Posted inଜାତୀୟ

ଶିଶୁଦିବସ ଉପଲକ୍ଷେ ସ୍ବତନ୍ତ୍ର ଡୁଡୁଲ କଲା ଗୁଗୁଲ

ନୂଆଦିଲ୍ଲୀ,୧୪।୧୧:ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଆଜି ଜନ୍ମଦିବସ। ଏହି ଦିନଟିକୁ ସାରା ଦେଶରେ ଶିଶୁଦିବସ ଭାବେ ପାଳନ କରାଯାଏ। ୧୮୮୯ ନଭେମ୍ବର ୧୪ରେ ନେହେରୁ ଆହ୍ଲାବାଦରେ ଜନ୍ମଗ୍ରହଣ କରିଥିଲେ। ଛୋଟ ପିଲାଙ୍କୁ ସେ ଅତ୍ୟନ୍ତ ଭଲ ପାଉଥିଲେ। ସେଥିପାଇଁ ପିଲାଙ୍କ ଗହଣରେ ସେ ‘ଚାଚା ନେହେରୁ’ ନାମରେ ପରିଚିତ ଥିଲେ। ଏହି ଅବସରରେ ଗୁଗୁଲ ସ୍ବତନ୍ତ୍ର ଡୁଡୁଲ ପ୍ରସ୍ତୁତ କରିଛି। ଏଥିରେ ପାହାଡ, ଗଛ ଏବଂ ସବୁଜ ପରିବେଶ ଦେଖାଯାଇଛି। ଯେଉଁଠି ପିଲାମାନେ ଖେଳିପାରିବେ। ପରିବେଶ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଗୁଗୁଲ ପକ୍ଷରୁ ଏଭଳି ଡୁଡୁଲ ପ୍ରସ୍ତୁତ କରାଯାଇଛି। ଶିଶୁମାନଙ୍କର ସୁରକ୍ଷା ଓ ସମୃଦ୍ଧି ପ୍ରତି ଯତ୍ନବାନ ଥିବା ନେହେରୁ ଶିଶୁମାନଙ୍କ ପ୍ରତି ରାଷ୍ଟ୍ରୀୟ ସଚେତନତା ବୃଦ୍ଧି ପାଇଁ ନିଜ ଜନ୍ମଦିନଟିକୁ ଶିଶୁଦିବସ ଭାବରେ ନାମିତ କରିଥିଲେ। ଶିଶୁମାନଙ୍କ ଅଧିକାର ପାଇଁ ସେ ନେହୁର ସର୍ବଦା ଲଢୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ପୁଣି ଲାଗିପାରେ ଝଟ୍‌କା: ଭାଜପାରେ ସାମିଲ ହୋଇପାରନ୍ତି ଟିଏମ୍‌ସିର ୪ ହେଭିୱେଟ

କୋଲକାତା,୩୦ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)କୁ ଝଟ୍‌କା ପରେ ଝଟ୍‌କା ଲାଗି ଚାଳିଛି । ଶନିବାର ପୁଣିଥରେ ଟିଏମ୍‌ସିର ୪...

ମଣିପୁର ସରକାରକୁ ବରଖାସ୍ତ କରନ୍ତୁ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୨ା୭: ମଣିପୁର ସ୍ଥିତିକୁ ନେଇ ସରକାର ଆଦୌ ଗମ୍ଭୀର ନୁହନ୍ତି। ତେଣୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜ୍ୟର ଭାଜପା ସରକାରକୁ ବରଖାସ୍ତ କରନ୍ତୁ ବୋଲି କଂଗ୍ରେସ ପକ୍ଷରୁ...

ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ଏବେ ହେବ ସହଜ

ନୂଆଦିଲ୍ଲୀ/ଲଣ୍ଡନ, ୨୨।୮: ବସ୍‌ରେ ଦିଲ୍ଲୀରୁ ଲଣ୍ଡନ ଯାତ୍ରା ଏବେ ସମ୍ଭବ ହୋଇପାରିବ। ଏନେଇ ଗୁଡ଼ଗାଓ୍ବଁର ଏକ ଘରୋଇ ଟ୍ରାଭେଲ୍‌ କମ୍ପାନୀ ଅଗଷ୍ଟ ୧୫ଠାରୁ ଏକ ବସ୍‌ର...

୨୬ ଜାନୁୟାରୀରୁ ସ୍କୁଲରେ ପ୍ରତିଦିନ ପାଠ କରାଯିବ ସମ୍ବିଧାନ ପ୍ରସ୍ତାବନା

ମୁମ୍ବାଇ,୨୨।୧: ମହାରାଷ୍ଟ୍ରରେ ଜାନୁୟାରୀ ୨୬ଠାରୁ ସମସ୍ତ ସ୍କୁଲରେ ପ୍ରତିଦିନ ସମ୍ବିଧାନ ପ୍ରସ୍ତାବନା ପାଠ କରାଯିବ। ପ୍ରତିଦିନ ପ୍ରାର୍ଥନା କ୍ଲାସ୍‌ ପରେ ଏହି ପାଠ କରାଯିବ ବୋଲି...

ମାର୍‌ପିଟ୍‌ କରି ସ୍ତ୍ରୀଙ୍କୁ ଶିକୁଳିରେ ବାନ୍ଧି ରଖିଥିଲେ ସ୍ବାମୀ: ମହିଳା ଆୟୋଗ ଟିମ୍‌ ପହଞ୍ଚିବା ପରେ…

ନୂଆଦିଲ୍ଲୀ,୨୫।୮: ତ୍ରିଲୋକପୁରୀ ଅଞ୍ଚଳରୁ ଦିଲ୍ଲୀ ମହିଳା ଆୟୋଗ ଜଣେ ୩୨ ବର୍ଷୀୟ ମହିଳାଙ୍କୁ ଉଦ୍ଧାର କରିଛନ୍ତି। ମହିଳାଜଣଙ୍କୁ ତାଙ୍କ ସ୍ବାମୀ ଲୁହା ଶିକୁଳିରେ ବାନ୍ଧି ଅତି...

ମୃତ ସ୍ବାମୀ ୫୦ ଦିନ ପରେ ହୋଇଉଠିଲେ ଜୀବିତ:ମାମଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଞ୍ଚି,୨୭।୪: ଝାଡଖଣ୍ଡରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପାକୁରର ଉମଡାପାଡା ଥାନା ନିବାସୀ ମହେଶ୍ୱର ଟୁଡୁଙ୍କ ସ୍ତ୍ରୀ ୫୦ ଦିନ ହେବ ସ୍ବାମୀଙ୍କ ମୃତଦେହ ଏବଂ...

୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କଲା ସେନା

ନୂଆଦିଲ୍ଲୀ,୧୪।୯: ଆର୍ମି ଇଷ୍ଟର୍ଣ୍ଣ କମାଣ୍ଡ ଶନିବାର ୯ ବର୍ଷର କୁକୁର ‘ଡଚ୍‌’ର ମୃତ୍ୟୁରେ ଶୋକ ପ୍ରକାଶ କରିଛି। ଇଷ୍ଟର୍ଣ୍ଣ କମାଣ୍ଡରେ କାର୍ଯ୍ୟରତ ଥିବା ଏହି କୁକୁର...

ଏସବୁ ୨୯ ଆପ୍‌ ଫୋନ୍‌ରୁ ଶୀଘ୍ର ହଟାନ୍ତୁ: ରହିଛି ଭାଇରସ୍‌

ନୂଆଦିଲ୍ଲୀ, ୨୯।୭: କେତେକ ଆପ୍‌ରେ ଭାଇରସ୍‌ ରହିଥିବାରୁ ସେଗୁଡ଼ିକୁ ଶୀଘ୍ର ଫୋନ୍‌ ରୁ ହଟାଇବା ଲାଗି ସତର୍କ ସୂଚନା ଜାରି କରାଯାଇଛି। ହ୍ବାଇଟ ଓପସ୍‌ର ଇଣ୍ଟେଲଜେନ୍ସ୍‌...

Advertisement
Archives

Model This Week