Posted inଜାତୀୟ

ଶାହିନ୍‌ ବାଗ୍‌ରେ ସିଏଏ-ଏନ୍‌ଆର୍‌ସିକୁ ବିରୋଧ: ହିନ୍ଦୁ-ମୁସଲମାନ୍‌-ଶିଖ୍‌-ଖ୍ରୀଷ୍ଟିଆନ୍‌ ଏକାଠି କଲେ ପୂଜା

ନୂଆଦିଲ୍ଲୀ,୧୩।୧: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଏବଂ ରାଷ୍ଟ୍ରୀୟ ନାଗରିକତ୍ୱ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ଦିଲ୍ଲୀର ଶାହିନ୍‌ ବାଗ୍‌ଠାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଜାରି ରହିଛି। ରବିବାର ପ୍ରଦର୍ଶନରେ ସାମିଲ୍‌ ଥିବା ହିନ୍ଦୁ-ମୁସଲମାନ୍‌-ଶିଖ୍‌-ଖ୍ରୀଷ୍ଟିଆନ୍‌ ଏକାଠି ନିଜ ନିଜ ପରମ୍ପରା ଅନୁସାରେ ପୂଜା କରିଛନ୍ତି। ଗତ ଏକ ମାସ ଧରି ଏଠାରେ ପ୍ରଦର୍ଶନ ଜାରି ରହିଥିବାବେଳେ ୧୦ ହଜାରରୁ ଅଧିକ ଲୋକ ଏଥିରେ ସାମିଲ ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆତଙ୍କବାଦୀ ଆକ୍ରମଣ ଅପରେଶନ୍‌ ‘ଗ୍ରୀନ୍‌ ବାର୍ଡ’ର ପର୍ଦ୍ଦାଫାଶ୍‌: ରାଜଧାନୀ ଏକ୍ସପ୍ରେସ୍‌ରେ ଆଇଇଡି ବିସ୍ଫୋରଣ ପାଇଁ ଆଇଏସ୍‌ଆଇ ରଚିଥିଲା ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୧୩।୮: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ପକ୍ଷରୁ ରଚାଯାଇଥିବା ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ଏହାକୁ ଅପରେଶନ ଗ୍ରୀନ୍‌ ବାର୍ଡ ଭାବେ...

ସମସ୍ତ ସରକାରୀ ସ୍କୁଲ ହେଲା ଡିଜିଟାଲ

ଥିରୁଭାନନ୍ତପୁରମ୍‌, ୧୩।୧୦: ପାଠପଢ଼ାରେ ଏକ ନମ୍ବର ରାଜ୍ୟ ପାଲଟି ଥିବା କେରଳରେ ଏବେ ଏକ ନୂଆ ଯୋଜନାରେ ରେକର୍ଡ କରିଛି। ରାଜ୍ୟ ସରକାର ସମସ୍ତ ସରକାରୀ...

୩୭୦ ଉଚ୍ଛେଦ ପରେ ମୋଦିଙ୍କ ପୁରୁଣା ଫଟୋ ଭାଇରାଲ

ନୂଆଦିଲ୍ଲୀ, ୫।୮: କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଠାଇବା ପରେ ଏବେ ସାରା ଦେଶରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ...

ରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି

ନୂଆଦିଲ୍ଲୀ,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଭେଟିଛନ୍ତି। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ଜଣାପଡିଛି॥ ରାଷ୍ଟ୍ରପତିଙ୍କ...

କୃଷି ଆଇନ ରିପୋର୍ଟ ସାର୍ବଜନୀନ ହେଉ

ନୂଆଦିଲ୍ଲୀ, ୨୪।୧୧: କେନ୍ଦ୍ର ସରକାରଙ୍କ ୩ କୃଷି ଆଇନ ଉପରେ ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ କମିଟି ଦେଇଥିବା ରିପୋର୍ଟକୁ ତୁରନ୍ତ ସାର୍ବଜନୀନ କରାଯାଉ କିମ୍ବା ଏହାକୁ...

ହୃଦଘାତରେ ବିଧାୟକଙ୍କ ପରଲୋକ

ଲକ୍ଷ୍ନୌ,୬।୯: ଉତ୍ତରପ୍ରଦେଶର ଗୋଲା ବିଧାନସଭାର ପାଞ୍ଚ ଥରର ବିଧାୟକ ଅରବିନ୍ଦ ଗିରିଙ୍କ ହୃଦଘାତରେ ମଙ୍ଗଳବାର ସକାଳୁ ପରଲୋକ ଘଟିଛି। ଅରବିନ୍ଦ ବର୍ତ୍ତମାନ ଭାଜପାର ବିଧାୟକ ଥିଲେ।...

ରାଜଧାନୀରେ ବଢିଚାଲିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୪।୪: ପୁଣିଥରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦିଲ୍ଲୀରେ ଦୈନିକ ୧ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ...

କେନ୍ଦ୍ର ସରକାରଙ୍କୁ ଘେରିଲେ ଲାଲୁ, କହିଲେ ଆରଏସଏସକୁ କରାଯାଉ ବ୍ୟାନ୍‌…

ପାଟନା, ୨୮।୯ : ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା ପରେ ଏବେ ଦେଶରେ ରାଜନୈତିକ ସ୍ଥିତିରେ ଉଷ୍ଣତା...

Advertisement
Archives

Model This Week