Posted inଜାତୀୟ

ସବୁ ଘରକୁ ଏଲ୍‌ପିଜି ସଂଯୋଗରେ ପ୍ରଥମ ରାଜ୍ୟ ହିମାଚଳ ପ୍ରଦେଶ

ଶିମ୍‌ଲା,୨୭।୧୨: ହିମାଚଳ ପ୍ରଦେଶର ପ୍ରତି ଘରକୁ ମିଳିଲା ଏଲ୍‌ପିଜି କନେକଶନ। ଶୁକବ୍ରାର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘୋଷଣା କରିବା ସହ ହିମାଚଳ ପ୍ରଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ପ୍ରତି ଘରେ ଏଲ୍‌ପିଜି ସଂଯୋଗ ହେବାରେ ହିମାଚଳ ପ୍ରଦେଶ ପ୍ରଥମ ରାଜ୍ୟର ମାନ୍ୟତା ପାଇଛି। ଶୁକ୍ରବାର ରିଜ ମଇଦାନରେ ଏକ ରାଲିକୁ ସମ୍ବୋଧନ କରିବା ଅବସରରେ ସେ ଏହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକ ଭୋଟ ନୋଟାକୁ ଗଲେ ଫଳାଫଳ ରଦ୍ଦ ହେଉ

ନୂଆଦିଲ୍ଲୀ,୧୬।୩(ପି.ଟି.): ନିର୍ବାଚନରେ ଯଦି ସର୍ବାଧିକ ଭୋଟ ନୋଟା (ନନ୍‌ ଅଫ୍‌ ଦି ଏବଭ୍‌)କୁ ଯାଏ ତେବେ ଫଳାଫଳ ରଦ୍ଦ କରି ସାନି ନିର୍ବାଚନ କରାଇବା ପାଇଁ...

କରୋନା ବିରୋଧରେ ମୋଦିଙ୍କ ଜନ ଆନ୍ଦୋଳନ: ଲଢ଼େଇ ପାଇଁ ହେବା ଏକଜୁଟ

ନୂଆଦିଲ୍ଲୀ, ୮।୧୦: କରୋନା ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁୁରୁବାର ଜନ ଆନ୍ଦୋଳନ ଆରମ୍ଭ କରିଛନ୍ତି। ମୋଦି ଟୁଇଟ୍‌ କରି ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ,...

ପାଳିରେ ହେଉ ୪ ରାଜଧାନୀ: ମମତା

କୋଲକାତା, ୨୪।୧: ଭାରତରେ ପାଳିକରି ୪ଟି ରାଜଧାନୀ ହେବା ଆବଶ୍ୟକ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ନେତାଜୀ ଜୟନ୍ତୀ ପାଳନ ଅବସରରେ ଏକ...

ହଜାରେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା

ପୁଣେ,୩।୧୨: କରୋନା ଟିକା ମୂଲ୍ୟକୁ ନେଇ ଦୀର୍ଘ ଦିନରୁ ଆଲୋଚନା ହେଉଛି। ରବିବାର ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏହି ଟିକା...

ଭାରତରେ କରୋନା ଲଢ଼େଇ: ପ୍ରତି ୧୦ ଲକ୍ଷରେ ଘଟୁଛି ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅଚଳାବସ୍ଥା ଜାରି ରହିଛି। ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ କରୋନା...

ଟିଏମ୍‌ସି-ଭାଜପା ଅଡିଓ ଟେପ୍‌ ଓ୍ବାର୍‌

କୋଲକାତା,୨୮।୩: ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋର୍‌ଦାର ହେଉଥିବାବେଳେ ଅଡିଓ ଟେପ୍‌ ମାଧ୍ୟମରେ ଦୁଇ ଦଳ ପରସ୍ପରକୁ ଦୋଷାରୋପ କରିବା...

ମୃତ ଶିଶୁକୁ ପୋତିବାକୁ ଯାଉଥିବା ବେଳେ ଉଦ୍ଧାର ହେଲା ଜୀବନ୍ତ ଶିଶୁ

ବରେଲି,୧୪।୧୦: କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରିବ ବଳବନ୍ତ। ଏହି ଲୋକ କଥାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ବରେଲି ଜିଲାରେ।...

ଜେଡିୟୁ, ଆର୍‌ଜେଡି ପ୍ରାର୍ଥୀ ତାଲିକା ଘୋଷିତ

ପାଟନା,୬।୧୦: ବିହାର ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ ଲାଗି ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଥିବାବେଳେ ସୋମବାର ଜେଡିୟୁ ଓ ଆର୍‌ଜେଡି ପକ୍ଷରୁ ପ୍ରାର୍ଥୀତାଲିକା...

Advertisement


Archives

Model This Week

Why Dharitri