ଶୀତଦିନେ ଗ୍ଲାସେ ଉଷୁମ ପାଣି ସହିତ ଖାଆନ୍ତୁ ଏହି ଗୁଣ୍ଡ…

ସକାଳୁ ଖାଲି ପେଟରେ ଉଷୁମ ପାଣି ସହିତ ଶୁଣ୍ଠି ଗୁଣ୍ଡ ଖାଇଲେ ମିଳିଥାଏ ଅନେକ ସୁଫଳ । ଏହା ମ୍ୟୁକୋଲାଇଟିସ୍‌ ଭାବେ କାର୍ଯ୍ୟ କରିଥାଏ। ଏହାଦ୍ୱାରା ଫୁସ୍‌ଫୁସ୍‌ରେ ଜମିଥିବା କଫ ତରଳି ବାହାରି ଯାଇଥାଏ। ଫଳରେ କାଶରୁ ମୁକ୍ତି ମିଳେ। ଆଜ୍‌ମା ରୋଗୀ ସକାଳୁ ଏପରି ନିୟମିତ କଲେ ଏଥିରୁ ମୁକ୍ତି ମିଳେ। ଉଷୁମ ପାଣି ସକାଳୁ ପିଇଲେ ରକ୍ତ ସଞ୍ଚାଳନ ଭଲ ଭାବେ ହୋଇଥାଏ। ଏହାଦ୍ୱାରା ହାର୍ଟ ଆଟାକ୍‌ର ଆଶଙ୍କା ଦୂର ହୁଏ। ଶୁଣ୍ଠି ବଦହଜମୀ, ଏସିଡିଟିରୁ ଦୂରେଇ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ନିୟମିତ ଏପରି କଲେ ମେଦବହୁଳତା ଆଶଙ୍କା ଦୂର ହୋଇଥାଏ। ସେହିପରି କିଡ୍‌ନୀ ସମସ୍ୟାରୁ ଏହା ଦୂରେଇ ରଖିଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଗୃହିଣୀରୁ ଉଦ୍ୟୋଗୀ

ଓଡ଼ିଆ ପରମ୍ପରାରେ ସାଧବମାନେ ବାଣିଜ୍ୟ କରିବାର ପରମ୍ପରା ଥିଲା। ଏବେ ପୂର୍ବ ଭଳି ସେହି ପରମ୍ପରା ନାହିଁ ସତ କିନ୍ତୁ ବାଣିଜ୍ୟ କ୍ଷେତ୍ର ବେଶ୍‌ ଅଗ୍ରଗତି...

ବିଶ୍ୱ ଜଳ ଦିବସ: ଜଳର ମହତ୍ତ୍ୱ

ଜଳ ସମସ୍ୟା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ସମସ୍ୟାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବା ଲକ୍ଷ୍ୟ ନେଇ ୧୯୯୩ ମସିହାଠାରୁ ପ୍ରତିବର୍ଷ...

କିଡ୍‌ନୀ ଷ୍ଟୋନ ଦୂରକରିବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ଉପାୟ..

ସପୁରୀ, ଏକ ସ୍ବାଦିଷ୍ଟ ଫଳ। ଏଥିରେ ଭିଟାମିନ୍‌ ଏ, ଭିଟାମିନ୍‌ ସି, ପୋଟାସିୟମ, ଫାଇବର, ଆଣ୍ଟିଅକ୍ସିଡାଣ୍ଟ ଓ ଫସଫରସ୍‌ ଭରପୂର ମାତ୍ରାରେ ରହିଥାଏ। ଏହା ଶରୀର...

ଆୟୁର୍ବେଦିକ୍‌ ହର୍ବାଲ୍‌ ଟି

ଆବଶ୍ୟକ ସାମଗ୍ରୀ- ପାଣି, ଅଁଳା ଗୁଣ୍ଡ, ଅଦା, ପୁଦିନା ପତ୍ର, ଆବଶ୍ୟକ ଅନୁସାରେ ଲୁଣ। ପ୍ରସ୍ତୁତି ପ୍ରଣାଳୀ- ଅଁଳା ଚା ତିଆରି କରିବା ପାଇଁ ଏକ...

ମାନସିକ ଅବସାଦରୁ ଦୂରେଇ ରହିବା ପାଇଁ ସକାଳୁ ଏଥିରୁ କପେ…

କଫି ଅନେକ ପୋଷକ ତତ୍ତ୍ୱରେ ଭରପୂର। ଏହା ଶରୀର ପାଇଁ ବେଶ୍‌ ଉପକାରୀ। ପ୍ରତିଦିନ ସକାଳୁ କପେ କଫି ପିଇଲେ ମାନସିକ ଅବସାଦ ଦୂର ହୁଏ...

ଜନ୍ମରୁ ସମସ୍ତ ବ୍ୟକ୍ତିଙ୍କ ପାଖରେ ଥାଏ ଏହି ଗୁଣ, ଚାଣକ୍ୟ କହିଲେ ସଠିକ୍‌ ବ୍ୟବହାରରେ ମିଳିଥାଏ ସଫଳତା

ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ,କିଛି ଗୁଣ ଏପରି ଥାଏ ଯାହା ମଣିଷକୁ କେହି ଶିଖାଇପାରିବ ନାହିଁ। କାରଣ ସେହି ଗୁଣ...

ଭାକ୍ସିନ୍‌ ନେଲେ ବି ମାସ୍କ୍‌ ପିନ୍ଧିବା-ସାମାଜିକ ଦୂରତା ଜରୁରୀ…

ଓ୍ବାଶିଂଟନ,୭।୬: ପୃଥିବୀରେ କରୋନା ମହାମାରୀ ତାଣ୍ଡବ ରଚିଛି। ଏପରିସ୍ଥଳେ ଆମେରିକାର ନର୍ଥ କାରୋଲିନା ବିଶ୍ୱବିଦ୍ୟାଳୟର ଗବେଷକ ଭାକ୍ସିନ୍‌ ନେବା ପରେ କରୋନା ସଂକ୍ରମଣର ଆଶଙ୍କା ଦୂର...

ସମାଜରେ ଏପରି ଲୋଙ୍କୁ କୁହାଯାଏ ଯୋଗ୍ୟ, କେବେ ହୁଅନ୍ତିନି ବିଫଳ

ଜଣେ ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଭାବରେ ବିବେଚିତ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ସେ...

Advertisement
Archives

Model This Week