିବାରୁ ପରିବାର ଫେରାର

ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଧନୀ ବ୍ୟକ୍ତି ନିଜ ସନ୍ତାନକୁ ନାମୀ ସ୍କୁଲରେ ଆଡମିଶନ କରିବା ପାଇଁ ଏମିତି...

‘କୌଣସି ଝଡ଼ ଆସିବ ନାହିଁ’

ମୁମ୍ବାଇ,୨୧।୬: ମହାରାଷ୍ଟ୍ରର ଉଦ୍ଧବ ସରକାରରେ ଏକ ବଡ ବିଦ୍ରୋହ ସୃଷ୍ଟି ହେବାର ସମ୍ଭାବନା ଦେଖାଯାଉଛି। ଏମ୍‌ଏଲସି ନିର୍ବାଚନ ଫଳାଫଳ ଆସିବା ପରଠାରୁ ଶିବସେନା ମନ୍ତ୍ରୀ ଏକନାଥ...

Advertisement
Archives

Model This Week