ଯାତ୍ରା ନ ହେଲେ କ’ଣ ହେବ ତିନିରଥ

ପୁରୀ ଅଫିସ,୧୯ା୬: ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଏଥର ରଥଯାତ୍ରା ହେବ ନାହିଁ। ରାଜ୍ୟ କ୍ୟାବିନେଟ ମଧ୍ୟ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବା ଲାଗି ନିଷ୍ପତ୍ତି ନେଇଛି। ତେବେ ରଥଯାତ୍ରା ନ ହେଲେ କଣ ହେବ ତିନିରଥ? ଏମିତି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ଉଙ୍କି ମାରୁଛି। ପୂର୍ବରୁ କେବେ ଏଭଳି ସ୍ଥିତି ଉପୁଜି ନ ଥିବାବେଳେ ଏକ ନୂଆ ପରମ୍ପରାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ। ଯଦିଓ ପ୍ରତିବର୍ଷ ରଥଯାତ୍ରା ପରେ ତିନିରଥକୁ ଭଙ୍ଗାଯାଇ ମହାପ୍ରସାଦ ପ୍ରସ୍ତୁତିରେ ବ୍ୟବହାର କରାଯାଏ, ଏଥର କିନ୍ତୁ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ସମ୍ପୂର୍ଣ୍ଣ ଭାବେ ନୂଆ ତିନିରଥ ପ୍ରସ୍ତୁତ ଅଛନ୍ତି। କ’ଣ ହେବ ତିନିରଥ? ଏହାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ବି ହେଉଛି। ଯେହେତୁ ପ୍ରତିଷ୍ଠା ହୋଇନାହିଁ ତିନିରଥକୁ ଆସନ୍ତା ବର୍ଷ ପାଇଁ ସୁରକ୍ଷିତ ରଖାଯିବା ଲାଗି ବ୍ୟବସ୍ଥା କରାଯିବା ଦରକାର ବୋଲି ଅନେକେ କହୁଛନ୍ତି। ଏହା ଯଦି ପରମ୍ପରା ବିରୋଧୀ ହୋଇ ନ ଥିବ ତେବେ ଆସନ୍ତା ବର୍ଷ ରଥ ନିର୍ମାଣ ପାଇଁ ଆଉ ଶହଶହ ଗଛ କାଟିବାକୁ ପଡିବ ନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିମ୍ନମାନର ପୋଷାକ ବିତରଣକୁ ବିରୋଧ

ବଡ଼ସାହି,୨୦ା୯(ସ୍ବ.ପ୍ର)- ବଡ଼ସାହି ବ୍ଲକ ଅଧୀନ ହରିପୁର ଉନ୍ନିତ ଉପ୍ରା ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ ପୋଷାକ ଓ ଜୋତା ବିତରଣକୁ ନେଇ ଗୁରୁବାର ଉତ୍ତେଜନା ପ୍ରକାଶ ପାଇଛି ା...

ବିନୋଦିନୀ ଦେବୀ ପାଇବେ ‘ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ’

ଭୁବନେଶ୍ୱର,୩।୯ (ବ୍ୟୁରୋ): ଆସନ୍ତା ୫ ତାରିଖରୁ ୨୭ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ-୨୦୨୧ ଆରମ୍ଭ ହେବ। ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ୯ ତାରିଖ...

୭ ଜିଲାକୁ ସୁନାମି ଭୟ

ଭୁବନେଶ୍ୱର,୩।୭(ବ୍ୟୁରୋ):ରାଜ୍ୟକୁ ବାତ୍ୟା, ବନ୍ୟା, ବଜ୍ରପାତ, ମରୁଡ଼ି ଭଳି ସୁନାମି ଆଉ ଏକ ବିପତ୍ତି ଭାବେ ଉଭାହେଲାଣି। କେଉଁ ସମୟରେ ସୁନାମି ଉପକୂଳକୁ କ୍ଷତି ପହଞ୍ଚାଇବ ତାହା...

ଆନ୍ତଃ ଜିଲା କଟକଣା ବସ୍‌ ପାଇଁ ଅଡୁଆ

ଭୁବନେଶ୍ୱର,୧।୭(ବ୍ୟୁରୋ): ଦୀର୍ଘଦିନ ଧରି ବସ୍‌ ସେବା ବନ୍ଦ ହେବା ପରେ ରାଜ୍ୟ ସରକାର ଜୁଲାଇ ପହିଲାରୁ ୨୦ଟି ଜିଲାରେ ଚଳାଚଳ କରିବାକୁ ଅନୁମତି ଦେଇଛନ୍ତି। ତେବେ...

ସୌରଚାଳିତ ଯନ୍ତ୍ରର ବ୍ୟବହାର ବଢ଼ୁଛି

ଭୁବନେଶ୍ୱର,୨୨।୮(ବ୍ୟୁରୋ): ସବୁଜ ଶକ୍ତି ବ୍ୟବହାର ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜୁଲାଇ ଶେଷ ସୁଦ୍ଧା...

ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କୁ ସମସ୍ୟା ଜଣାଇଲେ ଏମ୍‌ପି

ଆସିକା,୩।୮(ଡି.ଏନ୍‌.ଏ)ଆସିକା ଏମ୍‌ପି ପ୍ରମିଳା ବିଷୋୟୀ ନିଜ ଲୋକ ସଭା ନିର୍ବାଚନ ମଣ୍ଡଳୀର କେତେକ ସମସ୍ୟା କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣିଛନ୍ତି। ସେହିପରି...

ରାସ୍ତାରେ ବୁଲୁଛି କଲରାପତରିଆ ବାଘ, ଲୋକେ ଆତଙ୍କିତ

ରିଆମାଳ,୩୧ା୭(ଡି.ଏନ୍‌.ଏ.): ଦେବଗଡ଼ ଜିଲା ରିଆମାଳରେ ବାଘ ଆତଙ୍କ। ଏକ କଲରାପତରିଆ ବାଘ ରିଆମାଳ-ରାମପାଲି ରାସ୍ତା କ୍ରସର ଆଗରେ ଶନିବାର ସନ୍ଧ୍ୟାରେ ଦେଖାଯାଇଥିଲା। କାରରେ ଯାଉଥିବା କିଛି...

ଖାଦ୍ୟ ବାଣ୍ଟିଲେ ଖଇରା ଥାନା ଆଇଆଇସି

ଖଇରା, ୩।୪(ଡି.ଏନ.ଏ.)-ଖଇରା ଥାନା ଆଇଆଇସି ସୁବ୍ରତ ବେହେରା ଗୁରୁବାର ବିଭିନ୍ନ ଗ୍ରାମକୁ ଯାଇ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରିଛନ୍ତି ା ନନ୍ଦୁର ଗ୍ରମ ଆଦିବାସୀ...

Advertisement
Archives

Model This Week