ମ୍ୟୁନିସିପାଲିଟି କରୋନା ଯୋଦ୍ଧାଙ୍କୁ ଔଷଧ ବ୍ୟବସାୟୀ ସଂଘର ସହାୟତା

ବଲାଙ୍ଗୀର ଅଫିସ, ୨୧ା୪: କରୋନା ସଂକ୍ରମଣକୁ ଖାତିର ନ କରି ଲକ୍‌ଡାଉନ୍‌ ସମୟରେ ଜନସାଧାରଣଙ୍କୁ ସେବା ଯୋଗାଇ ଆସୁଥିବା ମ୍ୟୁନିସିପାଲିଟି କର୍ମଚାରୀଙ୍କୁ ବଲାଙ୍ଗୀର ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ମାସ୍କ, ହାତଧୁଆ ସାବୁନ୍‌, ପାଣି ବୋତଲ ଏବଂ ବିସ୍କୁଟ ବଣ୍ଟନ କରାଯାଇଛି। ମଙ୍ଗଳବାର ସମସ୍ତ ସଫେଇ କର୍ମଚାରୀଙ୍କୁ କରୋନା ଯୋଦ୍ଧା ବୋଲି ଅଭିହିତ କରିବା ସହ ମ୍ୟୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ ଓ ଓ ସଫେଇ କର୍ମଚାରୀଙ୍କ ମୁଖ୍ୟ ନରସିଂହ ଦୀପଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲା ସଂଘ ସଭାପତି ସଞ୍ଜୟ ଚୌଧୁରୀଙ୍କ ନେତୃତ୍ୱରେ ସମ୍ପାଦକ ଲୋଟସ ଷଡ଼ଙ୍ଗୀ, ପୂର୍ବତନ ସଭାପତି ରାମଚନ୍ଦ୍ର ପୁରୋହିତ, ପୂର୍ବତନ ସମ୍ପାଦକ କମଳ କୁମାର ଚକ୍ରବର୍ତ୍ତୀ, ସୋମନାଥ ଅଗ୍ରୱାଲ, ସୌଭାଗ୍ୟ ମିଶ୍ର, ଅମିତ ଚୌଧୁରୀ ପ୍ରମୁଖ ଉପସ୍ଥ୍‌ିତ ରହି କର୍ମଚାରୀଙ୍କୁ ବିଭିନ୍ନ ସାମଗ୍ରୀ ବଣ୍ଟନ କରିବା ସହ ଲକ୍‌ଡାଉନ୍‌ ସମୟରେ ସେମାନଙ୍କ ନିସ୍ବାର୍ଥପର ସେବାର ଭୂୟସୀ ପ୍ରଶଂସା କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଲିଜ୍‌ଧାରୀଙ୍କୁ ୧୦ କୋଟି ଜରିମାନା

ଯାଜପୁର ଅଫିସ,୧୯।୧: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବହୁଚର୍ଚ୍ଚିତ ଆରୁହା ପାହାଡ଼ରୁ କଳାପଥର ଲୁଟ୍‌ ଓ ଜାଲିଆତି ଅଭିଯୋଗର ଲୋକାୟୁକ୍ତ ମାମଲା ଭିନ୍ନମୋଡ ନେଇଛି।...

ଲଗାଣ ବର୍ଷାରେ ଧାନଜମି ଜଳମଗ୍ନ

ଖଣ୍ଡପଡ଼ା,୨୫ା୯(ସ୍ବ.ପ୍ର.): ଗତ ୨ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି ା ବ୍ଲକ ଅନ୍ତର୍ଗତ ୨୨...

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବା ଦୋକାନ ଉପରେ ଚଢ଼ାଉ

ସୋହେଲା,୧୧ା୫(ଡି.ଏନ.ଏ.): ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରି ଦୋକାନ ଖୋଲିବା, ମାସ୍କ ନ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରକ୍ଷା ନ କରିବା ଅଭିଯୋଗରେ ବରଗଡ଼ ଜିଲା...

କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଗଣତି

ଭଦ୍ରକ ଅଫିସ,୨୩।୫: ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିବ। ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଭଦ୍ରକରେ ଗୁରୁବାର ସକାଳ ୮ଟାରୁ କଡା...

କଟକ ପରେ ପୁଣି ମାଞ୍ଜା ସୂତାରେ କଟିଲା ଆଉ ଜଣଙ୍କ ବେକ

ପୁରୀ ଅଫିସ,୨୭।୧୨: କଟକ ପରେ ପୁରୀରେ ମାଞ୍ଜା ସୂତା ଲାଗି ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଉକ୍ତ ବ୍ୟକ୍ତି ହେଲେ କୁଣ୍ଢାଇବେଣ୍ଟ ସାହିର ଭଞ୍ଜବିହାରୀ ପାତ୍ର...

ମୁଁ ତା ବିଷୟରେ ଯେତିକି ଜାଣିଥିଲି, ତା’ଠାରୁ ବେଶି ସେ ମୋ ବିଷୟରେ ଜାଣିଥିଲା: ବୋଥ୍ରା

ନୟାଗଡ଼ ଅଫିସ,୨୪।୧୨: ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାରେ ଗୁରୁବାର ଅଭିଯୁକ୍ତ ସରୋଜ ସେଠୀଙ୍କୁ ପୋଖରୀ କୂଳକୁ ନେଇ ହତ୍ୟାକାଣ୍ଡର ଡେମୋ କରାଇଛି ଏସ୍‌ଆଇଟି।...

ଶିକ୍ଷକଙ୍କ ମାଡ଼ରେ ଛାତ୍ର ଆହତ ଘଟଣା,ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୨୭।୧(ଡି.ଏନ୍‌.ଏ.)-ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ନୋଡାଲ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିରେଣି କୁମାର ସାହୁଙ୍କ କାଠ ଫାଳିଆ ମାଡ଼ରେ ୭ମ ଶ୍ରେଣୀ ଛାତ୍ର ଟି. ସୁଜିତ୍‌...

ଆତ୍ମନିର୍ଭର ପଥରେ ଅନ୍ତେବାସୀ

ଢେଙ୍କାନାଳ ଅଫିସ, ୫।୨ କଠୋର ଅନୁଶାସନର ଅନ୍ୟତମ ସ୍ଥାନ ହେଉଛି କାରାଗାର। ଜାଣତ ବା ଅଜାଣତରେ ଅପରାଧର ଟ୍ୟାଗ୍‌ ଲାଗି ଏଠାକୁ ଆସିବା ପରେ ବଦଳିଯାଏ...

Advertisement
Archives

Model This Week