ଯୁବ ରୋଗୀଙ୍କୁ ଭେଣ୍ଟିଲେଟର ଦେଇ ଆଖି ବୁଜିଲେ ୯୦ ବର୍ଷୀୟା କରୋନା ସଂକ୍ରମିତ

ବ୍ରସେଲ୍ସ,୨।୪: କରୋନା ଭାଇରସ। ଏବେ ବିଶ୍ୱରେ ବେଶ୍‌ ପରିଚିତ। ଏହାର ସଂକ୍ରମଣ ଏବେ ଧନୀଠାରୁ ଗରିବ ସମସ୍ତଙ୍କୁ ଭୟଭିତ କରି ରଖିଛି। ଆମେରିକା ଭଳି ଶକ୍ତିଶାଳୀ ଦେଶବି ଆଜି କରୋନା ଭାଇରସ ନିକଟରେ ଯେମିତି ଅସହାୟ ପାଲଟି ଯାଇଛି। ନିକଟରେ ବେଲଜିୟମରେ ଜଣେ କରୋନା ସଂକ୍ରମିତ ୯୦ ବର୍ଷୀୟା ରୋଗୀ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ସୂଚନାଯୋଗ୍ୟ, ବେଲିୟମର ୯୦ ବର୍ଷୀୟ ମହିଳା ସୁଜାନ ହୋୟଲର୍ଟସଙ୍କୁ ମାର୍ଚ୍ଚ ୨୦ରେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେ କୋଭିଡ-୧୯ରେ ପୀଡିତ ଥିବା ଜଣାପଡିଥିଲା। ତାଙ୍କୁ ଆଇସୋଲେଶନରେ ରଖାଯିବା ପରେ ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାକୁ ଲାଗିଥିଲା। ଏହାପରେ ଡାକ୍ତର ତାଙ୍କୁ ଭେଣ୍ଟିଲେଟରରେ ରଖିବାକୁ ଯାଉଥିବା ବେଳେ ସୁଜାନ କହିଥିଲେ ମୁଁ ଭଲ ଜୀବନ ବଞ୍ଚି ସାରିଛି, ବରଂ ଏହି ଭେଣ୍ଟିଲେଟରକୁ ଯୁବରୋଗୀଙ୍କୁ ଦେଇଦିଅ। ଏହା କହିବାର ମାତ୍ର ୨ ଦିନପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ସୁଜାନଙ୍କର ଏହି କାମକୁ ଅନ୍ୟମାନେ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ୩.୦: ମଦ କିଣିବା ପାଇଁ ଲାଇନ୍‌ ଲଗାଇଲେ ହେଲମେଟ୍‌, ବୋତଲ

ନୂଆଦିଲ୍ଲୀ,୮।୫: କରୋନା ମହାମାରୀ ସହ ମୁକାବିଲା ପାଇଁ ଦେଶରେ ଲକ୍‌ଡାଉନ ୩.୦ ଜାରି ରହିଛି। ତୃତୀୟ ପର୍ଯ୍ୟାୟର ଏହି ଲକ୍‌ଡାଉନରେ ସରକାର କେତେକ କଟକଣାକୁ କୋହଳ...

୩ କୋଟିରୁ ଅଧିକ ଗରିବ ଲୋକ ଦେବେନି ଭୋଟ !

ଓ୍ବାଶିଂଟନ, ୧୩।୮: ଆମେରିକାରେ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି। ଏଠାରେ ଭୋଟର ସଂଖ୍ୟା ୮ କୋଟିରୁ ଅଧିକ ରହିଛନ୍ତି। ତେବେ ଚଳିତ ନିର୍ବାଚନରେ ୩...

ଦୀପିକାଙ୍କ ନାଁରେ ତିଆରି ହେଲା ଜୋତା

ଫ୍ରାନ୍ସର ଫ୍ୟାଶନ୍‌ ଡିଜାଇନର ଖ୍ରୀଷ୍ଟିଆନ୍‌ ଲୁକୋଟିନ୍‌ ଏବେ ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନଙ୍କ ନାଁ ଅନୁସାରେ ତିଆରି କରିଛନ୍ତି ଏକ ହାଇହିଲ୍‌। ଏହା ଦେଖିବାକୁ ଯେତିକି...

ନିଜାମୁଦ୍ଦିନ କରୋନା ହଟ୍‌ସ୍ପଟ : ଓଡ଼ିଶାରୁ ୧୫ ଯୋଗଦେଇଥିବା ଚର୍ଚ୍ଚା

ଭୁବନେଶ୍ୱର,୧।୪(ବ୍ୟୁରୋ): ନୂଆଦିଲ୍ଲୀର ନିଜାମୁଦ୍ଦିନ୍‌ଠାରେ ହୋଇଥିବା ମୁସଲମାନ୍‌ଙ୍କ ଧର୍ମସଭାରେ ଓଡ଼ିଶାରୁ ୧୫ଜଣ ଯୋଗଦେଇଥିତ୍ବା ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି। ତେବେ ପ୍ରକୃତପକ୍ଷେ ଓଡ଼ିଶାରୁ କେତେଜଣ ଯାଇଥିଲେ ତାହା...

କୋଭାକ୍ସିନ-କୋଭିଶିଲ୍ଡର ହେବ ମିଶ୍ରଣ ବ୍ୟବହାର ପରୀକ୍ଷା

ନୂଆଦିଲ୍ଲୀ,୩୧ା୫: ଦେଶରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଟିକାକୁ ନେଇ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା କରାଯାଉଛି। ଭାରତ ନିକଟରେ ବର୍ତ୍ତମାନ କୋଭିଶିଲ୍ଡ ଏବଂ କୋଭାକ୍ସିନ...

ଦୁଇ ମହାଶକ୍ତି ମୁହଁ।ମୁହିଁ

ଓ୍ବାଶିଂଟନ/ବେଜିଂ,୨୧।୯: ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆକୁ ନେଇ ନବଗଠିତ ‘ଅକସ୍‌’ ମେଣ୍ଟ ଚାଇନାର ବଢ଼ିଚାଲିଥିବା ପ୍ରଭାବକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ। ଆମେରିକା ରାଷ୍ଟ୍ରପତି ଜୋ...

କାବୁଲ ସ୍କୁଲ ନିକଟରେ ବିସ୍ଫୋରଣ: ୨୫ ମୃତ

କାବୁଲ, ୯।୫: ଆଫଗାନିସ୍ତାନ ରାଜଧାନୀ କାବୁଲର ଏକ ମାଧ୍ୟମିକ ସ୍କୁଲ୍‌ ନିକଟରେ ଶନିବାର ବିସ୍ଫୋରଣ ଘଟିଛି। ଏଥିରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ...

ରାଜଧାନୀର ୫ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷିତ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଦୀର୍ଘଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ସଂକ୍ରମଣ ହଜାରେ ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଦିନକରେ ୧୨୧୬ କରୋନା ଆକ୍ରାନ୍ତ ଚିହ୍ନଟ...

Advertisement
Archives

Model This Week