ସମୁଦ୍ର ଓ ଆକାଶରେ ମିଳିତ ଭାବେ କାର୍ଯ୍ୟ କରିବେ ଭାରତ-ରୁଷିଆ: ମୋଦିଙ୍କ ଘୋଷଣା

ଭ୍ଲାଡିଭୋଷ୍ଟକ୍‌,୫।୯: ଭାରତ-ରୁଷିଆ ଏଣିକି ସମୁଦ୍ର ଏବଂ ଆକାଶରେ ମିଳିତ ଭାବେ କାର୍ଯ୍ୟ କରିବେ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଷ୍ଟର୍ଣ୍ଣ ଇକୋନୋମିକ୍‌ ଫୋରମରେ ଘୋଷଣା କରିଛନ୍ତି। ଭାରତ-ରୁଷିଆ ମଧ୍ୟରେ ୫୦ ଦ୍ୱିପାକ୍ଷିକ ଚୁକ୍ତି ହୋଇଥିବା ମୋଦି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମୀର୍‌ ପୁଟିନ୍‌ ଲୋକ ସଭା ନିର୍ବାଚନ ପୂର୍ବରୁ ନିମନ୍ତ୍ରଣ କରିଥିବା ମୋଦି କହିଛନ୍ତି। ଏହି ଅବସରରେ ମୋଦି ରୁଷିଆର ପୂର୍ବାଞ୍ଚଳର ସମସ୍ତ ୧୧ ଗଭର୍ନରଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ ଦେଇଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଲିଓ ଟଲଷ୍ଟୟଙ୍କ ନୀତି ପରସ୍ପରକୁ କିଭଳି ପ୍ରଭାବିତ କରିଥିଲା ସେ ନେଇ ମୋଦି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଇନ୍ସ ୟୁନିଭର୍ସିଟି ଚାନ୍‌ସେଲର ହେଲେ ହିଲାରୀ

ଓ୍ବାଶିଂଶନ/ଲଣ୍ଡନ,୩ା୧(ପି.ଟି.):ଆମେରିକାର ପୂର୍ବତନ ପରରାଷ୍ଟ୍ର ସଚିବ ହିଲାରୀ ରୋଡ୍‌ହାମ୍‌ କ୍ଲିଣ୍ଟନଙ୍କୁ ବ୍ରିଟେନର କୁଇନ୍ସ ୟୁନିଭର୍ସିଟିର ପ୍ରଥମ ମହିଳା ଚାନ୍‌ସେଲର ଭାବେ ନିଯୁକ୍ତି ମିଳିଛି। ୨୦୧୮ରେ ଉକ୍ତ ବିଶ୍ୱବିଦ୍ୟାଳୟରୁ...

ଫେସବୁକ୍‌ ଆପ୍‌ କହିବ ଭବିଷ୍ୟବାଣୀ !

ସାନ୍‌ ଫ୍ରାନସିସ୍‌କୋ,୨୫।୬: ସୋସିଆଲ ମିଡିଆର ସବୁଠାରୁ ବଡ ପ୍ଲାଟଫର୍ମ ଫେସବୁକ୍‌ ଏବେ ଏକ ବଡ ଯୋଜନାରେ ଥିବା ଜଣାପଡିଛି। ଫେସ୍‌ବୁକ୍‌ ଖୁବ୍‌ଶୀଘ୍ର ଏକ ଫୋରକାଷ୍ଟ ଆପ୍‌...

ପ୍ରିନ୍ସ ୱିଲିୟମଙ୍କୁ ହୋଇଥିଲା କରୋନା, ୭ ମାସ ପରେ କଲେ ଖୁଲାସା

ଲଣ୍ଡନ,୨।୧୧: ସାରା ବିଶ୍ୱରେ ଅନେକ ସେଲିବ୍ରିଟିମାନେ ମହାମାରୀ କରୋନା ଆକ୍ରାନ୍ତ ହେବା ନଜିର ରହିଛି। ଏହି କ୍ରମରେ ବ୍ରିଟେନର ରାଜ ପରିବାରର ସଦସ୍ୟ ପ୍ରିନ୍ସ ୱିଲିୟମ...

ନେତାନ୍ୟାହୁ ବିଫଳ:ଇସ୍ରାଏଲରେ ହେବ ସାନି ନିର୍ବାଚନ

ଜେରୁଜେଲମ୍‌,୩୧।୫ :(ପି.ଟି.):ପୁଣି ଇସ୍ରାଏଲରେ ଜାତୀୟ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ମିଳିତ ସରକାର ଗଠନ କରିବାରେ ବିଫଳ ହେବା ପରେ ଦେଶରେ ପ୍ରଥମଥର ଲାଗି ଏଭଳି...

ଯୁଦ୍ଧକୁ ରୋକିବାର ସମୟ ଆସିଯାଇଛି, ନଚେତ ଆଗକୁ ପରିଣାମ ଭୟାବହ ହେବ

କ୍ୱିଭ୍‌,୧୯।୩: ଆମେରିକା ଓ ୟୁରୋପୀୟ ଦେଶ ସମେତ ସମସ୍ତ ଆନ୍ତର୍ଜାତୀୟ ଚାପ ସତ୍ତ୍ୱେ ମଧ୍ୟ ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ବନ୍ଦ କରିବାର ନା ନେଉନି।...

ବିଦ୍ୟାଳୟରେ ବିସ୍ଫୋରଣ: ୧୬ ମୃତ, ୨୪ ଆହତ

କାବୁଲ,୩୦ା୧୧: ପୁଣି ଥରେ ଆଫଗାନିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଆଇବାକ୍‌ ସହରର ଏକ ବିଦ୍ୟାଳୟରେ ଘଟିଛି। ଏହି ବିସ୍ଫୋରଣରେ ପ୍ରାୟ...

ବେସରକାରୀ ଶିକ୍ଷକଙ୍କୁ ଅନ୍‌ଲାଇନ୍‌ କ୍ଲାସ ନେବାକୁ ବାରଣ

ବେଜିଂ,୮ା୯: ଚାଇନା ବୁଧବାର ବେସରକାରୀ ଶିକ୍ଷକମାନଙ୍କୁ ଅନଲାଇନ କ୍ଲାସ ନେବାକୁ ବାରଣ କରିଛି। ଆବାସିକ କୋଠା, ହୋଟେଲ ଏବଂ କଫି ଦୋକାନ ପରି ପଞ୍ଜୀକୃତ ହୋଇ...

ଟୁଇଟରକୁ ବ୍ୟାନ କଲା ନାଇଜେରିଆ

ଅବୁଜ,୪।୬: ନାଇଜେରିଆରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଶୁକ୍ରବାର ବ୍ୟାନ୍‌ କରିଦିଆଯାଇଛି। ଦେଶର କର୍ପୋରେଟ୍‌ ବ୍ୟବସ୍ଥାକୁ ଦୁର୍ବଳ କରୁଥିବାରୁ ଆମେରିକୀୟ କମ୍ପାନୀ ବିରୋଧରେ କେନ୍ଦ୍ର ସରକାର...

Advertisement
Archives

Model This Week