ରକ୍ତହୀନତା ସମସ୍ୟାରୁ ରକ୍ଷା କରେ ହ୍ବାଇଟ୍‌ ଟି’

ଗ୍ରୀନ୍‌ ଟି’ ଉପକାରିତା ବିଷୟରେ ତ ଶୁଣିଥିବେ। କିନ୍ତୁ ହ୍ବାଇଟ୍‌ ଟି’ ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ମୁକ୍ତ ରଖିବ। ଏବେ ମନରେ ପ୍ରଶ୍ନ ଉଠୁଥିବ ‘ହ୍ବାଇଟ୍‌ ଟି’ ପ୍ରକୃତରେ କ’ଣ? ଗ୍ରୀନ୍‌ ଟି ଉପତ୍ାଦନ ହେଉଥିବା ଗଛରୁ ହଁି ହ୍ବାଇଟ୍‌ ଟି’ ଆସିଥାଏ। କିନ୍ତୁ ଗ୍ରୀନ୍‌ ଟି ତୁଳନାରେ ହ୍ବାଇଟ୍‌ ଟି’ ବିଶେଷଭାବେ ଲାଭଦାୟକ। ଏହି ଚା’ ସିଲୋନ୍‌, ଆଫ୍ରିକାନ୍‌, ଦାର୍ଜିଲିଙ୍ଗ୍‌ ଏବଂ ଆସାମ ମିଳିଥାଏ। ଏହି ଚା’ ଦୁର୍ଲଭ ହେବା ସାଙ୍ଗକୁ ମହଙ୍ଗା ମଧ୍ୟ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଛି, ଯାହା କୋଲେଷ୍ଟୋରଲ୍‌କୁ କମ୍‌ କରିବାରେ ସହାୟକ ହୋଇଥାଏ। ଏହାସହ ଆଣ୍ଠୁଗଣ୍ଠି ଯନ୍ତ୍ରଣା, କ୍ୟାନ୍‌ସର୍‌, କେଶ ଝଡ଼ିବା ସମସ୍ୟା, ରୂପି ସମସ୍ୟା ଏବଂ ରକ୍ତହୀନତା ସମସ୍ୟାରୁ ରକ୍ଷା କରିଥାଏ। ରକ୍ତ ସଞ୍ଚାଳନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଅନ୍ୟ ଚା’ ତୁଳନାରେ ହ୍ବାଇଟ୍‌ ଟି’ରେ କମ୍‌ ମାତ୍ରାର କଫିନ୍‌ ଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ସ୍ଥାନରେ ମନଖୋଲି ଖର୍ଚ୍ଚ କରନ୍ତୁ ଟଙ୍କା; ସୌଭାଗ୍ୟ ବଢ଼ିବ

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିଶାସ୍ତ୍ର ଆଜି ବି ପ୍ରାସଙ୍ଗିକ। ଏଥିରେ ଜୀବନକୁ ସରଳ କରିବା ଲାଗି ଅନେକ ନୀତି ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିରୁ ଗୋଟିଏ ହେଲା...

ଆଣ୍ଠୁଗଣ୍ଠି ସମସ୍ୟା ଦୂର କରେ ହ୍ବାଇଟ୍‌ ଟି

ମୋଟାପଣ ଓ କୋଲେଷ୍ଟୋରଲ୍‌ ବୃଦ୍ଧିକୁ ନେଇ ଚିନ୍ତିତ ଥିବା ବ୍ୟକ୍ତିଙ୍କ ପାଇଁ ଆସିଛି ନୂଆ ଫର୍ମୁଲା। ହ୍ବାଇଟ୍‌ ଟି’। ଏହା ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ...

ବର୍ଷାରେ ଗାଡ଼ି ଚଲାଉଥିଲେ …

ବର୍ଷାଦିନେ ଯେକୌଣସି ସମୟରେ, କେବେକେବେ ଦିନ ରାତି ଲଗାଣ ବର୍ଷା ହୋଇଥାଏ। ଏମିତିରେ ପାଠପଢ଼ା ଅବା ଚାକିରି ପାଇଁ ପ୍ରତିଦିନ ବାହାରକୁ ଯାଉଥିବା ଯୁବପିଢ଼ିଙ୍କୁ ବର୍ଷାରେ...

ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଭିଟାମିନ୍‌ ‘ଡି’

ଭିଟାମିନ୍‌ ‘ଡି’ର ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏହାଦ୍ୱାରା ଆମ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଆହୁରି ଦୃଢ଼ ହୋଇଥାଏ। ଶରୀରରେ ଏହି...

ଏକୁଟିଆ ଯାତ୍ରା କରୁଥିଲେ…

ନିର୍ଦ୍ଧାରିତ ସମୟ ପୂର୍ବରୁ ରିଜର୍ଭେଶନ କରନ୍ତୁ। ଏକୁଟିଆ କିମ୍ବା ପିଲାକୁ ସାଙ୍ଗରେ ନିଜ ଗାଡ଼ିରେ ନେଇଯାଉଥିଲେ ଦିନରେ ହିଁ ଯାତ୍ରା କରନ୍ତୁ। ଯାତ୍ରା ସମୟରେ ଯେତେ...

ସୂର୍ଯ୍ୟଗ୍ରହଣରେ ସତର୍କତା ଅବଲମ୍ବନ କରନ୍ତୁ ଗର୍ଭବତୀ ମହିଳା, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଚିଳିତ ବର୍ଷର ଏହା ହେଉଛି ଶେଷ ସୂର୍ଯ୍ୟପରାଗ। ପ୍ରଥମ ସୂର୍ଯ୍ୟଗ୍ରହଣ ଏପ୍ରିଲ ୩୦ରେ ହୋଇଥିଲା। ଧାର୍ମିକ ଦୃଷ୍ଟିକୋଣରୁ କେତେକ କ୍ଷେତ୍ରରେ ସୂର୍ଯ୍ୟଗ୍ରହଣକୁ...

ଘରକୁ ଦିଅନ୍ତୁ ଗ୍ଲାସି ଲୁକ୍‌

  ଘରର ଝରକା ହେଉ କି କବାଟ ସବୁଥିରେ କାଚ ବ୍ୟବହାର କଲେ ବହୁତ ସୁନ୍ଦର ଦେଖାଯିବ। ସବୁ ସିଜନରେ ବି ଘରେ ଗ୍ଲାସ ଲୁକ୍‌...

ସ୍ତନ କର୍କଟ ଭଲ କରିବ ନିମ୍ବ!

ହାଇଦ୍ରାବାଦସ୍ଥିତ ରାଷ୍ଟ୍ରୀୟ ଔଷଧୀୟ ଶିକ୍ଷା ଏବଂ ଅନୁସନ୍ଧାନ ସଂସ୍ଥାନ (ଏନ୍‌ଆଇପିଇଆର୍‌)ର ବୈଜ୍ଞାନିକମାନେ ସ୍ତନ କର୍କଟର ଚିକିତ୍ସା ଦିଗରେ ଏକ ସଫଳତା ହାସଲ କରିଛନ୍ତି। ବୈଜ୍ଞାନିକଙ୍କ ଦାବି...

Advertisement
Archives

Model This Week