ରାଉରକେଲାରେ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ: ଓଡ଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ହେଲ କନ୍ଧମାଳ ଛାତ୍ରୀ

ଦାରିଙ୍ଗବାଡ଼ି,୯।୬(ଡି.ଏନ୍‌.ଏ): ରାଉରକେଲା କଳାସଂଘମ୍‌ ପକ୍ଷରୁ ଜାତୀୟସ୍ତରୀୟ ଷଷ୍ଠ ଡ୍ୟାନ୍ସ ଫେଷ୍ଟିଭାଲ ଶନିବାର ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ସେକ୍ଟର ୧୯ ସିଭିକ୍‌ ସେଣ୍ଟରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଛାତ୍ରୀମାନେ ଓଡ଼଼ିଶୀ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତିା ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ କଳାକାରମାନେ ଅଂଶଗ୍ରହଣ କରିଥିବା ବେଳେ ନୃତ୍ୟ ଗୁରୁ ପ୍ରିୟଙ୍କା ସାହୁଙ୍କ ତେୃତ୍ୱରେ ଦାରିଙ୍ଗବାଡ଼ିର ଡ୍ୟାନ୍ସ ୱାଲର୍‌ଡ ଗୃପ ଏଥିରେ ଅଂଶଗ୍ରହଣ କରିଥିଲା। ଏଥିରେ ନୃତ୍ୟ ଗୁରୁ ପ୍ରିୟଙ୍କାଙ୍କୁ କଳା ନୃତ୍ୟ ପୁରସ୍କାର ମିଳିଥିବା ବେଳେ ଛାତ୍ରୀ ବୈଜୟନ୍ତିମାଳା ସିଂହଳ, ଆଫ୍ରିନ ସାହୁ ଏବଂ ଅମ୍ରିତା ସାହୁଙ୍କୁ କଳାଶ୍ରୀ ପୁରସ୍କାର ମଧ୍ୟ ମିଳିଛି। ଏ ନେଇ ଦାରିଙ୍ଗବାଡ଼ିର ନୃତ୍ୟ ଟିମ୍‌କୁ ଅଞ୍ଚଳବାସୀ ଶୁଭେଚ୍ଛା ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଭାବିକ ହେଉନି ବସ୍‌ ସେବା: ୫୮ % ହ୍ରାସ ପାଇଲାଣି ପରିବହନ ଟିକସ

ଭୁବନେଶ୍ୱର,୧୦।୭(ବ୍ୟୁରୋ): ରାଜ୍ୟରେ ଯାତ୍ରୀ ପରିବହନ ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି। ଘରୋଇଠାରୁ ଆରମ୍ଭ କରି ସରକାରୀ ବସ୍‌ ସେବା ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି।...

ପୂଜା ଦୋକାନ ଦେଇଛି ଋଷିବରଙ୍କୁ ଜିଇବାର ସାଧନ

କେନ୍ଦୁଝର,୨।୯(ସ୍ବ.ପ୍ର.)- ନିଷ୍ଠା ଓ ଦୃଢ ଆତ୍ମ ବିଶ୍ୱାସ ତାଙ୍କୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛି। ଚାକିରି ମୋହ ଛାଡି ସେ ତାଙ୍କ ବାପାଙ୍କ ପୂଜା ଦୋକାନକୁ...

ନ୍ୟାୟ ନ ପାଇଲେ ଆତ୍ମାହୁତି

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଆମ ୫ବର୍ଷର ଝିଅକୁ ମାରିଦେଲେ। ତା’ ଆଖି, କିଡ୍‌ନୀ କାଢ଼ିନେଲେ। ଘଟଣାକୁ ୫ମାସ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ପୋଲିସ ଜାଣିଶୁଣି ଗିରଫ କରୁନାହିଁ। ଝିଅକୁ...

୪ ଜୁଆ ଆଡ୍ଡା ଉପରେ ଚଢ଼ାଉ: ୨୧ଗିରଫ, ୮୫ ହଜାର ଟଙ୍କା ଜବତ

ଛତ୍ରପୁର,୫।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଗତ ୨୪ ଘଣ୍ଟାରେ ୪ଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରାଯାଇଛି । ଘଟଣାରେ ସମ୍ପୃକ୍ତ ୨୧ ଜଣଙ୍କୁ...

‘ଇଂଲିଶ୍‌ ପଛରେ ଗୋଡ଼ାଇବା ମାନସିକତା ବଦଳୁ’

ବ୍ରହ୍ମପୁର ଅଫିସ୍‌,୪ା୧୧-ଅନେକ ବର୍ଷ ପର୍ଯ୍ୟନ୍ତ ଆମକୁ ଶାସନ କରିବା ପରେ ଇଂରେଜମାନେ ନିଜ ଦେଶକୁ ଫେରିଗଲେ । କିନ୍ତୁ ତାଙ୍କ ଭାଷାର ଗଭୀର ଛାପ ଆମ...

ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀକୁ ୨୬ଟ୍ରେନ୍‌ ବାତିଲ

ଭୁବନେଶ୍ୱର,୨୦।୬(ବ୍ୟୁରୋ): ପୁରୀରେ ଆସନ୍ତା ମାସରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ସମୟରେ ଯାତ୍ରୀଙ୍କ ସମ୍ଭାବ୍ୟ ଆଗମନକୁ ରୋକିବା ଏବଂ କୋଭିଡ୍‌-୧୯ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବା ଉଦ୍ଦେଶ୍ୟରେ...

ଆମ୍ବୁଲାନ୍ସରେ ମିଳିଲାନି ଅକ୍ସିଜେନ୍‌: ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା

ଆନନ୍ଦପୁର,୨୮। ୧୧(ସ୍ବ.ପ୍ର.)-ରୋଗୀଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ସରକାରୀ ସ୍ତରରେ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି। ହେଲେ ଆମ୍ବୁଲାନ୍ସରେ ଦାୟିତ୍ୱରେ ରହୁଥିବା କର୍ମଚାରୀଙ୍କ ଅବହେଳା...

୮ ଓଏଏସ୍‌ ଅଫିସରଙ୍କ ପଦୋନ୍ନତିକୁ ମୋହର

ଭୁବନେଶ୍ୱର, ୨୯।୧ (ବ୍ୟୁରୋ): ଆଇଏଏସ୍‌ ଅଫିସର ପାହ୍ୟାକୁ ପଦୋନ୍ନତି ଦେବାକୁ ରାଜ୍ୟ ସରକାର ୮ ଜଣ ବରିଷ୍ଠ ଓଏଏସ୍‌ ଅଫିସରଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ସେମାନେ ହେଲେ...

Advertisement
Archives

Model This Week