Advertisement

ସଟ ଡାଉନ ସଫଳ ହେଇଛି:ଡିଜିପି

ଭୁବନେଶ୍ୱର: ସଟ୍‌ଡାଉନ ସମ୍ପର୍କରେ ଡିଜିପି ଅଭୟଙ୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭଦ୍ରକ, କଟକ, ଭୁବନେଶ୍ବରରେ ସଟ୍‌ଡାଉନ ସଫଳ ହୋଇଛି । ଅଞ୍ଚଳବାସୀ ଓ ପୋଲିସ କର୍ମୀଙ୍କୁ ଧନ୍ୟବାଦ ଜଣାଇଲେ ଡିଜିପି।
ସଟ ଡାଉନ ନିୟମ ଉଲଂଘନ କରିବାରୁ ୨୭୦୦ରୁ ଅଧିକ ମାମଲା ରୁଜୁ ହୋଇଛି, ୨୪୦୦ରୁ ଅଧିକ ନିୟମ ଉଲ୍ଲଂଘନକାରୀ ଗିରଫ ହୋଇଛନ୍ତି । ୪ ହଜାରରୁ ଅଧିକ ଗାଡ଼ି ଜବତ କରିଛି ପୋଲିସ । ଗୁଜବ କିମ୍ବା ସନ୍ଦେହଜନକ ଖବର ପ୍ରଚାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଯଦି କାହା ମୋବାଇଲକୁ କିଛି ଗୁଜବ ଆସୁଛି ତାକୁ ତୁରନ୍ତ ପୋଲିସକୁ ପଠାଇ କ୍ଲାରୀଫାଏ କରାଇନିଆନ୍ତୁ। ଆଉ ପୋଲିସକୁ ତଦାନ୍ତରେ ସହଯୋଗ କରନ୍ତୁ ବୋଲି ଡିଜିପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫୁଲ ତୋଳୁଥିଲେ ମହିଳା, ସୁନା ଚେନ୍‌ ଝାମ୍ପିନେଲେ ଲୁଟେରା

କେନ୍ଦୁଝର,୭ା୧୨(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ କଲେଜରୋଡ୍‌ ସାତସିଙ୍ଗା ନିକଟରେ ଜଣେ ମହିଳାଙ୍କଠାରୁ ସ୍ପଷ୍ଟ ଦିବାଲୋକରେ ସୁନା ଚେନ୍‌ ଲୁଟ୍‌ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ...

ନଦୀ ସାଜିଛି ପ୍ରତିବନ୍ଧକ

ଉଦଳା,୨୩ା୧୦(ଡି.ଏନ୍‌.ଏ.)- ବର୍ଷା ଆସିଲେ ଛାତିରେ ଛନକା ପଶେ। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବା ଆଶଙ୍କା ଘାରେ। ବର୍ଷା ହେଉ କିମ୍ବା ଅନ୍ୟ ଦିନଗୁଡ଼ିକରେ ନଦୀ ପ୍ରତିବନ୍ଧକ...

ତହସିଲ ଅଫିସ ଆଗରେ ୧୯ ବାସନ୍ଦ ପରିବାରଙ୍କ ଧାରଣା

କୃଷ୍ଣପ୍ରସାଦ,୮ା୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁରୁପାଳ ଗାଁରେ ନିର୍ବାଚନକୁ ନେଇ ବିବାଦ ଲାଗିରହିଛି। ଏଥିଯୋଗୁ ୧୦ ମାସ ଧରି ଗ୍ରାମର ୧୯ ପରିବାରକୁ ବାସନ୍ଦ...

ସାତଭାୟା କାହାଣୀ କହିବ ‘କାଲିର ଅତୀତ’

ଭୁବନେଶ୍ୱର,୨୦ା୧୨(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଦ୍ୱାରା ଆୟୋଜିତ ଗୋଆ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲ ପାନୋରମାରେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ ଓଡ଼ିଆ ଫିଲ୍ମ ‘କାଲିର...

ପୂରଣ ହେଲାନି ମାଛ ଝୋଳ ଖାଇବା ଇଚ୍ଛା

ନନ୍ଦପୁର,୧୧ା୩ : କୋରାପୁଟ ଜିଲା ନନ୍ଦପୁର ବ୍ଲକ ପାଡୁଆ ଥାନା ଅଧୀନ ପଡ଼ଇସିଂହ ଗ୍ରାମ ନିକଟସ୍ଥ ପାତାଳି ନଦୀର ହଳଦୀଘାଟକୁ ଗୁରୁବାର ୨ ଜଣ ନାବାଳିକା...

ଗୁଜରାଟରେ କରୋନା ବିସ୍ଫୋରଣ: ଅହମଦାବାଦ ଇନଷ୍ଟିଚ୍ୟୁଟ କ୍ୟାମ୍ପସ କଣ୍ଟେନମେଣ୍ଟ ଜୋନ ଘୋଷଣା

ଗାନ୍ଧିନଗର,୯ ।୫: ଗୁଜରାଟରେ ବେଳକୁ ବେଳ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅହମଦାବାଦରେ ଥିବା ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍ ଡିଜାଇନରେ ୨୪ କରୋନା...

କାର୍ଯ୍ୟରେ ଯୋଗଦେଲେ କଲମପୁର ଗୋଷ୍ଠୀ ଶିକ୍ଷାଧିକାରୀ

ଭବାନୀପାଟଣା,୧୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କଲମପୁର ଗୋଷ୍ଠୀ ଶିକ୍ଷାଧିକାରୀ ଭାବେ ଜୁନାଗ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ତପିମଣି ଜାନୀ କାର୍ଯ୍ୟରେ ଯୋଗ ଦେଇଛନ୍ତି । ତେବେ...

ବସ୍‌-ବାଇକ୍‌ ଧକ୍କା, ୩ ମୃତ

ଚମ୍ପୁଆ, ୧୧।୧୦(ଡି.ଏନ.ଏ.) କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଟୋଲକନଣ୍ଡା ଠାରେ ଏକ ଯାତ୍ରୀବାହି ବସ୍‌ ସହ ବାଇକ ଦୁର୍ଘଟଣା ଘଟିବାରୁ ଘଟଣା ସ୍ଥଳରେ ୨ ବାଇକ...

Advertisement
Archives

Model This Week