ମ୍ୟାଲେରିଆ ଚିହ୍ନଟ କରିବେ କୁକୁର

ବ୍ରିଟେନ୍‌ ଏବଂ ଗାମ୍ବିଆର ବୈଜ୍ଞାନିକଙ୍କ ମତରେ, ପ୍ରଥମଥର ଏଭଳି ଏକ ଉପାୟର ସନ୍ଧାନ ହୋଇଛି, ଯଦ୍ଦ୍ବାରା କୁକୁରମାନେ ମ୍ୟାଲେରିଆ ଭଳି ରୋଗର ଚିହ୍ନଟ କରିବାରେ ସାହାଯ୍ୟ କରିପାରିବେ। ବୈଜ୍ଞାନିକଙ୍କ ଅନୁସାରେ, କୁକୁରଙ୍କୁ ସଂକ୍ରମିତ ବ୍ୟକ୍ତିର ପୋଷାକ ଶୁଙ୍ଘି ମ୍ୟାଲେରିଆ ଚିହ୍ନଟ କରିବାର ପ୍ରଶିକ୍ଷଣ ଦିଆଯାଉଛି। ଏଥିପାଇଁ ବ୍ରିଟେନ୍‌ର ଡରହମ୍‌ ୟୁନିଭର୍ସିଟିର କିଛି କୁକୁରଙ୍କୁ ପ୍ରଶିକ୍ଷଣରେ ନିୟୋଜିତ କରାଯାଇଛି। ଆଶା କରାଯାଉଛି, ଏମାନଙ୍କ ସହାୟତାରେ ମ୍ୟାଲେରିଆ ରୋକିବା ଏବଂ ନିବାରଣ ଦିଗରେ ଉନ୍ନତ ପଦକ୍ଷେପ ଗ୍ରହଣ କରାଯାଇପାରିବ। ଗବେଷଣା ଏବେ ପ୍ରାରମ୍ଭିକ ଚରଣରେ ରହିଛି। ଗବେଷଣାରେ କୁହାଯାଇଛି, ଯେତେବେଳେ କୌଣସି ବ୍ୟକ୍ତି ମ୍ୟାଲେରିଆରେ ପୀଡ଼ିତ ହୁଅନ୍ତି, ତାଙ୍କ ଶରୀରର ବାସ୍ନା ଅଲଗା ପ୍ରକାରର ହୋଇଯାଏ। ଏମିତିରେ କୁକୁରଙ୍କ ସହାୟତାରେ ଶରୀରରେ ମ୍ୟାଲେରିଆ ଚିହ୍ନଟ ସମ୍ଭବ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଏସବୁ ରୋଗ ଦୂର କରେ ଜହ୍ନି

ଆଜିକାଲି ଖାଦ୍ୟପେୟରେ ଅନିୟମିତତା ଯୋଗୁ ନାନା ରୋଗ ଗ୍ରାସ କରୁଛି। ଅଧିକାଂଶ ଲୋକଙ୍କଠାରେ ଗ୍ୟାସ୍‌ଟ୍ରିକ୍‌, ହୃଦଜନିତ ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ପରି ସମସ୍ୟା ଦେଖାଦେଉଛି।...

ବର୍ଷାଦିନେ ଅଏଲି ତ୍ୱଚାର ଯତ୍ନ

ଅଏଲି ତ୍ୱଚା ହୋଇଥିଲେ ବର୍ଷାଦିନେ ବହୁ ସମସ୍ୟା ସୃଷ୍ଟି ହୋଇଥାଏ। ଏହିଦିନେ ତ୍ୱଚାରେ ଅତ୍ୟଧିକ ତୈଳ ସ୍ରାବ ଯୋଗୁ ଅଧିକ ବ୍ରଣ ବାହାରି ଥାଏ। ତେଣୁ...

ଦିନରାତି ମୋବାଇଲ ବ୍ୟବହାର ତ୍ୱଚା ଉପରେ ପକାଏ କୁପ୍ରଭାବ

ବର୍ତ୍ତମାନ ସମୟରେ ମୋବାଇଲ ଶରୀରର ଏକ ଅବିଚ୍ଛେଦ୍ୟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବ ନାହିଁ। ସକାଳୁ ରାତି ହେବାଯାଏ ଏହା ଆମ ହାତରେ ରହିଥାଏ ।...

ବିବାହରେ ହେଉଛି କି ବିଳମ୍ବ….

ଜୀବନରେ ଅନେକ କିଛି ସମସ୍ୟା ଲାଗି ରହିଥାାଏ। ତେବେ ଯଦି କାହାର ବିବାହରେ ବିଳମ୍ବ ହେଉଥାଏ ଏଥିପାଇଁ ଘରର ବାସ୍ତୁ ଦୋଷ କେତେକାଂଶରେ ଦାୟୀ ବୋଲି...

ହାତରୁ ଜାଣନ୍ତୁ କେମିତି କଟିବ ବୈବାହିକ ଜୀବନ

ଜ୍ୟେତିସଶାସ୍ତ୍ର ଅନୁଯାୟୀ, ଜଣେ ବ୍ୟକ୍ତିଙ୍କ ହାତରେ ଏପରି ଅନେକ ରେଖା ଅଛି, ଯାହା ଭବିଷ୍ୟତ, ବର୍ତ୍ତମାନ ଏବଂ ସହିତ ଜଡିତ ଅନେକ କଥା କହିଥାଏ। ସେହି...

ଟେନ୍‌ସନ୍‌ରେ ଥିଲେ…

ଆଜିକାଲିର ବ୍ୟସ୍ତ ଜୀବନଶୈଳୀ ମଧ୍ୟରେ ଅନେକେ ଟେନ୍‌ସନ୍‌ର ବଶବର୍ତ୍ତୀ ହୋଇଥାଆନ୍ତି। ଏହାଦ୍ୱାରା ନିଜର କାର୍ଯ୍ୟ କରିବା କ୍ଷମତା ପ୍ରଭାବିତ ହୋଇଥାଏ। ଯଦି କୌଣସି କଥାକୁ ନେଇ...

ଏୟାର ଫ୍ରେସନରର ବହୁଳ ବ୍ୟବହାର କ୍ଷତିକାରକ

ଘର ଭିତର ଭାଗର ପରିବେଶକୁ ସୁଗନ୍ଧମୟ କରିବାକୁ ଆଜିକାଲି ବିଭିନ୍ନ ପ୍ରକାରର ଏୟାର ଫ୍ରେସନର ବଜାରରେ ଉପଲବ୍ଧ। କିନ୍ତୁ ଏହାର ବହୁଳ ବ୍ୟବହାର ବାୟୁମଣ୍ଡଳ ପ୍ରତି...

ଚିମୁଟାଏ ହଳଦୀ ବଦଳାଇ ଦେବ ଆପଣଙ୍କ ଭାଗ୍ୟ: ଘର ପୋଛା ବେଳେ କରନ୍ତୁ ଏପରି

ମନୁଷ୍ୟ ବାସ୍ତୁ ସହିତ କୌଣସି ପ୍ରକାରେ ଜଡ଼ିତ। ଭସ୍ତୁଙ୍କର ଏପରି କିଛି ଉପାୟ ଅଛି ଯାହାକୁ ଆପଣାଇ ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ ଜାଣନ୍ତୁ ଏହି...

Advertisement
Archives

Model This Week