ଶହେରୁ ଅଧିକ ରୋଗରୁ ରଖେ ଦୂରେଇ…

ଗପସପ କରିବାକୁ ସମସ୍ତଙ୍କୁ ଭଲ ଲାଗେ। ବିଶେଷ କରି ଏଭଳି ଗୁଣ ମହିଳାମାନଙ୍କର କ୍ଷେତ୍ରରେ ଅଧିକ ଦେଖିବାକୁ ମିଳିଥାଏ। ଗପସପ ଦ୍ୱାରା ମାନସିକ ଶାନ୍ତି ମିଳିବା ସହିତ ଶହେରୁ ଅଧିକ ପ୍ରକାର ରୋଗ ଭଲ ହୋଇଥାଏ ବୋଲି ଏକ ଗବେଷଣାରୁ ଜଣାପଡିଛି । ଏହା ଦ୍ୱାରା ମନ ହାଲକା ହୋଇ ଯାଏ। ଲୋକଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ଆଲୋଚନା ମାଧ୍ୟମରେ ଅନେକ ଅଜଣା କଥା ଜାଣିବାକୁ ମିଳିଥାଏ। ଗପସପ ମାଧ୍ୟମରେ ଜ୍ଞାନ ତଥା ବିଚାରଧାରାର ମଧ୍ୟ ବିକାଶ ହୋଇଥାଏ। ଗପସପ ସମୟରେ ମନଖୋଲା କଥା ହେବା ଦ୍ୱାରା ଅନେକ ପ୍ରକାର ମାନସିକ ରୋଗ ଭଲ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀ କହିଥାନ୍ତି। ତେଣୁ ସମୟ ମିଳିଲେ ସାଙ୍ଗ ସାଥୀ , ପରିବାର ସଦସ୍ୟ ଅବା ବନ୍ଧୁବାନ୍ଧବଙ୍କ ସହିତ କିଛି ସମୟ ଗପସପ କଲେ ସ୍ବାସ୍ଥ୍ୟ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଘରକରଣା

ତରକାରି ଅଧିକ ରାଗ ହୋଇଥିଲେ ସେଥିରେ ତୁରନ୍ତ କିଛି ଘିଅ କିମ୍ବା ବଟର ମିଶାଇ ଦିଅନ୍ତୁ। ତରକାରିରେ କ୍ରିମ୍‌ କିମ୍ବା ଦହି ମିଶାଇ ଦେଲେ ତା’ର...

ଖରାଦିନେ ଏସବୁ ସମସ୍ୟାକୁ ମୁକ୍ତ କରେ କଳାଲୁଣ, ଜାଣନ୍ତୁ..

ଖରାଦିନେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଥାଏ।ଏଥିରୁ ରକ୍ଷା ପାଇବା ଲାଗି ଅଧିକ ପାଣି ପିଇବାକୁ ପ୍ରାୟ ସମସ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଖାଲି ପାଣି...

କରୋନା ଟିକା ନେଇଛନ୍ତି କି, ନିଶ୍ଚିତ ପଢ଼ନ୍ତୁ…

ନୂଆଦିଲ୍ଳୀ,୧୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ...

ନଡ଼ିଆ୍‌ ବର୍‌ଫି

ଆବଶ୍ୟକ ସାମଗ୍ରୀ ପାଣି-୧କପ୍‌, ଚିନି-୧କପ୍‌, କୋରା ନଡ଼ିଆ-ଦେଢ଼ କପ୍‌, ଖୁଆ- ଅଧା ଚାମଚ, କଟା ବାଦାମ-୫ଟି, ଆଲ୍‌ମଣ୍ଡ-୬ଟି, ଗୁଜୁରାତି ଗୁଣ୍ଡ-୧ଚାମଚ, ଘିଅ-୧ଚାମଚ। ପ୍ରସ୍ତୁତି ପ୍ରଣାଳୀ:-ପ୍ରଥମେ ଗୋଟିଏ...

ଖାଉ ଖାଉ ପୋଡ଼ି ଯାଉଛି କି ଜିଭ

ଅନେକ ସମୟରେ ତରତରରେ ଗରମ ଖାଦ୍ୟ ଖାଇବା ଫଳରେ ଜିଭ ପୋଡି ଯାଇଥାଏ। ତେବେ ଜିଭ ପୋଡିଯିବା କୌଣସି ବଡ଼ ସମସ୍ୟା ହୋଇ ନ ଥିଲେ...

ସବୁବେଳେ ପ୍ରେମରେ ଧୋକା ଖାଇଥାନ୍ତି ଏହି ୪ ରାଶିର ବ୍ୟକ୍ତି, ବିଳମ୍ବରେ ମିଳେ ସଚ୍ଚା ପ୍ରେମ…

ଜୀବନର ସବୁଠାରୁ ସୁନ୍ଦର ଅନୁଭୂତି ପ୍ରେମ। ଏପରି କେହି ନାହାନ୍ତି ଯିଏ ଜୀବନରେ ପ୍ରେମରେ ପଡ଼ି ନାହାନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ କିଛି ରାଶି ଏପରି ଅଛନ୍ତି,...

ହୋଲିରେ କ’ଣ କଲେ ଶୁଭ…

ରଙ୍ଗର ପର୍ବ ହୋଲିକୁ ଆହୁରି ଆନନ୍ଦମୟ କରିବା ପାଇଁ ଯଦି ନିମ୍ନରେ ଦିଆଯାଇଥିବା କିଛି ଟିପ୍ସକୁ ପାଳନ କରାଯାଏ; ତା’ହେଲେ ଅନେକ ଶୁଭଫଳ ମିଳିଥାଏ ବୋଲି...

ସ୍ବଭାବରେ ଏଭଳି ହୋଇଥାନ୍ତି ‘ଏସ୍‌’ ନାମଧାରୀ ବ୍ୟକ୍ତି; ଜାଣିଲେ…

ନାମର ପ୍ରଥମ ଅକ୍ଷର ବ୍ୟକ୍ତିର ପ୍ରକୃତି ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। କିଛି ଅକ୍ଷର ଏପରି ଥାଏ, ଆମ ଆଖପାଖରେ ଅନେକ ନାମ ସେଭଳି...

Advertisement
Archives

Model This Week