ରକ୍ତ ଶର୍କରା କମ୍ କରେ ପିଜୁଳି ପତ୍ର କାଢା

ପିଜୁଳି ଏକ ସ୍ୱାଦିଷ୍ଟ ଫଳ । ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍ ଉପକାରୀ । ବିଶେଷ କରି ଯେଉଁମାନଙ୍କର ଡାଇବେଟିସ ବା ମଧୁମେହ ରହିଛି ସେମାନଙ୍କୁ ପିଜୁଳି ଖାଇବାକୁ ଡାକ୍ତର କହିଥାଆନ୍ତି । ତେବେ ଏହି ଫଳ ଯେତିକି ଲାଭକାରୀ ଏହାର ପତ୍ର ମଧ୍ୟ ସେତିକି ଉପକାରୀ ।
-ପିଜୁଳି ପତ୍ରରେ ଇନସୁଲିନର ମାତ୍ରା ବହୁ ପରିମାଣରେ ଥାଏ । ତେଣୁ ଏହାର କାଢା ପ୍ରସ୍ତୁତ କରି ପିଇଲେ ଏହା ଗ୍ଲୁକୋଜକୁ ନିୟନ୍ତ୍ରଣରେ ରଖିଥାଏ ।
-ଯଦି ତୁଣ୍ଡ ଘାଁ ହୋଇଛି ବା ମାଢି ସମସ୍ୟା ଦେଖାଦେଇଛି ତେବେ ପିଜୁଳି ପତ୍ର ଚୋବାଇଲେ ଏହା ଠିକ୍ ହୋଇଥାଏ ।
-ଉଚ୍ଚ ରକ୍ତଚାପ ଥିଲେ ପିଜୁଳି ପତ୍ରକୁ ପାଣିରେ ସିଝାଇ ସକାଳେ ଖାଲି ପେଟରେ ପିଇଲେ ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ।
-ସାଧାରଣତଃ ଛୋଟ ପିଲାଙ୍କ ନିକଟରେ କୃମି ସମସ୍ୟା ଅଧିକାଂଶ ସମୟରେ ଦେଖାଯାଇଥାଏ । ଏଭଳି ସମସ୍ୟା ଥିଲେ ପିଜୁଳି ପତ୍ର ଚୋବାଇଲେ ଏହା ଠିକ୍ ହୋଇଥାଏ ।
-ପିଜୁଳି ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ଓ ଲାଇକୋପିନ ଅଧିକ ପରିମାଣରେ ରହିଛି ଯାହା କ୍ୟାନସର ଭଳି ରୋଗ ସହ ଲଢିବାରେ ସହାୟକ ହୋଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟାଶନ ମାନିଆ

ବର୍ତ୍ତମାନ ମହିଳାଙ୍କଠାରେ ଅନ୍ୟଠୁ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବାକୁ ନେଇ ଚାଲିଛି ଯେମିତି ପ୍ରତିଯୋଗିତା। ବିଶେଷ କରି ସୋସିଆଲ୍‌ ମିଡିଆ ଏହି କ୍ରେଜ୍‌କୁ ଯେମିତି ନିଆଁରେ...

ବିଶ୍ୱ ତମାଖୁ ନିିରୋଧ ଦିବସ

ମେ ୩୧ରେ ବିଶ୍ୱ ତମାଖୁ ନିିରୋଧ ଦିବସ ପାଳନ କରାଯାଉଛି। ତମାଖୁ ସେବନ କରି ବିଶେଷକରି ଫୁସଫୁସ ଜନିତ ରୋଗ ଏବଂ କ୍ୟାନସର ପରି ମହାମାରୀର...

ସାଧାରଣ ମଶାଠାରୁ ଭିନ୍ନ ଡେଙ୍ଗୁ ମଶା, କାମୁଡ଼ିବାର ୫ ଦିନ ପରେ ପଡ଼ିଥାଏ ଜଣା

ବର୍ଷାଋତୁରେ ଡେଙ୍ଗୁରୋଗର ଭୟ ବଢ଼ି ଯାଇଥାଏ। ଡେଙ୍ଗୁଜ୍ୱର ଜୁଲାଇରୁ ଅକ୍ଟୋବର ପର୍ଯ୍ୟନ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। କାରଣ ଏହି ସମୟରେ ମଶାବଂଶ ବୃଦ୍ଧି ଘଟିଥାଏ।...

ସେବା, ସାହିତ୍ୟ ପ୍ରତି ସମର୍ପିତ

ସେବା ଓ ସାହିତ୍ୟ ପ୍ରତି ସମର୍ପିତ ତାଙ୍କ ସମଗ୍ର ଜୀବନ। ଓଡ଼ିଆ ସାହିତ୍ୟ ଜଗତରେ କେବଳ ସେ ଜଣେ ଆଗଧାଡ଼ିର ସାହିତି୍ୟକା ନୁହନ୍ତି, ଉଭୟ ଅଧ୍ୟାପନା...

ଗର୍ଭାବସ୍ଥାରେ ନିଦ୍ରାହୀନତା

ପ୍ରତିଟି ମଣିଷର ଶାରୀରିକ ତଥା ମାନସିକ ସୁସ୍ଥତା ପାଇଁ ଖୁବ୍‌ ଜରୁରୀ ନିଦ । ତେବେ କାହା କାହାକୁ ଏତେ ନିଦଲାଗେ ଯେ, ତାଙ୍କ ପାଇଁ...

ଘରୋଇ ଉପାୟରେ ଦୂର କରନ୍ତୁ ଗ୍ୟାସ ସମସ୍ୟା

ବର୍ତ୍ତମାନର ଅତ୍ୟାଧୁନିକ ଜୀବନଶୈଳୀ ଓ ଖାଦ୍ୟପେୟ ଲାଗି ପ୍ରାୟ ସମସ୍ତଙ୍କଠାରେ ଗ୍ୟାସ୍‌ ସମସ୍ୟା ଦେଖାଯାଉଛି। ଏହି ସମସ୍ୟାରୁ ଛୋଟ ପିଲା ମଧ୍ୟ ବାଦ୍‌ ପଡ଼ୁ ନାହାନ୍ତି।...

ଘରେ ଲଗାନ୍ତୁ ଏହି ଗଛ, ଆପେଆପେ ଟାଣି ହୋଇ ଆସିବ ଧନ

ବାସ୍ତୁଶାସ୍ତ୍ରରେ ଘରର ବିଭିନ୍ନ ଜିନିଷ ସମ୍ପର୍କରେ ଉଲ୍ଲେଖ ରହିଛି। କେଉଁଟି କଲେ ଶୁଭ ଫଳ ମିଳିଥାଏ, କେଉଁଟି କ୍ଷତି କରାଇଥାଏ ତାହା ମଧ୍ୟ ବର୍ଣ୍ଣନା ହୋଇଛି।...

ଦୂରାନ୍ତୁ କଳା ଦାଗ

ସୂର୍ଯ୍ୟକିରଣ ପ୍ରଭାବରେ ହାତଗୋଡ଼ ତଥା ମୁହଁର ତ୍ୱଚାରେ ବି ଟାନିଂ ବା କଳାଦାଗ ହୋଇଯାଏ। ତେଣୁ ତ୍ୱଚା କଳା ପଡ଼ି ବହୁତ ଖରାପ ଦେଖାଯାଏ। ଏହି...

Advertisement
Archives

Model This Week