Posted inଜାତୀୟ

ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: ରବିଚନ୍ଦ୍ରନ୍‌ଙ୍କୁ ୧୫ ଦିନ ପାରୋଲ

ମଦୁରାଇ,୭ା୧(ପି.ଟି.): ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ୭ ଆଜୀବନ ଜେଲଦଣ୍ଡ ଭୋଗୁଥିବା ଅପରାଧୀଙ୍କ ମଧ୍ୟରୁ ରବିଚନ୍ଦ୍ରନଙ୍କୁ ମାଡ୍ରାସ ହାଇକୋର୍ଟ ୧୫ ଦିନ ଲାଗି ପାରୋଲରେ ଛାଡ଼ିଛନ୍ତି। ତାଙ୍କ ମା’ ଅସୁସ୍ଥ ରହିବା ଓ ପାରିବାରିକ ଅବୁଝାମଣା ସୃଷ୍ଟିହେବାରୁ କୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ତାଙ୍କ ମା’ଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ଟି. ରାଜା ଓ ଜଷ୍ଟିସ ବି. ପୁଗାଲେଣ୍ଡି ଜାନୁୟାରୀ ୧୦ରୁ ରବିଚନ୍ଦ୍ରନଙ୍କୁ ପାରୋଲରେ ଯିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ପୋଙ୍ଗଲ କାରଣରୁ ରାଜ୍ୟ ସରକାର ତାଙ୍କୁ ପୋଲିସ ସୁରକ୍ଷା ଯୋଗାଇପାରିବେନି ବୋଲି କହିଛନ୍ତି। ପ୍ରକାଶଥାଉ କି, ରବିଚନ୍ଦ୍ରନ ଦୀର୍ଘ ୨୭ ବର୍ଷ ହେବ ମଦୁରାଇ କେନ୍ଦ୍ରୀୟ ଜେଲରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜେଲ୍‌ରେ ଥିବା ଆନ୍ଦୋଳନକାରୀଙ୍କୁ ମିଳିବ ୨ ହଜାର ଟଙ୍କା ସହାୟତା: ମିଳିତ କିଷାନ ମୋର୍ଚ୍ଚା

ନୂଆଦିଲ୍ଲୀ,୧୪।୨: ଜାନୁୟାରୀ ୨୬ରେ ଦିଲ୍ଲୀର ଟ୍ରାକ୍ଟର ରାଲି ସମୟରେ ଘଟିଥିବା ହିଂସା ଘଟଣାରେ କେତେକ ଆନ୍ଦୋଳନକାରୀଙ୍କୁ ଗିରଫ କରାଯାଇ ଜେଲ୍‌ରେ ରଖାଯାଇଛି। ସେମାନଙ୍କ ଆର୍ଥିକ ସହାୟତା...

ସୋନିଆଙ୍କୁ ଶାଲ୍‌ ଘୋଡାଇ ଦେଲେ ରାହୁଲ

ନୂଆଦିଲ୍ଲୀ, ୨୪।୧୨: କଂଗ୍ରେସ ପକ୍ଷରୁ ମଙ୍ଗଳବାର ନାଗରିକତ୍ୱ ସଂଶୋଧନ ଆଇନ ବିରୋଧରେ ରାଜଘାଟରେ ଥିବା ମହାତ୍ମା ଗାନ୍ଧୀ ସ୍ମାରକୀ ନିକଟରେ ବିକ୍ଷୋଭ କରାଯାଇଛି। ଏଥିରେ କଂଗ୍ରେସ...

ତୃତୀୟ ଲହର ସହିତ କରୋନା ମହାମାରୀ ଶେଷ ମୁହାଁ …

ନୂଆଦିଲ୍ଲୀ,୧୪ା୨: ଦେଶରେ ବ୍ୟାପିଥିବା କରୋନା ମହାମାରୀର ତୃତୀୟ ଲହର ଏବେ ଶେଷ ମୁହାଁ ହେବାରେ ଲାଗିଛି। ଏହା ସହିତ ଦେଶ କରୋନା ମହାମାରୀ କବଳରୁ ମୁକୁଳିବାର...

ଲଞ୍ଚପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ରଚିଛନ୍ତି ଷଡ଼ଯନ୍ତ୍ର…

ଶ୍ରୀନଗର,୮।୭: ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡ୍‌ରେ ପ୍ରାୟ ୩୦୦ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ଭାରତରେ ପ୍ରବେଶ କରି...

ସୁରକ୍ଷାକର୍ମୀଙ୍କ ଉପରେ ଗ୍ରେନେଡ୍‌ ମାଡ଼: ୬ ଯବାନ ଆହତ

ଶ୍ରୀନଗର,୨୭।୧୦: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀମାନେ ଗ୍ରେନେଡ୍‌ ମାଡ଼ କରିଛନ୍ତି। ଏଥିରେ ୬ ଯବାନ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ ଚିକିତ୍ସା ପାଇଁ ଆର୍ମି ହସ୍ପିଟାଲରେ...

ୟୁ. ୟୁ. ଲଳିତ ହେବେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି: ଲାଗିଲା ରାଷ୍ଟ୍ରପତିଙ୍କ ମୋହର

ନୂଆଦିଲ୍ଲୀ,୧୦।୮: ଦେଶର ୪୯ତମ ପ୍ରଧାନ ବିଚାରପତି ଭାବରେ ସୁପ୍ରିମକୋର୍ଟର ଜଷ୍ଟିସ ଉଦୟ ଉମେଶ ଲଲିତଙ୍କୁ ନିଯୁକ୍ତ କରାଯାଇଛି। ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ନିଯୁକ୍ତି...

ଖୁସି ଖବର: କରୋନାରୁ ସୁସ୍ଥ ହେବା ସଂଖ୍ୟା ୨ କୋଟିରେ ପହଞ୍ଚିଲା; ସଂକ୍ରିୟ ମାମଲା କମିଲା

ନୂଆଦିଲ୍ଲୀ,୧୪।୫: ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଶୁକ୍ରବାର ଆଉ ୩,୪୩,୧୪୪ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା...

ଦ୍ୱିତୀୟ ବିବାହ କରୁଥିବା ଯୁବକଙ୍କୁ ବେଦୀରେ ଚପଲରେ ପିଟିଲେ ପ୍ରଥମ ସ୍ତ୍ରୀ

ଲକ୍ଷ୍ନୌ,୨୮।୪: ଉତ୍ତରପ୍ରଦେଶ ଗାଜିଆବାଦ୍‌ରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଦ୍ୱିତୀୟ ବିବାହ କରୁଥିବା ଜଣେ ଯୁବକଙ୍କୁ ବେଦୀରେ ଚପଲରେ ପିଟିଛନ୍ତି ତାଙ୍କ ପ୍ରଥମ ସ୍ତ୍ରୀ।...

Advertisement
Archives

Model This Week