Posted inଖେଳ

ଲଙ୍ଗ୍‌ ଜମ୍ପ୍‌ରେ ମନୀଷାଙ୍କୁ ରୌପ୍ୟ

ଭୁବନେଶ୍ୱର, ୩।୧୧(ସ୍ପୋଟର୍‌ସ ବ୍ୟୁରୋ)- ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରଠାରେ ଚାଲିଥିବା ୩୫ତମ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ର ପ୍ରଥମ ଦିନରେ ଓଡ଼ିଶାକୁ ସଫଳତା ମିଳିଛି। ୨୦ ବର୍ଷରୁ କମ୍‌ ବାଳିକା ଲଙ୍ଗ୍‌ ଜମ୍ପ୍‌ରେ ଓଡ଼ିଶାର ମନୀଷା ମେରେଲ ରୌପ୍ୟ ପଦକ ଜିତିଛନ୍ତି। ମନୀଷା ୬.୦୭ ମିଟର ଦୂରତାକୁ ଡେଇଁ ପୋଡିୟମ୍‌ର ୨ୟ ସ୍ଥାନରେ ରହିଥିଲେ। କେରଳର ସାନ୍ଦ୍ରା ବାବୁ (୬.୧୬ ମିଟର)ଙ୍କୁ ସ୍ବର୍ଣ୍ଣ ଓ ଆନ୍ସି ସୋଜାନ (୫.୯୬) ବ୍ରୋଞ୍ଜ ପଦକ ହାସଲ କରିଥିଲେ। ସେହିଭଳି ଓଡ଼ିଶାର ଆଉ ୩ ଜଣ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଛନ୍ତି। ୧୬ ବର୍ଷରୁ କମ୍‌ ବାଳିକା ଲଙ୍ଗ୍‌ ଜମ୍ପ୍‌ରେ କାଜଲ ମାଝି, ୧୮ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ମଧୁସ୍ମିତା ଦେବ ଓ ୨୦ ବର୍ଷରୁ କମ୍‌ ବାଳିକା ୧୦୦ ମିଟର ଦୌଡ଼ରେ ଦୀପାଲୀ ମହାପାତ୍ର ଫାଇନାଲରେ ପହଞ୍ଚତ୍ ପଦକ ଆଶା ଉଜ୍ଜୀବିତ ରଖିଛନ୍ତି। ବାଳିକା ୧୮ ବର୍ଷରୁ କମ୍‌ ୪୦୦ ମିଟର ଦୌଡ଼ରେ ଓଡ଼ିଶାର ସୁଖୀ ବାସ୍କେ ସେମିଫାଇନାଲରେ ପହଞ୍ଚତ୍ଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଭିଡ-୧୯ ମୁକାବିଲା: ଶାହରୁଖଙ୍କ ଉପହାରକୁ ଦାନରେ ଦେଲେ ଅଖତର

ନୂଆଦିଲ୍ଲୀ,୧୭।୫: କରୋନା ଭାଇରସ ମୁକାବିଲା ପାଇଁ ପୂର୍ବତନ ପାକିସ୍ତାନ ଦ୍ରୁତ ବୋଲର ସୋଏବ ଅଖତର ଆଉ ଏକ ଦୃଷ୍ଟାନ୍ତମୂଳକ କାଯ୍ୟ କରିଛନ୍ତି। ବଲିଉଡ ସୁପରଷ୍ଟାର ଶାହରୁଖ...

ଗେଲ୍‌ଙ୍କ ବିଶ୍ୱକପ ଅଭିଯାନ ଶେଷ

ଲୀଡ୍ସ, ୫।୭-ଓ୍ବେଷ୍ଟଇଣ୍ଡିଜ ଓପନର କ୍ରିସ ଗେଲ୍‌ଙ୍କ ବିଶ୍ୱକପ ଅଭିଯାନ ନୈରାଶ୍ୟର ସହ ଶେଷ ହୋଇଛି। ପ୍ରତିଯୋଗିତାରେ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ଓ୍ବେଷ୍ଟଇଣ୍ଡିଜ ଲିଗ୍‌...

ସ୍ବତନ୍ତ୍ର ଟେଷ୍ଟ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ଆବିଦ ଅଲି

କରାଚୀ,୨୧।୧୨- ପାକିସ୍ତାନ ଓପନର ଆବିଦ ଅଲି ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଶତକ ହାସଲ କରିଛନ୍ତି। ଏହା ସହିତ ଆବିଦ କ୍ରମାଗତ ପ୍ରଥମ ଦୁଇ ଟେଷ୍ଟରେ...

‘ସଚିନ ତେନ୍ଦୁଲକରଙ୍କୁ ଫୋନ କରି ତୁରନ୍ତ ସାହାଯ୍ୟ ମାଗନ୍ତୁ’

ଲିଡ୍ସ,୨୬।୮: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଇଂଲଣ୍ଡରେ ଖରାପ ପ୍ରଦର୍ଶନ ଜାରି ରଖିଛନ୍ତି। ଇଂଲଣ୍ଡ ବିପକ୍ଷରେ ହାରାହାରି ୧୭.୨୫ରେ ୪ ଇନିଂସରେ ସେ...

କ୍ରିକେଟ୍‌ ଗ୍ରାଉଣ୍ଡରୁ ମ୍ୟୁଜିକ ଷ୍ଟୁଡିଓ : ଦୁଇ ଓପନର: ଏବେ କମ୍ପୋଜର, ସିଙ୍ଗର୍‌

ଲିଟିଲ ମାଷ୍ଟର ସଚିନ ତେନ୍ଦୁଲକରଙ୍କ ‘କ୍ରିକେଟ ୱାଲି ବିଟ୍‌’ ହେଉ କି ଅଲରାଉଣ୍ଡର ସୁରେଶ ରାଇନାଙ୍କ ‘ବିଟିୟା ରାନୀ କିମ୍ବା ଅଷ୍ଟ୍ରେଲୀୟ ପେସ୍‌ ତାରକା ବ୍ରେଟ୍‌...

ଗନେମତ୍‌-ଅଙ୍ଗଦ ଯୋଡ଼ିଙ୍କୁ ମିକ୍ସଡ ସ୍କିଟ୍‌ରେ ସ୍ବର୍ଣ୍ଣ

ନୂଆଦିଲ୍ଲୀ, ୨୪ା୩ (ପି.ଟି.)-ଚଳିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ଭାରତୀୟ ଶୁଟରମାନଙ୍କ ସ୍ବର୍ଣ୍ଣ ଅଭିଯାନ ଜାରି ରହିଛି। ମଙ୍ଗଳବାର ଗନେମତ୍‌ ସେଖୋଁ ଓ ଅଙ୍ଗଦ ବୀର ସିଂ...

ପଦ୍ମ ବିଭୂଷଣ ପାଇଁ ମେରିକମ୍‌ଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୧୨।୯- ଛ’ଥର ବିଶ୍ୱ ବିଜୟିନୀ କିମ୍ବଦନ୍ତୀ ବକ୍ସର ଏମ୍‌.ସି. ମେରିକମ୍‌ଙ୍କ ନାମକୁ ଦେଶର ୨ୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପାଇଁ ଗୁରୁବାର...

ଡବ୍ଲ୍ୟୁଟିସି ଫାଇନାଲ: ସ୍ପଷ୍ଟ କଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ୮।୩ : ପ୍ରଥମ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲ ମ୍ୟାଚ୍‌ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାଉଥାମ୍ପଟନର...

Advertisement
Ten Cric Info


Archives

Model This Week